fat

ମୋଟା ପଣ କିପରି କମାଇବେ – ଜାଣି ରଖନ୍ତୁ ପୁରା ଖବର |

HEALTH

ତେବେ ଅନେକ ଲୋକଙ୍କ ଶରୀରରେ ମୋଟା ପଣ ଦେଖାଯିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇ ସାରିଛି।ଏହା ସହିତ ଅନେକ ଲୋକଙ୍କ ଶରୀରରେ ମୋଟା ପଣ ଦେଖାଯିବା ଫଳରେ ଅନେକ ଲୋକ ନିଜର ଦୈନିନ୍ଦିନ ଜୀବନରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏହା ସହିତ ମୋଟାପଣ କମ କରିବା ପାଇଁ ସାଧାରଣ ଭାବରେ ଲୋକମାନେ ଅନେକ ପ୍ରକାରର ଉପାୟ ଅବଲମ୍ବନ କରି ଥାଆନ୍ତି।କିନ୍ତୁ ସେମାନଙ୍କର ଏହି ସମସ୍ୟାର ସମାଧାନ ସହଜରେ ହୋଇ ପାରି ନଥାଏ।

ତେବେ ଆମେ ବର୍ତ୍ତମାନ ଏପରି କିଛି ଉପାୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ ବ୍ୟବହାର କରି ନିଜର ମୋଟା ପଣ ଦୂର କରି ପାରିବା।ଏହା ସହିତ ନିଜର ଏହି ସମସ୍ୟାର ସମାଧାନ କରିବା ପାଇଁ ସବୁଠାରୁ ପ୍ରଥମ ଉପାୟ ହେଉଛି କେଉଁ କାରଣରୁ ଆପଣଙ୍କ ଓଜନ ବଢୁଛି ଏହା ଜାଣିବା ଆବଶ୍ୟକ।ତେବେ ଅନେକ ଲୋକ ଆଜିକାଲି ଅଧିକ ମାନସିକ ଚାପରେ ରହିଥାନ୍ତି।ଯାହା ଫଳରେ ସେମାନେ ଅଧିକରୁ ଅଧିକ ଭୋଜନ କରି ଥାଆନ୍ତି।ଯାହା ସେମାନଙ୍କର ମୋଟା ପଣ ବଢିବାର ଏକ ମୁଖ୍ୟ କାରଣ ଅଟେ।

fatt
ଏହା ସହିତ ଅନେକ ଲୋକ ଆଜିକାଲି ଅଧିକ ଭାବରେ ଅପୃଷ୍ଟିକର ଖାଦ୍ୟ ଖାଇ ଥାଆନ୍ତି।ଯାହା ଫଳରେ ସେମାନଙ୍କର ଶରୀରର ଚର୍ବି ବଢ଼ିବାରେ ଲାଗିଥାଏ ଓ ସେମାନେ ଅଧିକ ମୋଟା ହୋଇ ଯାଇ ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ଆଲୋଚନା କରିବା କି ଜଣେ କିପରି ଭାବରେ ନିଜର ମୋଟା ପଣ ଦୂର କରି ପାରିବ।ତେବେ ଅନେକ ଲୋକ ଆଜିକାଲି କ୍ଷୀର ପିଇ ଥାଆନ୍ତି।ତେବେ ଅନେକ ଲୋକ ବଜାରରେ ମିଳୁଥିବା କ୍ଷୀର ପିଇ ଥାଆନ୍ତି।ତେବେ ସେପରି ନ କରି ସେମାନେ ଗାଈ କ୍ଷୀର ଆଣି ପିଇବା ଆବଶ୍ୟକ।

fat
ଯାହା ଫଳରେ ସେମାନଙ୍କୁ କମ କ୍ୟାଲୋରୀ ମିଳିବ ଓ ସେମାନଙ୍କର ମୋଟା ପଣ କମିବାରେ ଏହା କିଛି ମାତ୍ରାରେ ସହାୟକ ହେବ।ଏହା ସହିତ ଜଣେ ଲୋକ ସାଧାରଣ ଭାବରେ ଦୈନିକ ୪-୫ ଚାମଚ ଚିନି ଖାଇ ଥାଏ।ତେବେ ଆପଣ ଏହାକୁ ବ୍ୟବହାର ନ କରି ଏହା ବଦଳରେ ଇଷ୍ଟିଭିଆ ବ୍ୟବହାର କରି ପାରିବେ।ଏହା ସହିତ ଏଥିରେ ଅନେକ ଫାଇବର ପ୍ରୋଟିନ ରହିଥାଏ ଯାହା ଫଳରେ ଏହା ଆମ ଶରୀରକୁ ଅନେକ ପ୍ରକାରର ପୋଷଣ ମଧ୍ୟ ଦେଇଥାଏ।ତେବେ ଏହା ଚିନି ଠାରୁ କମ କ୍ୟାଲୋରୀ ଯୁକ୍ତ ଅଟେ।

ଏହା ସହିତ ଆମକୁ ଆମର ଖାଦ୍ୟ ଉପରେ ନିୟନ୍ତ୍ରଣ କରିବାକୁ ହେବ।ଯେପରିକି ତେଲ ଜାତୀୟ ଖାଦ୍ୟ ଖାଇବାରୁ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିବୃତ କରିବାକୁ ହେବ।ଏହା ସହିତ ନିଜକୁ କିଛି କିଛି ପରିମାଣରେ ଶାରିରୀକ ପରିଶ୍ରମ ପାଇଁ ପ୍ରସ୍ତୁତ କରିବାକୁ ହେବ।ଏହା ସହିତ ଶୁଦ୍ଧ ପାଣି ପିଇବା ଆବଶ୍ୟକ।ଏହା ସହିତ ନିଜକୁ କିପରି ଭାବରେ ଅଳ୍ପ ଖାଦ୍ୟରେ ଅଧିକ ସୁସ୍ଥ କରି ପାରିବେ ସେଥିପାଇଁ ଯତ୍ନବାନ ହେବା ଆବଶ୍ୟକ ଏହା ସହିତ ନିଜର ଖାଦ୍ୟରେ କିଛି ପରିମାଣରେ ହ୍ରାସ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *