fula

ବାବା କଲେ ଏମିତି ଆଶର୍ଯ୍ୟଜନକ ଘଟଣା – ଦେଲେ ସୂଚନା ବିଛା ଜଗି ରହିଛନ୍ତି ପବିତ୍ର ଗ୍ରନ୍ଥ ଜାଣନ୍ତୁ ସଂପୁର୍ଣ୍ଣ କଥା |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଳିକାର ଅନୁସନ୍ଧାନ କାର୍ଯ୍ୟ ଚାଲିଅଛି , ସମସ୍ତଙ୍କ ପାଖକୁ ଯେପରି ମାଳିକାର ପ୍ରତ୍ୟେକ କଥା ପହଞ୍ଚିପାରୁ ସେଥିପାଇଁ ମାଳିକା ପ୍ରଚାରକ ବା ମାଳିକା ବିଚାରକ ବିଶେଷଜ୍ଞ ମାନେ ଅନୁସନ୍ଧାନ କାର୍ଯ୍ୟ ଜାରି ରଖିଛନ୍ତି , ସେହିଟରି ଭାବେ ଆଜି ମାଳିକା ଅନୁସନ୍ଧାନ କାର୍ଯ୍ୟକ୍ରମ ଆସି ପହଞ୍ଚି ଯାଇଛି ମାଳିକାର ଅନ୍ୟତମ ଭକ୍ତ ବାବାଙ୍କ ପାଖରେ , ଯେତେବେଳେ ବାବା ଯୁବକ ଥିଲେ ସେତେବେଳେ ଜଣେ ତନ୍ତ୍ର ବିଦ୍ୟାର ବିଶିଷ୍ଟ ଲୋକ ଥିଲା ତାଙ୍କର ନାମ ହେଉଛି କଳା ଗୁରୁ ତେବେ ଦୁନିଆର ଯେତେ ପ୍ରକାରର କଳା ଅଛି ତାହା ସବୁ ତାଙ୍କ ପାଖରେ ଥିଲା ,

ତେବେ ବାବାଙ୍କ ୧୯୮୦ ମସିହାର କଥା କହିଛନ୍ତି ଯେଉଁଠି ଜଣେ କଳା ଗୁରୁ ଥିଲେ ଯିଏକି ଧଳାକୁ କଳା କରି ଦେଖାଇଦେଉଥିଲେ , ସେ ବାବାଙ୍କୁ ଅନେକ ରଚିତ ଗ୍ରନ୍ଥ ଦେଉଥିଲେ କିନ୍ତୁ ଏଥିରେ ବାବା ଅଜ୍ଞାନ ଥିବାରୁ ବାବା ସେ ଗ୍ରନ୍ଥ ଗ୍ରହଣ କରୁନଥିଲେ , ତେବେ କଳା ଗୁରୁଙ୍କ ପାଖରେ କିଛି ଏପରି ଶକ୍ତି ଥିଲା ଯେ ସେ ଗଞେଇ ଗଛକୁ ମଲ୍ଲି ଫୁଲ କରି ଦେଖାଇଦେଇଥିଲେ , କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ କଳା ଗୁରୁଙ୍କ ପାଖରେ ହାତ କି ଗୋଡ଼ ନ ଥିଲା ,

ବାବା ଯେତେବେଳେ ସାଧନା ପାଇଁ ଏଠି ସେଠି ବୁଲୁଥିବା ବେଳେ ଲୋକେ ସୂଚନା ଦେଇଥିଲେ ଯେ ଆପଣ କଳା ଗୁରୁଙ୍କ ପାଖକୁ ଯାଆନ୍ତୁ ସେଠି ସେ ବିଭିନ୍ନ ପ୍ରକାରର ଭାଷା ଜାଣିବା ସହ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ କରିବେ ତାପରେ ବାବା ଏହି କଳାଗୁରୁ ବାବାଙ୍କୁ ଦର୍ଶନ କରିଥିଲେ , ଯେତେବେଳେ ବାବା ତାଙ୍କ ନିକଟରେ ପହଞ୍ଚି ଥିଲେ କଳାଗୁରୁ ବାବା ଏହି ବାବାଙ୍କୁ କହିଲେ ତୁମର କଣ ଦରକାର ଯାଆ ସେ ଘର କବାଟ ଖୋଲ ଓ ଯେତେବେଳେ କଳାଗୁରୁ ବାବାଙ୍କ ଆଦେଶରେ ଯେତେବେଳେ ବାବା କବାଟ ଖୋଲିଥିଲେ ସେତେବେଳେ ସେ ଅଦ୍ଭୁତ ଜିନିଷ ଦେଖିବାକୁ ପାଇଥିଲେ ଯେଉଁଠି ତମ୍ବାର ହଣ୍ଡା ରହିବା ସହ ଅନେକ ପ୍ରକାରର ଯନ୍ତ୍ର ରହିଛି ,

ଯେତେବେଳେ ବାବା ସେହି ପେଟି ଖୋଲିବାକୁ ଡରୁଥିଲେ ସେତେବେଳେ କଳା ଗୁରୁ ବାବା ତାଙ୍କ ପତ୍ନୀଙ୍କୁ ସେଠି ପଠାଇଥିଲେ ଓ କହିଲେ ସେ ବାକ୍ସ ଖୋଲିବାକୁ ଏଥିରେ ବାବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା କହିଲେ ଯେ ଏଥିରେ ଖାଲି ବିଛା ଛଡ଼ା ପୋଥି ପରି କୈାଣସି ଜିନିଷ ନାହିଁ , କିନ୍ତୁ କଳା ଗୁରୁ ବାବା କହିଲେ ଯେ ଆପଣ ହାତ ବଢାନ୍ତୁ ଦେଖିବେ ତାହା ପୋଥି ହୋଇଯିବ ଯେତେବେଳେ ବାବା ହାତ ବଢାଇଲେ ଦେଖିଲେ ଯେ ସତରେ ବିଛା ସବୁ ପୋଥିରେ ପରିବର୍ତ୍ତନ ହୋଇଗଲା ,

ଯାହା ଦେବନାଗରୀ ଲିପିରେ ଲେଖା ହୋଇଥିଲା ଏହା ଜାଣି ବାବା କହିଲେ ଯେ ମୋତେ ଵୁଝିପାରିଵା ପରି ଗ୍ରନ୍ଥ ଦିଅନ୍ତୁ , କଳା ଗୁରୁ ବାବା ପାଗଳା ବାବା ଙ୍କୁ କିଛି ଏପରି ଗଛ ପ୍ରଦାନ କରିଲୈ ଯାହା ଜନ୍ମ ଠୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ରୋଗ ଭଲ କରିବା , ତେବେ ଏହା ଥିଲା ବାବାଙ୍କ କିଛି କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *