ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି | ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି | ଭାରତୀୟ ଚଳଚିତ୍ର ମଧ୍ୟରୁ ଵୋଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି | ତେଵେ ଵୋଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ଷ୍ଟାଇଲିସ ହୋଇଥାନ୍ତି | ତେବେ ଆଜି ଆମେ କଥା ହେବାକୁ ଯାଉଛୁ କିଛି ଏପରି ଅଭିନେତା ବିଷୟରେ ଯେଉମାନେ କି ସରକାରୀ ଚାକିରି ଛାଡି ବୋଲିଊଡ ଫିଲ୍ମ ଜଗତରେ ମାରିଥିଲେ ଏନ୍ଟ୍ରୀ ଏବଂ ପାଇଥିଲେ ସଫଳତା |
ତେବେ ବଢୁଥିବା ମହଙ୍ଗାଇ ଭିତରେ ପ୍ରାଇଭେଟ ଚକିରୀକୁ କୌଣୟସୀ ବି ଭରସା ନାହି ସେଥିପାଇ ଲୋକେ ସବୁ ସରକାରୀ ଚକିରୀ ପ୍ରତି ବେଶୀ ଧ୍ୟାନ ଦେଉଛନ୍ତି କିନ୍ତୁ ସରକାରୀ ଚାକିରି ଏହିପରି ମିଲିଯାଏ ନାହି ସେଥିପାଇ ବହୁତ ପରିଶ୍ରମ କରିବାକୁ ପଡିଥାଏ | କିନ୍ତୁ କେତେକ ଲୋକଙ୍କ ଭାଗ୍ୟ ଭଲ ହେତୁ ସେମାନେ ସରକାରୀ ଚାକିରି ପାଇଯାଇଥାନ୍ତି | ତେବେ ଆଜି ଆମେ ଏପରି କିଛି ଏକ୍ଟର ବା ଅଭିନେତା ବିଷୟରେ କହିବାକୁ ଯାଉଛୁ ଯେଉମାନେ କି ଏକ୍ଟିଂ ବା ଅଭିନୟ କରିବାପାଇ ନିଜ ସରକାରୀ ଚାକିରି ମଧ୍ୟ ଛାଡିଦେଇଛନ୍ତି ଏବଂ ସେମାନଙ୍କ କିସ୍ମତ ଏପରି ସାଥ ଦେଇଥିଲା ଯେ ସେମାନେ ତାଙ୍କ ସଫଳତା ହାସଲ କରିଥିଲେ | ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ମାନଙ୍କ ବିଷୟରେ |
ପ୍ରଥମ ହେଲା ୯୦ ଦଶକରେ ଦେବ ଆନନ୍ଦ ଏପରି ଜଣେ ଏକ୍ଟର ଥିଲେ ଯିଏକି ନିଜର ସୁନ୍ଦର ଚେହେରା ଓ ଦମଦାର ଅଭିନୟ ପାଇ ବହୁତ ଚର୍ଚିତ ଥିଲେ ଡେନନନ୍ଦ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସେ ମୁବୟ ସହରରେ ସେନସର୍ ବୋର୍ଡ ରେ କ୍ଳର୍କ ଭାବେ ସରକାରୀ ଚାକିରି କରୁଥିଲେ ଏବଂ ତାଙ୍କୁ ମାସକୁ ୧୬୫ ଟଙ୍କା ହିସାବରେ ବେତନ ମିଳୁଥିଲା , ଯେତେବେଳେ ସେ ମୁମ୍ବାଇ ଆସିଥିଲେ ସେତେବେଳେ ସେ ଗୋଟିଏ ଶସ୍ତା ହୋଟେଲ ରେ ରହୁଥିଲେ | ତେବେ ସେ ଶେଷରେ ଫିଲ୍ମ ଜଗତକୁ ଆସିବାପାଇ ସରକାରୀ ଚକିରୀକୁ ମଧ୍ୟ ଛାଡିଦେଲେ ।
