pani

ଠିଆ ହୋଇ ପାଣି ପିଉଥିଲେ ହୋଇ ଜାଆନ୍ତୁ ସାବଧାନ । ହୋଇଥାଏ ଏହି ସବୁ ଅସୁବିଧା , ଜାଣନ୍ତୁ ।

HEALTH

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ଠିଆ ହୋଇ ପାଣି ପିଇଲେ ଆମ ମାନଙ୍କର କଣ କଣ ଅସୁବିଧା ହୋଇ ଥାଏ । ପାଣି ଆମ ଶରୀର ପାଇଁ ନିତ୍ୟନ୍ତ ଆବଶ୍ୟକ ହୋଇ ଥାଏ । ପାଣି ବିନା ବଞ୍ଚିବା ଅସମ୍ଭବ ଅଟେ ପାଣି ପିଇବା ଆମ ଦେହ ପାଇଁ କେତେ ଗୁରୁତ୍ୱ ପୂର୍ଣ୍ଣ ଏହା ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ଏହି ପାଣିକୁ ସଠିକ୍ ସମୟ ରେ ପିଇବା ଦ୍ୱାରା ଆମେ ମାନେ ଅନେକ ରୋଗରୁ ଦୂର ପାଇ ପାରିବା । ହେଲେ ବହୁତ ସମୟରେ ଆମେ ମାନେ ଏହି ପାଣିକୁ ଠିଆ ହୋଇ ପିଇ ଥାଉ । ହେଲେ କଣ ଆପଣ ମାନେ ଜାଣିଛନ୍ତି ଏହି ପାଣିକୁ ଠିଆ ହୋଇ ପିଇବା ଦ୍ୱାରା ଆମର କଣକଣ ଅସୁବିଧା ହୋଇ ଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

watter

ପ୍ରଥମେ ହେଲା ପାଚନ ତନ୍ତ୍ର ପାଇଁ ଏହା କ୍ଷେତି କାରକ ହୋଇ ଥାଏ । ଯେତେ ବେଳେ ଆମେ ଠିଆ ହୋଇ ପାଣି ପିଇ ଥାଉ ଏହା ସେହି ସମୟରେ ତୁରନ୍ତ ଜାଇ ଇଣ୍ଟେସନ୍ ଥଳିର କାନ୍ଥ ରେ ମାଡ ହୋଇ ଥାଏ । ଏଥି ଦ୍ୱାରା ପେଟ ର ସାଇଟ୍ ଏବଂ ଅନ୍ୟ ଅଙ୍ଗ ମାନଙ୍କୁ ବହୁତ କ୍ଷେତି ହୋଇ ଥାଏ । ଅଧି୍କ ସମୟ ଧରି ଏମିତି ହେବା ଦ୍ୱାରା ପାଚନ ତନ୍ତ୍ର ଖରାପ୍ ହୋଇ ଥାଏ । ନମ୍ବର ଦୁଇ କିଡ୍ନୀ ସମନ୍ଧିୟ ରୋଗ ହୋଇ ଥାଏ । ଆମେ ସମସ୍ତେ ଜାଣିଛେ କି ଏହି କିଡ୍ନୀ ର କାର୍ଯ୍ୟ ହେଲା ପାଣି କୁ ଛାଣିବା । ଯେତେ ବେଳେ ଆପଣ ମାନେ ଠିଆ ହୋଇ ପାଣି ପିଇ ଥାନ୍ତି । ତେବେ ସେହି ସମୟ ରେ ତାହା ସଂମ୍ପର୍ଣ୍ଣ ଭାବେ ଛାଣି ହୋଇ ପାରେ ନାହିଁ ।

watterr

ସେହି ପରି ବେଳେ କିଛି ଦିନ ମଧ୍ୟ ରେ ଆପଣ ମାନଙ୍କ କିଡ୍ନୀ ରୋଗ ଭଳି ସମସ୍ୟା ଦେଖିବା ପାଇଁ ମିଳେ । ଆପଣ ମାନଙ୍କୁ ଇୟୁରିନ୍ ଇନଫେକ୍ସନ୍ ହୋଇ ଥାଏ । ଏହା ବ୍ୟତିତ ଠିଆ ହୋଇ ପାଣି ପିଇବା ଦ୍ୱାରା ଆମକୁ ଅପଚାର ଭଳି ରୋଗ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *