ଆଣ୍ଠୁ ଗଣ୍ଠି ବଥା, ପେଟ ସମସ୍ୟା, ସମସ୍ତ ପ୍ରକାରର ସମସ୍ୟାମାନ ପାଇଁ ଗୋଟିଏ ଉପଚାର – ଜାଣି ରଖନ୍ତୁ |

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୀଵନ ଥିବା ପର୍ଯ୍ୟନ୍ତ କେବେ ବି ହେବ ନାହିଁ ଅଣ୍ଟା ବ୍ୟଥା , ଆଣ୍ଠୁ ଗଣ୍ଠି ବଥା , କେବେବି ହେବ ନାହିଁ ପଥରୀ ସମସ୍ୟା , ମୋଟା ପଣ ସବୁଦିନ ପାଇଁ ହୋଇଯିବ ଦୂର , କାରଣ ଆଜି ଆମେ ଜାଣିବା ଏପରି କିଛି ଔଷଧିୟ ପତ୍ର ବିଷୟରେ ଯା‌ହା ଆୟୁର୍ବେଦରେ ବରଦାନ କୁହାଯାଏ , କାରଣ ଶରୀର ସହିତ ଜଡିତ ୩୦ରୁ ଅଧିକ ରୋଗ ଏହି ପତ୍ର ଦ୍ଵାରା ଭଲ ହୋଇଥାଏ , ଆମ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଏହି ପତ୍ରର ବ୍ୟବହାର କରିଥାଉ , ଅନେକ ଲୋକ ଏହି ପତ୍ର ବିଷୟରେ ଜାଣିସାରିଥିବେ ,

ଯେଉଁମାନେ ଜାଣିନାହାନ୍ତି ତେବେ ତାହା ହେଉଛି ତେଜ ପତ୍ର , ତେବେ ଆଜି ଏହି ପତ୍ରର ଏପରି କିଛି ଫାଇଦା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଏହାର ଵ୍ୟଵହାର ଆଜିଠୁ ହିଁ ଆରମ୍ଭ କରିଦେବେ , ଆପଣଙ୍କୁ ଏହି ତେଜପତ୍ର କୈାଣସି ବି ତେଜରାତି ଦୋକାନରେ ମିଳିଯିବ , ଏହା ମାର୍କେଟକୁ ଆସିବା ପୂର୍ବରୁ ଏହାକୁ ଖରାରେ ଭଲ ଭାବରେ ସୁଖା ଯାଇଥାଏ , ଏହାକୁ ଥରେ ବ୍ୟବହାର କରିବା ପାଇଁ ତିନିରୁ ଚାରୋଟି ତେଜପତ୍ର ନିୟନ୍ତୁ , ଏହାପରେ ଆପଣ ପ୍ରଥମେ ଏକ ପ୍ୟାନରେ ଏକ ଗ୍ଲାସ୍ ପାଣି ନିୟନ୍ତୁ ଏବଂ ଏଥିରେ ଅଳ୍ପ ଅଳ୍ପ କରି ତେଜପତ୍ର ଛିଣ୍ଡାଇ ପକାନ୍ତୁ ,

pain 2

ଏବେ ତିରିସ୍ ମିନିଟ ପର୍ଯ୍ୟନ୍ତ ଏବେ ଏହାକୁ ପାଣିରେ ପକେଇ ରଖନ୍ତୁ , ଶରୀରରେ କେଉଁଠି ବି କୈାଣସି କଷ୍ଟ ହେଉ ବା ଆଣ୍ଠୁ ଗଣ୍ଠି ବଥା ହେଉ , ତେଜପତ୍ର ରେ ମିଳୁଥିବା ଆଣ୍ଟିଅକସିଡେଣ୍ଟ ଗୁଣ ପ୍ୟାନ କ୍ଲିୟର ପରି କାମ କରିଥାଏ , ଏହା ଛଡ଼ା ଯେଉଁମାନଙ୍କର ଆଣ୍ଠୁ ଫୁଲି ଯାଇଛି ସେମାନେ ତେଜପତ୍ର ସହ ଲବଙ୍ଗ ମିଶାଇ ଲଗାଇବା ଦ୍ବାରା ଆଣ୍ଠୁ ଗଣ୍ଠି ଫୁଲା ଦୂର ହୋଇଥାଏ , ସାଥିରେ ଏହା ଆମ ଭୋକକୁ ନିୟନ୍ତ୍ରଣ କରିଥାଏ , ଯେଉଁମାନେ ନିଜ ମୋଟା ପଣ ପାଇ ଚିନ୍ତାରେ ଅଛନ୍ତି ସେମାନଙ୍କ ପାଇଁ ଏହା ତେଜପତ୍ର ପାଣି ବହୁତ ଉପକାର କରିବ। , ଯଦି ଆପଣଙ୍କୁ ନିଦ ଆସୁନାହି ତେବେ ଏହାର ସେବନ କରିବା ଦ୍ଵାରା ଆରାମଦାୟକ ନିଦ ଆସିଥାଏ ,

pain

ଏହା ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଉପକାରୀ ଅଟେ , ଏହା ଛଡ଼ା ଯେଉଁମାନଙ୍କର ବହୁତ ଶୀଘ୍ର ଥଣ୍ଡା କାଶ ବା ଜ୍ଵର ହେଉଛି ତେବେ ଏହି ଉପଚାରର ସେବନ ଫଳରେ ଶୀଘ୍ର ରୁ ଅତି ଶୀଘ୍ର ଦୂର ହେବ ଏହି ସମସ୍ୟା , ଏବେ ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବେ , ପ୍ରଥମେ ଆପଣ ଏହାକୁ ଲୋଫ୍ଲେମରେ ଗରମ କରନ୍ତୁ , ଏବଂ ଏଥିରେ ଆପଣ ଏକ ଚାମଚ ପାନମହୁରୀ ପକାନ୍ତୁ , ପାନ ମହୁରୀ ଆପଣଙ୍କୁ ଆପଣଙ୍କ ଘରେ ସହଜରେ ମିଳିଯିବ , ଏହା ଗ୍ୟାସ୍ ପରି ସମସ୍ଯାମାନକୁ ଠିକ କରିବା ସହ ପେଟ ଜନିତ ସମସ୍ତ ସମସ୍ୟା ଦୂର ହେବ ,

ଏବେ ଏହାକୁ ସେତେ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ଅଧା ନ ହୋଇଯିବ , ଯେତେବେଳେ ଏହି ପାଣି ଅଧା ହୋଇଯିବ ଆପଣ ଗ୍ୟାସ୍ ବନ୍ଧ କରିନିୟନ୍ତୁ , ଏବେ ଏହାକୁ ଏକ ଗ୍ଲାସ୍ ରେ ଛାଣି ନିୟନ୍ତୁ ଏବଂ ଏହାକୁ ଚାହାଁ ପିଇବା ପରି ଏହାକୁ ଗ୍ରହଣ କରନ୍ତୁ ଏହି ପରି ଭାବରେ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହେବ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *