ଆଜି ଆମେ ଆଉ ଏକ ସୌନ୍ଦର୍ଯ୍ୟ ସହ ଯୋଡ଼ା ବିଷୟ ନେଇକି ଆସିଛୁ ଯାହା କି ଆପଣଙ୍କୁ ଜାଣିବା ଜରୁରୀ ଅଟେ। ଆପଣ ଜାଣନ୍ତି କି ସର୍ଦ୍ଦିରେ ଆମ ଚେହେରାର ଅବସ୍ଥା କିପରି ରହେ। ଆପଣ ଦେଖିଥିବେ କି ଏହାର ଉପର ପାର୍ଶ୍ଵ ଫାଟି ଯାଇଥାଏ ଅଥବା ଏହା କଳା ହି ପଡି ଯାଇଥାଏ। ଏହାର କଳା ପଡିବା କାରଣ ବି ଆପଣଙ୍କୁ ଜଣା ହି ଥାଏ। ତେବେ ଆଜି ଏହାର ଉପାୟ ଆମେ କହିବାକୁ ଯାଉଛୁ ।
ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି କହିବାକୁ ଯାଉଛୁ ଯାହା କି ଆପଣଙ୍କ ମୁହଁ ବାବଦରେ ଅଟେ। ଆପଣ ଯଦି ଆପଣଙ୍କ ମୁହଁ ସଫା କରିବାକୁ ଚାହାନ୍ତି ଆଉ ତାହାଦ୍ୱାରା ଆପଣଙ୍କ ମୁହଁର ଗୋଲାପୀ ଅଂଶ ଫେରାଇବାକୁ ଚାହାନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଅଟେ। ତେବେ ଆଜି ଆମେ ଆପଣଙ୍କ ପାଖରେ ଏକ ଉପାୟ କହିବାକୁ ଯାଉଛୁ।
ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ଆଜିର ଉପାୟ ଆମେ କହିବୁ ଯାହା କି ଆପଣଙ୍କ ଚେହେରାର ସବୁ ଦାଗ ତଥା ଚିହ୍ନ ହଟାଇବ ଆଉ ଆପଣଙ୍କ ଚେହେରାର କଳାପଣ ହଟାଇ ତାହାକୁ ପୁରା ଗୋଲାପୀ କରିବାରେ ସହାୟତା କରିବ। ଏହା ଆପଣଙ୍କ ମୁହଁ ସଫା କରିବାରେ ସହାୟତା କରିବାକୁ ଯାଉଛି।
ତେବେ ଆଜି ଯେଉଁ ଉପାୟ ଆମେ କହିବୁ ତାହା ଆପଣଙ୍କ ମୁହଁକୁ ପୁରା ଗୋଲାପୀ କରିଦେବ ଆଉ ତାହାଦ୍ୱାରା ଆପଣଙ୍କ ମୁହଁ ସଫା ଆଉ ସୁନ୍ଦର ହେଇଯିବ। ଆପଣ ଏହି ଉପାୟ କରିବା ପାଇଁ କିଛି ଜିନିଷ ଆଣନ୍ତୁ। ପ୍ରଥମେ ଆପଣ ଆଣନ୍ତୁ ବିଟ ପାଉଡର। ଏହା ଆପଣ ନିଜେ ଶୁଖାଇ ପ୍ରସ୍ତୁତ କରନ୍ତୁ। ଏହାପରେ ଆପଣ ଆଣନ୍ତୁ ଗୋଲାପ ଜଳ ଆଉ ଏହାକୁ ଗୋଟେ ଚାମଚ ପକାନ୍ତୁ। ଏହାପରେ ଆପଣ ଆଣନ୍ତୁ ବାଦାମ ପାଉଡର।
ଏହାକୁ ଆପଣ ଅଧା ଚାମଚ ପକାନ୍ତୁ। ଏହାପରେ ଆପଣଙ୍କୁ ଦରକାର ଟମାଟୋ ଅଥବା ଲେମ୍ବୁ।।ଏହି ସବୁ ଜିନିଷ ମାନଙ୍କୁ ଆପଣ ଗୋଳାଇ ଦିଅନ୍ତୁ ଭଲ ଭାବେ ଆଉ ତାହାପରେ ଆପଣ ତାହାକୁ ନିଜ ଚେହେରା ଉପରେ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ପୁରା ସଫା ରହିବ ଆଉ ତାହାର କଳା ଅଂଶ ହଟିଯିବ। ଏହା ଗୋଳାପି ହେଜ୍ଜୀବ। ଏହି ଉପାୟ ଆପଣ ସପ୍ତାହରେ ଦୁଇଦିନ ହି କରନ୍ତୁ ତାହା ଭଲ ଫଳାଫଳ ଦେବାରେ ସହାୟକ ହେବ।