୨ୟ ହେଲା ରାଜକୁମାର ଯିଏକି ନିଜର ଦମଦାର ଅଭିନୟ ଓ ଡାଇଲଗ ଜରିଆରେ ନିଜର ପରିଚୟ ବନାଇଥିବା ଅଭିନେତା ରାଜକୁମାର ସେ ସମୟରେ ଶ୍ରେଷ୍ଠ ଅଭିନେତା ଥିଲେ | କହିବାକୁ ଗଲେ ଫିଲ୍ମ ଜଗତରେ ଆସିବା ପୂର୍ବରୁ ରାଜକୁମାର ମୁମ୍ବାଇ ରେ ସଵ ଇନ୍ସପେକ୍ଟର ଥିଲେ , ତାପରେ ୧୯୫୨ ମସିହାରେ ରାଜକୁମାର ଫିଲ୍ମ ଜଗତରେ ପାଦ ରଖିଲେ ଓ ସଫଳତା ପୂର୍ବକ ଅଭିନେତା ହୋଇ ଦେଖାଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ତାଙ୍କ ପ୍ରଥମ ନାମ କୁଲଭୁଷଣ ପଣ୍ଡିତ |
ତୃତୀୟ ହେଲା ଶିବାଜୀ ସାଟମ ଯିଏକି ଟିଭିରେ ଚାଲୁଥିବା ପ୍ରସିଦ୍ଧ ସୋ ସିଆଇଡି ରେ ଥିବା ଏସପି ପ୍ରଦ୍ୟୁମ୍ନ ଆଜି ଘରେ ଘରେ ପରିଚିତ , ଆପଣ ମିଳେ ନିଶ୍ଚିତ ସିଆଇଡି ଦେଖିଥିବେ | ତେବେ ସେଥିରେ ଅଭିନୟ କରୁଥିବା ପ୍ରଦ୍ୟୁମ୍ନ ଏସିପିକୁ ନିଶ୍ଚିତ ଦେଖିଥିବେ ତେବେ ତାଙ୍କର ରିୟଲ ଲାଇଫ ବିଷୟରେ କହିବାକୁ ଗଲେ ସେ ପ୍ରଥମେ ଜଣେ ବ୍ୟାଙ୍କ ମେନେଜର ଥିଲେ କିନ୍ତୁ ସେ ତାଙ୍କ ଚାକିରି ଛାଡ଼ି ଶେଷରେ ଫିଲ୍ମ ଜଗତରେ ପାଦ ଦେଇଥିଲେ ,
ଚତୁର୍ଥ ହେଲା ଅମରେଶ ପୁରୀ | ଯିଏକି ତାଙ୍କ ଅଭିନୟ ଜରିଆରେ ଲୋକଙ୍କୁ ଭିତରେ ଭୟ ସୃଷ୍ଟି କରିଛି ସହ ତାଙ୍କର ଡାଇଲଗ ଵାଜି ମଧ୍ୟ ସାନ୍ଦାର ଅଟେ | ସେ ୪୦୦ ରୁ ଅଧିକ ଫିଲ୍ମ କରିଛନ୍ତି , ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସେ ବିମା ନିଗମର ଜଣେ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ ,
ପଞ୍ଚମ ହେଲା ହାସ୍ୟ ଅଭିନେତା ଭାବେ ସୁପରିଚିତ ଅଭିନେତା ଜାନୀ ଲିଵର | ସେ ତାଙ୍କର ଏହି ଅଭିନୟକୁ ଉଚ୍ଚରେ ପହଞ୍ଚିଵା ପାଇଁ ବହୁତ କଷ୍ଟ କରିଥିଲେ ଫିଲ୍ମ ଜଗତକୁ ଆସିଵା ପୂର୍ବରୁ ସେ ଜଣେ ବସ କଣ୍ଡକ୍ଟର ଥିଲେ ତେବେ ଏମାନେ ଥିଲେ ସେହି ଅଭୀନେତା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।