rasi

15 ଡ଼ିସେମ୍ବର 2021 ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

ମେଷ : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ଆଜି ଆପଣଙ୍କୁ ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ପ୍ରସିଦ୍ଧି ମିଳିବ। ପରିବାର ଏବଂ ଦାମ୍ପତ୍ୟଜୀବନରେ ସୁଖ-ସନ୍ତୋଷ ଅନୁଭବ କରିବେ। ମୌଜ-ମସ୍ତୀ ଏବଂ ମନୋରଞ୍ଜନରେ ଏବଂ ଭାଗିଦାରୀରେ ଲାଭ ହେବ। ଜୀବନସାଥୀ ସହିତ ଭଲ ମିଳାମିଶା ରହିବ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ

ବୃଷ : କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଆଜି ସନ୍ତାନ ଏବଂ ଜୀବନସାଥୀର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ହୋଇପାରେ। ମଉଜ-ସଉକ ତଥା ମନୋରଞ୍ଜନ ପଛରେ ଖର୍ଚ୍ଚ ହୋଇପାରେ। ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଖାଇବା ପିଇବା ପ୍ରତି ଧ୍ୟାନ ରଖିବେ।ପ୍ରତିକାର– ମୁଗଡାଲି ଧର୍ମସ୍ଥାନରେ ଦେବେ

ମିଥୁନ : ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ । ଆଜିର ଦିନରେ ଲାଭ ମିଳିବ। ପାରିବାରିକ ସୁଖ-ଶାନ୍ତି ରହିବ। ଜୀବନସାଥୀ ପଛରେ ଖର୍ଚ୍ଚ ହୋଇପାରେ। ଅବିବାହିତ ଲୋକମାନଙ୍କର ବିବାହର ସମ୍ଭାବନା ଅଛି। ବ୍ୟାପାର ଏବଂ ଚାକିରିରେ ଆୟ ବଢ଼ିବ। ଘରେ ଶୁଭ-ପ୍ରସଙ୍ଗର ଆୟୋଜନ ହେବ। ପ୍ରିୟଜନମାନଙ୍କ ମିଳନ ଆନନ୍ଦଦାୟକ ହେବ।ପ୍ରତିକାର– ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

mithun

କର୍କଟ : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ । ଆପଣ ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରି ପାରିବେ। ପରିଜନମାନଙ୍କର ସହିତ ସାମାଜିକ ସମାରୋହରେ ଭାଗ ନେବେ। ଛୋଟ ଯାତ୍ରାର ମଧ୍ୟ ଯୋଗ ଅଛି। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି। ମାନସିକ ରୂପରେ କିଛି ବ୍ୟଗ୍ରତା ମଧ୍ୟ ଅନୁଭବ କରିବେ। ଖାଦ୍ୟ-ପାନୀୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବେ।ପ୍ରତିକାର:- ବିଧବାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ

ସିଂହ : ଆଜି ଆପଣଙ୍କୁ କ୍ରୋଧ ଲାଗିବ । ଆଜି ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ ।କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ । ଆଜିର ଦିନ ଶୁଭଫଳଦାୟୀ ହେବ। ଶରୀର ଏବଂ ମନ ଅସୁସ୍ଥ ରହୁଥିଲେ ମଧ୍ୟ ଆପଣ ନିଜର ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରି ପାରିବେ। ଆର୍ଥିକ ଆୟୋଜନ ମଧ୍ୟ ବହୁତ ଭଲ ଭାବରେ କରି ପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କ ସହଯୋଗ ଆପଣଙ୍କୁ ମିଳିବ। ପରିଜନ ଏବଂ ମିତ୍ରମାନଙ୍କର ଘନିଷ୍ଠତାରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦଦାୟୀ ରହିବ। ବ୍ୟାପାରରେ ବୃଦ୍ଧି କରି ପାରିବେ।ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ

କନ୍ୟା : ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ । ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ। ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ। ଯାତ୍ରାର ମଧ୍ୟ ଯୋଗ ଅଛି। ଧନ ସମ୍ବନ୍ଧରେ କୌଣସି ବିଶେଷ ଚର୍ଚ୍ଚା ହୋଇପାରେ।ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ |

kanya

ତୁଳା :ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ । ଆନନ୍ଦ ଏବଂ ଉତ୍ସାହରେ ବୃଦ୍ଧି ହେବ। କୌଟୁମ୍ବିକ ତଥା ଆର୍ଥିକ ବିଷଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ। ଆପଣ କୌଣସି ମଧ୍ୟ କାର୍ଯ୍ୟକୁ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସହିତ କରି ପାରିବେ। ପିତୃପକ୍ଷରୁ ଲାଭ ହେବାର ମଧ୍ୟ ସଂଭାବନା ଅଛି। ପରନ୍ତୁ ଜମିବାଡ଼ି ଆଦି ବିଷୟଗୁଡ଼ିକ କାର୍ଯ୍ୟରେ ସାବଧାନ ରହିବେ। ସନ୍ତାନ ପଛରେ ଖର୍ଚ୍ଚ କରିବେ। ବିଦ୍ୟାର୍ଥୀଗଣ ବିଦ୍ୟା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପାରିବେ।ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ବିଛା ରାଶି- ଆଜି ଆପଣଙ୍କ ଦିନ ଉନ୍ନତି ଭରା ହେବ । ଚାକିରି କ୍ଷେତ୍ରରେ ଅଟକିଥିବା ପ୍ରମୋଶନ ମିଳିପାରିବ । ଧନ କମାଇବାର ନୁଆ ନୁଆ ଜରିଆରେ ହାତ ଲାଗିବ, ଶେୟାର୍ ବଜାରରେ ଆପଣଙ୍କୁ ଲାଭ ମିଳିବ , କେଉଁ ମହତ୍ତ୍ୱପୁର୍ଣ୍ଣ କାମରେ ଅନୁଭବି ବ୍ୟକ୍ତିଙ୍କ ଉପଦେଶ ଆପଣଙ୍କ ପାଇଁ ଫାଇଦାଦାୟକ ହୋଇପାରେ , ପ୍ରେମ ଜୀବନରେ ଉତାରଚଢାବ ଦେଖିବାକୁ ମିଳିବ , ଆପଣଙ୍କୁ ନିଜ ଜୀବନସାଥୀ ବୁଝିବାର ଭାବନାକୁ ଦରକାର ଅଛି ।

