face

ନିଜ ତ୍ୱଚାର କେୟାର କିପରି କରିବେ – ଗୋଟିଏ କ୍ଲିକରେ ଜାଣନ୍ତୁ |

NEWS

ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ କିଛି ଏପରି କଥାବସ୍ତୁ ବାବଦରେ ଯାହା ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ହେଇପାରେ। ଆଜି ଆମେ କହିବୁ କି ଆପଣ କିପରି ନିଜ ତ୍ୱଚାର ଦେଖାଶୁଣା କରିବେ ଆଉ ତାହା କିପରି ଭାବେ ଆପଣଙ୍କ ଉପରେ ଆପ୍ଲାଏ ହେବ। ତେବେ ଆପଣ ଯଦି ଆମ କହିବା କଥାବସ୍ତୁ ଫୋଲୋ କରିବେ ତାହେଲେ ଆପଣ ବହୁତ ଉନ୍ନତ ଭାବେ ରହିବେ। ତେବେ ଚାଲନ୍ତୁ ଜାଣିବା।

ଆପଣ ଦେଖନ୍ତି କି ଦୁନିଆର ଅନେକ ଲୋକ ନିଜର ସ୍କିନ କେୟାର କରିବା ପାଇଁ ବହୁତ ଅଧିକ ପ୍ରଡକ୍ଟ ବ୍ୟବହାର କରନ୍ତି। ବଜାରରୁ ଅନେକ କ୍ରିମ ଇତ୍ୟାଦି ଆଣି ନିଜ ତ୍ୱଚା ଉପରେ ଲଗାନ୍ତି ଆଉ ଫିଲ୍ମ ମାନଙ୍କରେ ଦେଖା ଯାଇଥିବା ଭଳି ସ୍କିନ ନ ମିଳିଲେ ସେମାନେ ବହୁତ ଅଧିକ ନିରାଶ ହେଇ ଯାଇଥାନ୍ତି ଆଉ ତାହା ପରେ ଯଦି ସେହି ପ୍ରଡକ୍ଟ ମାନଙ୍କରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ରହିଲା ତାହେଲେ ତାହା ଆହୁରି ଅଧିକ ଖରାପ ହେଇଥାଏ।

alovera
ଆପଣ ଯଦି ଭାବୁଛନ୍ତି କି ଆପଣଙ୍କ ତ୍ୱଚା ଖରାପ ଅଛି ତାହେଲେ ତାହା ଆପଣ ଭାବନ୍ତୁ ନାହିଁ। କାରଣ ଆପଣଙ୍କ ତ୍ୱଚାର ତିଆରି ଏକଦମ ସଠିକ ଭାବେ ହେଇଛି ଆଉ ତାହାର ବାସ ତଙ୍ଗ ତାହାର କ୍ବାଲିଟି ବାବଦରେ କହି ନଥାଏ। ଏହା ଉପରେ ଯଦି କିଛି ଦାଗ ଅଥବା ଚିହ୍ନ ଅଛି ତାହେଲେ ତାହା ହୁଏତ ଟିକେ ଖରାପ ହେଇଥାଏ ମାତ୍ର ଆପନଙ୍କ ରଙ୍ଗ ନୁହଁ। ଆଜିର ଉପାୟ ଆମେ କହିବୁ ଯାହା କି ଆପଣଙ୍କ ଚେହେରାର ସବୁ ଦାଗ ତଥା ଅନ୍ୟାନ୍ୟ ଚିହ୍ନ ବର୍ଣ ହଟାଇ ତାହାକୁ ପୁରା ସମାନ କରିବାରେ ସହାୟତା କରିବ। ଏହା ଆପଣଙ୍କ ମୁହଁ ସଫା କରିବାରେ ସହାୟତା କରିବାକୁ ଯାଉଛି।

facee
ତେବେ ଆପଣଙ୍କ ମୁହଁ ଉପରେ ଯଦି କଳାଦାଗ ଅଥବା ଅନ୍ୟାନ୍ୟ ଜିନିଷ କିଛି ଲାଗିଥାଏ ଅଥବା ତାହା ଆପଣଙ୍କ ମୁହଁକୁ କିଛି ଅଲଗା ପ୍ରଭାବ ପକାଉଥାଏ ତାହେଲେ ଆଜି ଆମେ ଆପଣନ୍କ ପାଖରେ କହିବୁ ଏଭଳି ଉପାୟ ଯାହା କି ଆପଣଙ୍କ ମୁହଁକୁ ସଫା କରିବ। ତେବେ ଆପଣ ନିଜର ଚେହେରାର କେୟାର କରିବା ପାଇଁ ମାତ୍ର ତିନିଟି ଜିନିଷ ଉପରେ ଧ୍ୟାନ ଦେବା ଦରକାର। ଆପଣ ନିଜର ସ୍କିନକୁ ସୂର୍ଯ୍ୟ କିରଣରୁ ବନ୍ଚାନ୍ତୁ। ଯାହା କି ଆପଣ କେବଳ ସକାଳର ସୂର୍ଯ୍ୟକିରଣ ଖାଇ ହି କରି ପାରିବେ ଆଉ ଆପଣ ସନ ସ୍କ୍ରିମ ବ୍ୟବହାର ମଧ୍ୟ କରିପାରିବେ। ଏହାପରେ ଯାହା ଆପଣଙ୍କୁ କରିବାକୁ ପଡିବ ତାହା ଯେଉଛି କି ଆପଣ ସ୍କିନକୁ ସର୍ବଦା ସଫା ରଖନ୍ତୁ। ମୁହଁ ବାରମ୍ବାର ଧୁଆନ୍ତୁ। ଏହାପରେ ଯାହା କରିବାକୁ ହେବ ତାହା ହେଉଛି କି ଆପଣ ସ୍କିନକୁ ସର୍ବଦା ମଏସ୍ଚରାଇଜ କରନ୍ତୁ ଯାହା କି ଜରୁରୀ ଅଟେ।

Leave a Reply

Your email address will not be published. Required fields are marked *