ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କୁ ଏମିତି ଗୋଟିଏ ଘଟଣା ବିଷୟ ରେ ସୂଚନା ଦେବା ପାଇଁ ଜାଉଛି ଜାହା ବିଷୟ ରେ ହୁଏତ ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ସେମିତିରେ ଆମେ ମାନେ ଜାଣିଛୁ କି ଆପଣ ମାନଙ୍କୁ ଏହି କଥା ଶୁଣିବା ପାଇଁ ବହୁତ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଏହି କଥା ଟି ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ । ଏହି ଦିନ ମାନଙ୍କରେ ମହିଳା ମାନଙ୍କ ଅଣ୍ଡର ଉୱାର୍ ସହିତ ଯେଉଁ ସବୁ ଘଟଣା ଦେଖିବା ପାଇଁ ମିଳିଛି ତାହା ବହୁତ ଅଜବ୍ ଅଟେ । ଏଠାରେ ମହିଳା ମାନଙ୍କ ମଧ୍ୟରେ ବହୁତ ଭାଳେଣି ପଡିଥିଲା କି ରାତି ସୁଖେଇଥିବା ଅଣ୍ଡର ଉୱାର୍ ସକାଳେ କୁଆଡେ ଜାଉଛି ବୋଲି ।
ଏମିତି ଛାତ ଉପରୁ ସବୁ ଦିନ ଅଣ୍ଡର ଉୱାର୍ ଗାୟବ୍ ହେଉ ଥିବା ବେଳେ ଏହାର ପତା ସେମାନେ ଲଗେଇ ଦେଲେ ଯେତେ ବେଳେ ସେମାନେ ନିକଟରେ ରହି ଥିବା ଗୋଟିଏ ସିସି ଟିଭି କ୍ୟମେରା ରେ ଚେକ୍ କରି ଥିଲେ । ତେବେ ସେମାନେ ଦେଖି ଥିଲେ କି ପ୍ରତ୍ୟେକ ଦିନ ଗୋଟିଏ ତାନ୍ତ୍ରୀକ ସେମାନଙ୍କ ଅଣ୍ଡର ଉୱାର୍ କୁ ନେଇ ଜାଉଛି । ସେମିତି ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଗଲେ ବର୍ତମାନ ସମୟରେ ଏହି କାର୍ଯ୍ୟ ପାଇଁ ଚାନ୍ତ୍ରୀକ ବିଜୟ କୁମାର ବୁୟାଁ ଜାହାଙ୍କ ବୟସ 57 ବର୍ଷ ହୋଇ ଥିବା ବେଳେ ସେ ତାଙ୍କର ସିଦ୍ଧି ପାଇଁ ହିଁ ସବୁ ଦିନ ଏମିତି କରୁ ଥିବାର ପୋଲିସ୍ କୁ କହିଛନ୍ତି ।