ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଝିଅ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,
ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କ , ନାଚିଵା କାହାର ଶୋକ ନ ରହିଥାଏ ସମସ୍ତଙ୍କର ଆଶା ଥାଏ ଯେ ସେମାନେ ନାଚିଵା ପାଇଁ ତେବେ ତାହା କୈାଣସି ଵିଵାହ ଘର ହେଉ ବା କୈାଣସି ଷ୍ଟେଜ ଉପରେ ହେଉ , ତେବେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଯୁବତୀ ନାଚିଵା ପାଇ ଚାହିଁଛନ୍ତି କିନ୍ତୁ ଏପରି କିଛି କାରଣ ରହିଛି ଯାହା ଯୁବତୀ ଜଣଙ୍କୁ ନାଚିବାକୁ ଦେଇନାହିଁ ,
ଛାତ ଉପରେ ଦୁଇ ଯୁବତୀ ଠିଆ ହୋଇ ବର ଯାତ୍ରୀମାନଙ୍କ ଯାତ୍ରା ଯାଉଥିବା ସମୟରେ ଗୀତ ଏବଂ ନାଚ ହେଉଥିବାର ଦେଖି ଆନନ୍ଦ ନେଉଥିବା ସମୟରେ ଦୁଇ ଯୁବତୀ ମଧ୍ୟରେ ଜଣଙ୍କୁ ଏପରି ଇଚ୍ଛା ହୋଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ , ତେବେ ଦୁଇ ଯୁବତୀ ମଧ୍ୟରୁ ଜଣଙ୍କୁ ଏପରି ଇଚ୍ଛା ହୋଇଛି ଯେ ସେ ଅନ୍ୟ ଜଣ ଯୁଵତୀ ପଛରେ ଏପରି କାଣ୍ଡ କରି ଦେଇଛନ୍ତି ଯାହା ପ୍ରଥମ ଯୁବତୀ ଦେଖିପାରିନଥିଲେ ,
ତେବେ ସେ କଣ କରୁଥିଲେ ଜାଣନ୍ତୁ ଯୁବତୀ ଜଣଙ୍କ ସେ ଡିଜେ ଗୀତ ଶୁଣି ନିଜକୁ ନ ରୋକି ପାରି ସେ ଅନ୍ୟ ଜଣ ଯୁଵତୀ ପଛରେ ଯାଇ ନାଚିଥିଲେ ଯାହା ପ୍ରଥମ ଯୁବତୀ ଜାଣିପାରିନଥିଲେ କିନ୍ତୁ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଯାଇଥିଲା ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।