ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ଏକ ବହୁତ ଲାଭକାରୀ ଉପାୟ ନେଇ ଆସିଛି।ଆପଣ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ନିଜ ଚେହେରାରେ ଲଗାନ୍ତୁ ଦେଖିବେ ଆପଣଙ୍କ ଚେହେରା କିପରି ଚମକି ଉଠିବ।ସାଙ୍ଗମାନେ ଏହି ଉପାୟକୁ ଆପଣ ସପ୍ତାହରେ ତିନି ଥର କରିବେ।ଏହା ଆପଣଙ୍କ ତ୍ଵଚାରୁ ସବୁ ଦାଗ ସଫା କରିଦେବ।ଆପଣ ପୂର୍ବାଠାରୁ ଅଧିକ ସୁନ୍ଦର ଦେଖାଯିବେ।
ଏଥିପାଇଁ ଆପଣ ନେବେ କିଛି ପାତ୍ରରେ ଚାଉଳ ଓ ଆଲସି।ଏହା ଆପଣଙ୍କୁ ଅତି ସହଜରେ ମିଳିଯିବ। ଜାପାନ ଆଦି ସହରରେ ଏହାର ବ୍ୟବହାର ବହୁ ମାତ୍ରାରେ ହୋଇଥାଏ।ଆପଣ ଏକ ଛୋଟ ଡବାରେ କିଛି ଚାଉଳ ନେଇ ସେଥିରେ ପାଣି ମିଶାଇବା ପରେ ତାକୁ ବନ୍ଦ କରିଦିଅନ୍ତୁ।ଏହାପରେ ଆପଣ ଏକ ପ୍ୟାନ ନେଇ ସେଥିରେ ତିନି ଚାମଚ ଅଲ୍ସି ମିଶାନ୍ତୁ।ଏହା ଆପଣଙ୍କ ତ୍ଵଚାର ସୁନ୍ଦରତା ବଢାଇଥାଏ।
ଏହାପରେ ଆପଣ ସେହି ପ୍ୟାନରେ କିଛି ପାଣି ମିଶାନ୍ତୁ।ଏହାପରେ ଆପଣ ଧିମା ଆଞ୍ଚରେ ଏହାକୁ ଗରମ କରିଦେବେ।ଧୀରେ ଧୀରେ ଏହି ପାଣି ଜେଲରେ ପରିବର୍ତନ ହୋଇଯିବ।ଆପଣ ଏକ କପଡା ଦ୍ବାରା ଏହାକୁ ଛାଣିବେ।ଏହାକୁ ଏକ ଅଲଗା ପାତ୍ରରେ ରଖି ଦିଅନ୍ତୁ।ଏହାପରେ ଚାଉଳକୁ ମଧ୍ୟ ସେହିପରି ଭାବରେ ଗରମ କରିବେ।ଏହାପରେ ଆପଣ ଚାଉଳକୁ ଗ୍ରାଇଣ୍ଡ କରିବେ।
ଆପଣ ଯେତେ ଗ୍ରାଉଣ୍ଡ କରିବେ ଆପଣଙ୍କ ପେଷ୍ଟ ସେତେ ଗାଢ଼ା ହେବ।ଆପଣ ନିଜ ଚେହେରାରେ ବ୍ୟବହାର କରିବା ପାଇଁ ମାତ୍ର ଏକ ଚାମଚ ଦରକାର।ଯଦି ଆପଣ ଏହାକୁ ନିଜ କାନ୍ଧ କହୁଣୀ ଆଦିରେ ବ୍ୟବହାର କରିବାକୁ ଚାହୁଁଛନ୍ତି ତ ଅଧିକ ଚାମଚ ନେବେ।ଏହି ଉପାୟ ଆପଣ ନିଜ ଚେହେରା ବ୍ୟତୀତ ଶରୀରର ଯେ କୌଣସି ଅଙ୍ଗରେ ମଧ୍ୟ କରିପାରିବେ।ଏହାପରେ ଆପଣ ଯେଲ ନେବେ।
ଆପଣ ଗୋଟିଏ ଚାମଚ ଜେଲ ସେହି ପେଷ୍ଟରେ ମିଶାଇବେ।ବର୍ତ୍ତମାନ ଏଥିରେ ଭିଟାମିନ ଇ ର କ୍ୟାପସୁଲ ମିଶାଇବେ।ଏହାକୁ ଲଗାଇବା ଦ୍ବାରା ଆପଣଙ୍କ ଚେହେରା ଶୁଷ୍କ ହେବ ନାହିଁ।ଏହାପରେ ଆପଣ ଚାମଚ ସହାୟତାରେ ଗୋଟିଏ ବା ଦୁଇ ମିନିଟ ପର୍ଯ୍ୟନ୍ତ ମିଶାନ୍ତୁ।ଏହାକୁ ବ୍ୟବହାର କରିବା ପୂର୍ବରୁ ଆପଣ ଆପଣଙ୍କ ଚେହେରାକୁ ଭଲ ଭାବରେ ସଫା କରନ୍ତୁ।ସଫା କରିସାରିବା ପରେ ଆପଣ ନିଜ ପୁରା ଚେହେରାରେ ଲଗାଇବେ।ଯେଉଁଠାରେ ଆପଣଙ୍କ କଳଦାଗ ଆଦି ସମସ୍ୟା ରହିଛି ସେଠାରେ ଲଗାଇବେ।ଲଗାଇବା ପରେ ୨ ରୁ ୪ ମିନିଟ ପର୍ଯ୍ୟନ୍ତ ହାଲକା ହାତରେ ମସାଜ କରିବେ।ଏହା ଆପଣଙ୍କ ଶରୀରର କୋଲାଜେନକୁ ବଢ଼ାଇବାରେ ସାହାଯ୍ୟ କରିବ।ଆପଣ ଯଦି ଏହାକୁ ଲଗାଇବା ପରେ ପଲିଥିନ ରାପ କରି ଦେଉଛନ୍ତି ତ ଆପଣଙ୍କୁ ଏହାର ଦୁଇ ଗୁଣ ରେଜଲ୍ଟ ମିଳିବ।ଏହା ଆପଣଙ୍କ ଚେହେରାକୁ ପୁରା ଉଜ୍ଜଳ କରିଦେବ।