ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁଛି ବାତ୍ୟା ଆଉ ତା ସହିତ ପ୍ରବଳ ବର୍ଷା ଡିସେମ୍ବର ତିନିରୁ ବର୍ଷା , ସତର୍କ ରହିବାକୁ ନିର୍ଦ୍ଦେଶ , ଆସନ୍ତୁ ଜାଣିବା ଓଡ଼ିଶାରେ କେଉଁ ଜିଲ୍ଲାରେ ପଡ଼ିବ ବାତ୍ୟାର ପ୍ରଭାବ , କେଉଁ ଜିଲ୍ଲାରେ ହେବ ଅଧିକରୁ ଅଧିକ ବର୍ଷା , ଡିସେମ୍ବର ପ୍ରଥମ ସପ୍ତାହରେ ବାତ୍ୟାର ଆଶଙ୍କା କରିଛି ଭାରତୀୟ ପାଣିଵିଭାଗ , ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଶକ୍ତିଶାଳୀ ହେଲେ କେଉଁ ଦିଗରେ ସକ୍ରିୟ ହେବ ଏବଂ କେଉଁଠି ଏହାର ପ୍ରଭାବ ପକେଇବ ଏହା ଜଣାପଡ଼ିଥିଲେ ବି ଏଭଳି ଆକଳନ ଚିନ୍ତା ହରାଇ ଦେଇଛି ,
ପାଣିପାଗ ବିଭାଗର ଆଶାକର୍ମୀ ମାନେ ସବୁ ଜିଲ୍ଲାକୁ ସତର୍କ କରାଇଦେଇଛନ୍ତି , ଡିସେମ୍ବର ଆରମ୍ଭରୁ ବାତ୍ୟାର ଆଶଙ୍କା ଆଇଏମଡି ପୂର୍ବ ଅନୁମାନ ଲଗେଇଛି , ଦକ୍ଷିଣ ଆଣ୍ଡାମାନ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣଵଳୟ ମେଘ ଖଣ୍ଡକୁ ଏକାଠି କରିବା ସହିତ ସମୁଦ୍ର ଭିତରେ ଶକ୍ତି ସୃଷ୍ଟି କରୁଛି , ଲଘୁଚାପ ପାଇଁ ଦାନା ଵାହାରୁଛି , ପ୍ରଥମେ ହେବ ଲଘୁଚାପ , ଲଘୁଚାପ ପରେ ଜଣା ପଡ଼ିବ ଦିଗ ,
ସୃଷ୍ଟି ହେଉଥିବା ଲଘୁଚାପ ୪୮ ଘଣ୍ଟା ପରେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ , ଏହାପରେ ଉତ୍ତର ପଶ୍ଚିମ ଦିଗରେ ମୁହାଁ ହୋଇପାରେ , ତାପରେ ଲଘୁଚାପ ର ରୂପ ନେବ ତେବେ କେଉଁ ଉପକୁଳ ଦେଇ ଗତି କରିବ ଏହି ଲଘୁଚାପ , ସ୍ପଷ୍ଟ ଭାବେ ଜଣାପଡ଼ିବ ଏହି ଗତିପଥ , ଡିସେମ୍ବର ୩ ରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଏହି ପାଣିପାଗ , ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ଦେଖାଦେବ ,
ସେହିପରି ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତି ରହିବ , ଏହା ସତର୍କ କରିଛି ପାଣିପାଗ ବିଭାଗ , ଆଣ୍ଡମାନ ସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପାଣି ପାଗ ବିଭାଗ , ସମସ୍ତ ଜିଲ୍ଲାପାଳ ଏଥିପାଇଁ ସତର୍କ ରହିବାକୁ କହିଛନ୍ତି , ଲଘୁଚାପ ପ୍ରଭାବରେ ସମସ୍ତ ଜିଲ୍ଲାରେ ବର୍ଷା ହେଵାର ଆଶଙ୍କା ରହିଛି , ବିଶେଷ କରି ୬ ଜିଲ୍ଲା ଜଗତସିଂହପୁରର , କେନ୍ଦ୍ରାପଡ଼ା , କେଉଁଝର , କନ୍ଧମାଳ, ମାଲକାନଗିରି ,
ରାୟଗଡ଼ , କୋରାପୁଟ ରେ ବର୍ଷା ହେବାର ଆଶଙ୍କା ରହିଛି , ତେବେ ଚାଷୀ ମାନଙ୍କର ଧାନ ଅମଳ ହୋଇଥିବାରୁ ତାହା ଯେପରି ନଷ୍ଟ ନ ହେବ ସେଥିପାଇଁ ସତର୍କ ରହିଵା ପାଇଁ ସୂଚନା , ତେବେ ଏଥିପାଇଁ ଆପଣଙ୍କୁ ସତର୍କ କରୁଛୁ ଓ ଧାନ ଅମଳ ହେବାରୁ ଆପଣମାନଙ୍କୁ ଆହୁରି ସତର୍କତା ଅବଲମ୍ବନ କରିବାକୁ ହେବ , ତେବେ ଆପଣମାନେ ଜାଣିଲେ କେଉଁ କେଉଁ ଜିଲ୍ଲାମାନଙ୍କରେ ବର୍ଷା ହେବ ଓ କିପରି ପ୍ରଭାବ ପଡ଼ିବ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।