ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଝିଅ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,
ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ଆଜିର ସମାଜ ଯେଉଁ ଦିଗ ଆଡ଼କୁ ଯାଉଛି ଆଗାମୀ ଭବିଷ୍ୟତ ଆମର ଅନ୍ଧାରରେ ଅଛି ବୋଲି ସୂଚନା ଦେଉଛି | ଏବେକାର ସୋସିଆଲ ମିଡିଆରେ ଯାହା ସବୁ ଭାଇରାଲ ହେଉଛି ତାହା ଆପଣ ନିଶ୍ଚିତ ଭାଵରେ ଦେଖି ପାରୁଥିଵେ | ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ |
ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ଏକ ବିବାହିତା ମହିଳା ତା ସ୍ବାମୀକୁ ଛାଡି ଅନ୍ୟ ପୁଅ ସହ ସଂପର୍କ ରଖିଛି ,
ତେବେ ଆସନ୍ତୁ ସଂପୁର୍ଣ୍ଣ ଘଟଣା ବିଷୟରେ ଜାଣିବା , ତେବେ ଏହି ଘଟଣାଟି ଘଟିଛି କର୍ଣାଟକର ଏକ ସହରରେ , ଯେଉଁଠାରେ ଜଣେ ବିବାହିତା ମହିଳା ସ୍ଵାମୀର ଅନୁପସ୍ଥିତିରେ ତାର ପ୍ରେମିକ କୁ ଡାକି ରାସଲୀଳା ଚଲାଇଛନ୍ତି , କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ରହେ ନାହିଁ ସେହି ସମୟରେ ହଠାତ୍ ତାର ସ୍ବାମୀ ପହଞ୍ଚି ଯାଇଛି ଓ ସ୍ତ୍ରୀ ଓ ଯୁବକଙ୍କୁ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଦେଖି ନେଇଛି ଯେଉଠି ସ୍ଵାମୀ ତାର ଧର୍ଯ୍ୟ ହରାଇଵସିଛି , ମାଡ଼ ଗାଳି ଦେବା ପୂର୍ବରୁ ସ୍ତ୍ରୀର ପ୍ରେମିକ ସାମ୍ନାକୁ ଆସିଛି , ଯେଉଁଠି ସ୍ଵାମୀ ରାଗିଯାଇ ତାର ସ୍ତ୍ରୀକୁ ଛାଡ଼ପତ୍ର ଦେଇଛି ,
ତେବେ ସମାଜରେ ଏପରି ଘଟଣା ସାମାନ୍ୟ ବା ସାଧାରଣ ହୋଇଗଲାଣି ଏହା କୈାଣସି ନୂଆ କଥା ନୁହେଁ ତେବେ ଆପଣ ମଧ୍ୟ ସତର୍କ ହୋଇଯାଆନ୍ତୁ କଣ ଆପଣଙ୍କ ପାଖରେ ଏପରି କିଛି ଘଟଣା ଘଟୁଛି କି ! ସାବଧାନ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।