ଧନୁ ରାଶି- ଆଜି ଆପଣଙ୍କ ଦିନ ଉତ୍ସାହ ରହିବ । ଯେଉଁ କାର୍ଯ୍ୟ କୁ କରିବାକୁ ଚାହୁଁଛନ୍ତି, ସେଥିରୁ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରିବ । ପାରିବାରିକ ସହଯୋଗ ମିଳିବ, ଜୀବନସାଥୀଙ୍କ ଠାରୁ ଭଲ ଗିଫ୍ଟ ମିଳିପାରିବ, ପ୍ରେମ ସଂବନ୍ଧରେ ମଜବୁତି ଆସିବ, ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢିବ, ବିଶେଷ ବ୍ୟକ୍ତିଙ୍କ ସଂମ୍ପର୍କ ରହିବ ଯାହା ଫାଇଦାଦାୟକ ରହିବ, ଆପଣ ନିଜ ବୁଦ୍ଧିମତାରୁ ସବୁ କାର୍ଯ୍ୟ ଭଲ ତରିକାରେ ପୁରା କରିପାରିବେ ।

dhanu

ମକର ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ଚାକିରି କ୍ଷେତ୍ରରେ ଟିକିଏ ସଂମ୍ଭାଳିକରି ରହିବାକୁ ହେବ, କାରଣ କିଛି ବ୍ୟକ୍ତି ଆପଣଙ୍କ କାମ କାର୍ଯ୍ୟରେ ନଜର ରଖିପାରନ୍ତି । ବଡ ଅଧିକାରିଙ୍କ ପୁରା ସାହାଯ୍ୟ ମିଳିବ । ପରିବାରରେ ଆପଣଙ୍କ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ। ଜୀବନସାଥୀଙ୍କ ପୁରା ସାଥ୍ ରହିବ । ଉଧାର ଦେଇଥିବା ପଇସା ମିଳିପାରେ  ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରହିବେ ।

କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ ଭଲରେ କଟିବ। କିଛି ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ହେବାରୁ ଅଟକି ପାରେ, ଯାହାକୁ ନେଇକରି ଆପଣ ଚିନ୍ତିତ ରହିବେ । ଆପଣ ନକରାତ୍ମକ ଚିନ୍ତାଧାରା ମନକୁ ଆଣନ୍ତୁ ନାହିଁ, ମା ଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଟିକିଏ ଚିନ୍ତିତ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ବଢିକରି ଭାଗ ନେବେ, ପୁଜା ପାଠରେ ଆପଣଙ୍କ ମନ ଅଧିକା ଲାଗିବ ।ଘରର ଧାର୍ମିକ କାର୍ଯ୍ୟକ୍ରମରେ ଆୟୋଜନର ଚର୍ଚ୍ଚା ହୋଇପାରେ, ବିବାହିତ୍ ଜୀବନରେ ଖୁସି ରହିବ ।

ମୀନ ରାଶି – ଆଜି ଆପଣଙ୍କ ଦିନ ପୁର୍ବ ଦିନ ଅପେକ୍ଷା ଭଲ ରହିବ । ଧନ କମାଇବାପାଇଁ ଜରିଆ ମିଳିପାରିବ ।ଆପଣ ନିଜ ପ୍ରୟାସରୁ ଅଧୁରା କାମ ପୁରା କରିବେ । ସାମାଜିକ କ୍ଷେତ୍ରରେ ନୁଆ ନୁଆ ବ୍ୟକ୍ତିଙ୍କ ବନ୍ଧୁତା ହୋଇପାରେ । କିନ୍ତୁ ଆପଣ କେଉଁ ଅଚିହ୍ନା ଲୋକଙ୍କୁ ଅଧିକା ବିଶ୍ୱାସ୍ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ କାର୍ଯ୍ୟଭାର ଅଧିକା ରହିବ । ଯାହାକୁ ନେଇ ଶାରରିକ ଥକାପଣ ଓ ଦୁର୍ବଳତା ହୋଇପାରେ । ଆପଣ ନିଜ କ୍ୟାରିୟରରେ ଆଗକୁ ବଢିବାର ନୁଆ ନୁଆ ଅବସର ଖୋଜିପାରେ । ଯଦି ଆପଣ କେଉଁଠି ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରର ଅନୁଭବି ବ୍ୟକ୍ତିଙ୍କ୍ ଉପଦେଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *