wine

ମଦ୍ୟପାନ ପାଇଁ ଚିନ୍ତିତ ଅଛନ୍ତି କି ? ଏହି ଉପାୟ ଦ୍ୱାରା ମଦ୍ୟପାନ ଛାଡିବା ଏତେ ସହଜ ହେବ କେବେ ଜାଣି ବି ନଥିବେ ।

NEWS

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣନ୍କ ପାଇଁ ବହୁତ ଅଧିକ ଦରକାରୀ ହେଇପାରେ। ତେବେ ଆମେ କହିବାକୁ ଯାଉଛୁ ଆପଣଙ୍କ ଖରାପ ଅଭ୍ୟାସ ବାବଦରେ। ଆପଣ ଜାଣନ୍ତି କି ମଦ୍ୟପାନ ଆଉ ଖରାପ ଅଭ୍ୟାସ କିଭଳି ଭାବେ ଦୁନିଆକୁ ନିଜର କବ୍ଜାରେ କରି ରଖିଛି। ସେହିଭଳି ଭାବେ ଆଜି ଅନେକ ଲୋକ ଅଛନ୍ତି ଯାହାଙ୍କର ଇଛା କି ସେମାନେ ମଦ୍ୟପାନ କରିବେ ନାହିଁ

ମାତ୍ର ତାଙ୍କୁ ଏହା କରିବାକୁ ହି ପଡୁଛି। କେହି ଲୋକ ମଦ୍ୟପାନ ଭଲ ପାଆନ୍ତି ନାହିଁ ମାତ୍ର ସେମାନେ ଏହାର କବ୍ଜାରେ ଫସି ଯାଇଛନ୍ତି। ସେହିପରି ଭାବେ ସେମାନେ ଯଦି ଏହାକୁ ଛାଡିବା ପାଇଁ ବହୁତ ଅଧିକ ଚେଷ୍ଟା ବି କରୁଛନ୍ତି ତାହେଲେ ବି ଏହା ତାଙ୍କୁ ତାଙ୍କ କବ୍ଜାରେ ରଖି ଦେଉଛି। ସେହିପରି ସେମାନେ ଯଦି ଛାଡିବାକୁ ଚାହୁଁଛନ୍ତି ତଥାପି ଛାଡି ପାରିନାହାନ୍ତି।

wine 1
ତେବେ ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ,

exe

ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ କହିବୁ କି ଆପଣ କିପରି ଭାବେ ନିଜର ଖରାପ ଅଭ୍ୟାସ ମାନଙ୍କୁ ଦୂର କରିବେ। ତେବେ ମଦ୍ୟପାନ କିପରି ଭାବେ ସାରା ଦୁନିଆକୁ ନିଜର କବ୍ଜାରେ ରଖିଛି ତାହା ଆପଣ ଜାଣିଛନ୍ତି। ଏହାର ଉପାୟ ବେସି ଲୋକଙ୍କ ପାଖରେ ନାହିଁ।ଏହା ଆମେ ଆଜି ଚର୍ଚା କରିବୁ। ଆପଣ ଜାଣନ୍ତି କି ଲିଭର କିଭଳି ଭାବେ ମଦ୍ୟପାନ ଦ୍ୱାରା ଖରାପ ହୁଏ। ଏହି ଲିଭର ଖରାପ ହେଉଥିଲେ ମଧ୍ୟ ଲୋକଙ୍କୁ ଏହାର ଚିନ୍ତା ନଥାଏ। ସେମାନେ ଜାଣିଥାନ୍ତି କି ଏହା ତାଙ୍କୁ ଖରାପ କରୁଛି ତଥାପି ସେମାନେ ପିଉଥାନ୍ତି। ତେବେ ଆଜି ଆମେ କହିବୁ ଏହି ଉପାୟ।

ତେବେ ଏହି ଉପାୟ କରିବା ପାଇଁ ଆପଣ ପାନମହୁରୀ ଆଣନ୍ତୁ ଆଉ ତାହାକୁ ଗୁଣ୍ଡ କରିଦିଅନ୍ତୁ। ଏହାପରେ ଆପଣ ଆଣନ୍ତୁ ସୁଣ୍ଠି ଆଉ ତାହା ସହ ଏକ ଚାମଚ ଜୁଆଣି ଆଣନ୍ତୁ। ଏହାକୁ ଆପଣ ଗରମ କରି ଦିଅନ୍ତୁ ଆଉ ତାହାପରେ ଆପଣ ତାହାକୁ ଛାଣି ନିଅନ୍ତୁ। ଏହାକୁ ଆପଣ ଢାଙ୍କି ରଖି ଦିଅନ୍ତୁ ଆଉ ସନ୍ଧ୍ୟା ସମୟରେ ପିଅନ୍ତୁ। ଏହିପରି ଆପଣ କରନ୍ତୁ ଯାହାଦ୍ୱାରା କି ଆପଣଙ୍କ ଆଦତ ଛାଡିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *