5

ଜୀବନର ସବୁଠାରୁ ବଡ଼ ଗୁପ୍ତ କଥା …

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ଜୀବନର ଏହି ପାଞ୍ଚଟି ଗୁପ୍ତ କଥା କାହାକୁ ବି କୁହନ୍ତୁ ନାହିଁ ଚାଣକ୍ୟ ନୀତି | ପ୍ରାଚୀନ କାଳରେ ମାନବ ନୀତି ବାଣୀ ଦ୍ଵାରା ଭଲ ମାର୍ଗ ଦର୍ଶନ କରିଛନ୍ତି | ବିଦ୍ୱାନ ମାନେ ନିଜ ବୁଦ୍ଧି ଵିଚାର ଦ୍ଵାରା ଉଚିତ ଶିକ୍ଷା ଦେଇ ଯାଇଛନ୍ତି | ଆଜି ସେହି ବିଦ୍ୱାନ ମାନେ ଆମ ଗହଣରେ ନାହାନ୍ତି ସତ କିନ୍ତୁ ସେମାନେ କହିଯାଇଥିବା ନୀତି ଵାଣି ଆଜି ବି ଭାରତ ଇତିହାସରେ ତାହା ବିଦ୍ୱାନ ହୋଇ ରହିଛି |

ତାଙ୍କ ମଧ୍ୟରେ ଜଣେ ଜ୍ଞାନି ଥିଲେ ତାଙ୍କ ନାମ ହେଉଛି ଆଚାର୍ଯ୍ୟ ଚାଣକ୍ୟ | ଜୀବନକୁ କିପରି ସୁଖ ମୟ ଭାବରେ କାଟିବେ ସେ ହେଉଛନ୍ତି ତାର ଗୁରୁ ଚାଣକ୍ୟ ତାହା ଲେଖିଯାଇଛନ୍ତି | ତେବେ ଆଜି ଆମେ ଆପଣଙ୍କୁ ତାର ମହତ୍ତ୍ଵପୂର୍ଣ୍ଣ ନୀତି ଵାଣି ବିଷୟରେ କହିଵୁ | ଆଚାର୍ଯ୍ୟ ଚାଣକ୍ୟ ନୀତି ବାଣୀ ଅନୁସାରେ ପ୍ରତ୍ୟେକଙ୍କ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯେଉଁ ସଂପର୍କ ରହିଛି | ତାହା ସବୁଠାରୁ ଗୁପ୍ତ କଥା ହୋଇଥାଏ |

ଏହାକୁ କେବେବି ଭୁଲରେ କାହାକୁ କୁହନ୍ତୁ ନାହିଁ | ଏହି କଥା ଦମ୍ପତିକୁ ମଧ୍ୟ ସୀମିତ ରହିବା ଉଚିତ | ଯଦି କେହି ସେ ସଂପର୍କ ବିଷୟରେ ଜାଣିବେ ତାହା ଏକ ଲଜ୍ୟା କର କଥା ଅଟେ | ଦ୍ଵିତୀୟ ହେଲା ଵ୍ୟକ୍ତି ନିଜର ବୟସ ସୀମା ନିଜ ଭିତରେ ରଖିବା ଉଚିତ ଏହାକୁ ଗୁପ୍ତ ଭାବେ ନିଜେ ମନେ ରଖିବା ଉଚିତ | ଏପରି କରିବା ଦ୍ଵାରା ଅନ୍ୟମାନେ ଏହାର ଫାଇଦ ଉଠାଇ ପାରନ୍ତି | ତୃତୀୟ ହେଲା ଆଜି ଆମ ସମାଜରେ ଏପରି କିଛି ଲୋକମାନେ ଅଛନ୍ତି ଯେଉଁମାନେ ନିଜ ଘର କଥା ନିଜ ପରିବାର ବର୍ଗଙ୍କ ସହ ସେୟାର କରିଥାନ୍ତି |\

ଯାହା ପାଇଁ ଏହାର ଫାଇଦା ଅନ୍ୟମାନେ ଉଠାଇଥାନ୍ତି | ଯାହା ଆପଣଙ୍କର କୈାଣସି କାରଣରୁ ଵିଵାଦ ହୋଇଥାଏ ସେହି ସମୟରେ ଆପଣଙ୍କର ଘର କଥା ଉଠାଇବା ଥାନ୍ତି | ତେବେ ତୃତୀୟ ନିୟମ ହେଉଛି କେବେବି ଘର କଥା କାହା ଆଗରେ ପ୍ରକାଶ କରିବା ଅନୁଚିତ | ଚତୁର୍ଥ ନୀୟମ ହେଉଛି ଟଙ୍କା ପଇସା ବିଷୟରେ ଅନ୍ୟା କାହାକୁ କହିବା ଉଚିତ୍ ନୁହେଁ |

କାରଣ ଟଙ୍କାର ଲୋଭ ସବୁ ଵ୍ୟକ୍ତି ପାଖରେ ରହିଥାଏ | ଏପରି କରିବା ଦ୍ଵାରା ଅନ୍ୟମାନେ ଆପଣଙ୍କର ଫାଇଦା ଉଠାଇ ଥାନ୍ତି | ପଞ୍ଚମ ହେଲା ମାନ୍ୟତା ରହିଛି ଯେ ଦାନ ଧର୍ମ କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ | ଯେଉଁ ଵ୍ୟକ୍ତି ଅନ୍ୟକୁ ଦେଖାଇବା ପାଇଁ ଦାନ କରିଥାଏ ତେବେ ତାହାର ଫଳ ସେ କେବେ ପାଇନଥାଏ | କେବେବି ନିଜ ଶତ୍ରୁମାନଙ୍କ ଆଗରେ ପ୍ରକାଶ କରି କରନ୍ତୁ ନାହିଁ | ଶେଷରେ ହେଲା ପ୍ରତ୍ୟେକ ଵ୍ୟକ୍ତି ପୂଜା ସମୟରେ ମନ୍ତ୍ର ପାଠ କରିଥାନ୍ତି |

କିନ୍ତୁ ଆପଣ ପୂଜା କରୁଥିବା ମନ୍ତ୍ର ଅନ୍ୟ ଆଗରେ କହିବା ଅନୁଚିତ , ନିଜର ମାନ ସମ୍ମାନ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ , ଜାଣିଲେ ଏହି ପାଞ୍ଚଟି ଗୁପ୍ତ କଥା ଜୀବନରେ କାହାକୁ କୁହନ୍ତୁ ନାହିଁ , ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *