chori

ଆଶର୍ଯ୍ୟଜନକ ଚୋରି ଧରାପଡିଲେ ଯୁବକ-ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଝିଅ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ଭୁଲ ହୋଇଥାଏ ଅପରାଧ ଦେଖୁଥିବା ଲୋକର , ଏକ ଏପରି ଘଟଣା ଭାଇରାଲ ହୋଇଛି ଯାହା ଜାଣିଲେ ଆପଣଙ୍କର ସମାଜ ଉପରୁ ଵିଶ୍ଵାସ ଉଠି ଯିବ , ତେବେ ଘଟଣାଟି ହେଉଛି ଜଣେ ମହିଳା ଛାତ ଉପରେ ଚଢ଼ି ଶୁଖାଉଥିଵା ସମୟରେ ପ୍ରତ୍ୟେକ ଦିନ ଚଢି ଚରି ହୋଇଯାଉଥିଲା ,

ଆପଣ ତ ଟଙ୍କା ପଇସା , ଗାଡ଼ି , ପର୍ସ ଚୋରି ଵିଷୟରେ ତ ନିଶ୍ଚୟ ଜାଣିଥିବେ କିନ୍ତୁ ଚଢି ଚୋରି ବିଷୟରେ ଆପଣ ପ୍ରଥମ ଜାଣିବେ ତେଣୁ ଏହି ଚଢି ଚୋରି କିଏ କରୁଛି ଏହାର କାରଣ ଜାଣିବା ପାଇଁ ସେ ଛାତ ଉପରେ ସିସିଟିଭି କ୍ୟାମେରା ଲଗାଇ ଦେଇଥିଲା , ଯାହାଫଳରେ ଚଢି କରୁଥିଵି ଵ୍ୟକ୍ତି ସହଜରେ ଧରାପଡିଯାଉ , ତେବେ ପୂର୍ବ ପରି ସେ ପୁଣି ଚଡ଼ି କୁ ଛାତ ଉପରେ ଶୁଖାଇ ଦେଇଆସିଲେ ,

ତାପରେ ସେ ସିସିଟିଭି କ୍ୟାମେରା ଦ୍ଵାରା ନଜର ରଖିଲେ , ତାପରେ ସେ ସିସିଟିଭି ରେ ଦେଖିବାକୁ ପାଇଲେ ଯେ ଜଣେ ଯୁବକ ଯିଏକି ଅନ୍ୟ ଛାତ ପାଖରୁ ଡେଇଁ ଆସି ଶୁଖୁଥିଵା ଚଡ଼ିକୁ ଟାଣି ନେଇଛନ୍ତି ଓ ନିଜ ପ୍ୟାଣ୍ଟ୍ ଭିତରେ ପୁରାଇ ଦେଇଛନ୍ତି ,

ଏହା ଦେଖି ମହିଳା ଜଣଙ୍କ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ପକାଇ ଦେଇଥିଲେ ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *