ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଭାରତରେ ଅନେକ ପ୍ରକାର ଫୁଲ ପ୍ରଜାତି ଦେଖିବାକୁ ମିଳିଥାଏ, ତେବେ ସବୁ ଫୁଲର ଅଲଗା ଅଲଗା ଭିନ୍ନତା ହୋଇଥାଏ ତେବେ ଆପଣ ମାନେ ଅପରାଜିତା ଫୁଲ ନିଜ ଆଖ ପାଖ ଜାଗାରେ ଦେଖିବାକୁ ପାଇଥିବେ ଅପରାଜିତା ଫୁଲ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ତେବେ ଅପରାଜିତା ଫୁଲ ବହୁତ ରଙ୍ଗ ର ଦେଖିବାକୁ ମିଳିଥାଏ।
ଅପରାଜିତା ଫୁଲ ଭଗବାନ ଶିବ ଓ ମାତା ଶକ୍ତିଙ୍କ ପ୍ରିୟ ଅଟେ, ଅପରାଜିତା ନୀଳକଣ୍ଠଙ୍କୁ ବହୁତ ପ୍ରିୟ ଅଟେ ତେବେ ଅପରାଜିତା ନୀଳ ରଙ୍ଗର ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ଅଟେ । ଅପରାଜିତା ଫୁଲ ପୁରା ଭାରତ ବର୍ଷ ସବୁ ଜାଗାରେ ପ୍ରାପ୍ତ ହୋଇଥାଏଏହି ଫୁଲ ଭଗବାନ ଶିବ ଓ ପାର୍ବତୀଙ୍କ ସହ ଅନ୍ୟ ସବୁ ଭଗବାନମାନଙ୍କୁ ପ୍ରିୟ ହୋଇଥାଏ ସେଥିପାଇଁ ଅପରାଜିତାକୁ ସଂସ୍କୃତରେ ବିଷ୍ଣୁପ୍ରିୟା କୁହା ଯାଇଥାଏ । ଅପରାଜିତା ଏମିତି ଗୋଟେ ଫୁଲ ଯାହା ସବୁ ଭଗବାନ ମାନଙ୍କୁ ପସନ୍ଦ ହୋଇଥାଏ ଓ ଏହାର ଉପାୟ କରିବା ଦ୍ଵାରା ଆପଣଙ୍କୁ ଭଗବାନ ଆଶୀର୍ବାଦ ପ୍ରଦାନ କରନ୍ତି ଅପରାଜିତା ଫୁଲ ଉପାୟ କରିବା ଦ୍ଵାରା ଆପଣଙ୍କୁ ଘରୁ ନକାରାତ୍ମକ ଦୋଷ ବାହାରି ଯାଇଥାଏ। ଏହି ଉପାୟ କରିବା ସମୟରେ ଆପଣଙ୍କୁ ଏହି କଥା ବିଶେଷ ଧ୍ୟାନ ଦବାକୁ ହବ ଯେ ଆପଣଙ୍କୁ କେହି ଯେମିତି ନା ଦେଖନ୍ତୁ ଓ ନା କେହି ଆପଣଙ୍କ ସହ କଥା ହୁଅନ୍ତୁ ।ତେବେ ଯାଇ ଆପଣଙ୍କୁ ଏହି ଉପାୟର ଫଳ ପ୍ରାପ୍ତି ହବ । ଆପଣଙ୍କୁ ଶନିବାର ରାତ୍ରିରେ ଅପରାଜିତା ଫୁଲ ତୋଳିବାକୁ ହବ ଓ ସେହି ଅପରାଜିତା ଫୁଲ ଗୁଡିକ ନେଇ ଗୋଟେ ମାଳ କରନ୍ତୁ ଓ ଶନିଦେବଙ୍କ ପୂଜା କରି ସେହି ମାଳ ଘର ମୁଖ୍ୟ କବାଟ ଉପରେ ଝୁଲେଇ ଦିଅନ୍ତୁ ଦେଖିବେ ଆପଣଙ୍କ ଘରୁ ସବୁ ନକାରାତ୍ମକ ଊର୍ଜା ଦୂର ହୋଇଯିବ ।
ଅପରାଜିତା ଫୁଲ ଦେଖିବାକୁ ଯେତେ ସୁନ୍ଦର ଅଟେ ସେତିକି ଲାଭକାରୀ ଏବଂ ଶୁଭକାରୀ ଅଟେ, ଏହା ଶୁଭକାରୀ କାହିଁକିନା ଏହାର ଉପାୟ ଦ୍ଵାରା ଘରେ ଧନ ଆଗମନ ହୋଇଥାଏ ଓ ନକାରାତ୍ମକ ଊର୍ଜା ଦୂର ହୋଇଥାଏ ।ତେବେ ସୋମବାର ବା ଶନିବାର ଦିନ ପାଞ୍ଚଟି ଅପରାଜିତା ଫୁଲ ତୋଳି ରଖି ଦିଅନ୍ତୁ ଓ ଏହାକୁ ନେଇ କୌଣସି ପାଣି ସ୍ରୋତରେ ପକାଇ ଦିଅନ୍ତୁ ଓ ପାଣିରେ ଫୁଲ ପ୍ରବାହିତ କରିବା ସମୟରେ ନିଜ ଇଷ୍ଟ ଦେବଙ୍କୁ ପୂଜା କରନ୍ତୁ ଓ ନିଜ ମନ କଥା କୁହନ୍ତୁ ଦେଖିବେ ଆପଣଙ୍କ ସବୁ କଷ୍ଟ ଦୂର ହବ ଓ ଧନ ପ୍ରାପ୍ତି ସହ କାର୍ଯ୍ୟରେ ସଫଳତା ପ୍ରାପ୍ତି ହବ ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।