love

ପ୍ରେମିକା ନିଜ ପ୍ରେମିକ କୁ କହିଲା ଭାଇ – ଜାଣି ରଖନ୍ତୁ ପୁରା ଘଟଣା |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ନୀରିହ ଝିଅ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ଆଜିର ସମାଜ ଯେଉଁ ଦିଗ ଆଡ଼କୁ ଯାଉଛି ଆଗାମୀ ଭବିଷ୍ୟତ ଆମର ଅନ୍ଧାରରେ ଅଛି ବୋଲି ସୂଚନା ଦେଉଛି | ଏବେକାର ସୋସିଆଲ ମିଡିଆରେ ଯାହା ସବୁ ଭାଇରାଲ ହେଉଛି ତାହା ଆପଣ ନିଶ୍ଚିତ ଭାଵରେ ଦେଖି ପାରୁଥିଵେ | ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ |

ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ ପ୍ରେମିକ ଓ ପ୍ରେମିକା ଜଙ୍ଗଲରେ ରାସଲୀଳା କରିବା ସମୟରେ ପଡିଯାଇଛନ୍ତି ଧରା , ଯେତେବେଳେ ଏହା ସାମ୍ନାକୁ ଆସିଲା ସେତେବେଳ ପ୍ରେମିକା ଗାଁ ଲୋକଙ୍କ ଆଗରେ କହିଲା ଯେ ଏହି ଯୁବକ ଜଣଙ୍କ ମୋ ପ୍ରେମିକ ନୁହେଁ ୟେ ମୋ ଭାଇ , ତାପରେ ଘଟିଛି ଏହି ଘଟଣା ଆସନ୍ତୁ ଜାଣିବା ସଂପୁର୍ଣ୍ଣ ଘଟଣା ବିଷୟରେ ,

ତେବେ ଏହି ଘଟଣାଟି ଘଟିଛି ରାଜସ୍ଥାନର ଏକ ଜଙ୍ଗଲରେ ଯେଉଁଠାରେ ଉଭୟ ପ୍ରେମୀ ଯୁଗଳ ରାସଲୀଳା କରୁଥିଵା ସମୟରେ ଗାଁ ଲୋକଙ୍କ ହାତରେ ଧରାପଡ଼ିଛନ୍ତି , ଯେତେବେଳେ ଗାଁ ଲୋକେ ପଚରାଉଚା କରିଛନ୍ତି ଯେ ଏହି ଜଙ୍ଗଲ ଭିତରେ କ’ଣ ଚାଲିଛି ସେତେବେଳେ ପ୍ରେମିକା ନିଜ ପ୍ରେମିକ କୁ ଭାଇ ବୋଲି କହିଛନ୍ତି ଓ ସେମାନେ ଏଠି କଥା ବାର୍ତା ହେବାକୁ ଆସିଥିଲେ ବୋଲି ମଧ୍ୟ କହିଲେ , କିନ୍ତୁ ଗାଁ ଲୋକେ ଏହାକୁ ବିରୋଧ କରି କହିଲେ ଯଦି ଆପଣ ଦୁହେଁ ଭାଇ ଭଉଣୀ ତେବେ ଘରେ ରହିବି କଥା ବାର୍ତା ହୋଇପାରିଥାନ୍ତ ଯେତେବେଳେ ଧରାପଡିଲ ସେତେବେଳେ ଭାଇ ଭଉଣୀ ବୋଲି କହୁଛ ,

ତେବେ ଏହି ଘଟଣାକୁ ଭିଡିଓ ରେକଡିଙ୍ଗ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ , ତେବେ ଏହା କହି ପ୍ରେମି ଯୁଗଳ କ୍ଷମା ମାଗିଛନ୍ତି ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *