jell

ଶେଷରେ ସବୁ କଥା ଧରା ପଡିଲା,ଜେଲ ଯିବେ ସବୁ ଦୋଷୀ ।

NEWS

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କରେ ବିଷୟ ବର୍ତ୍ତମାନ ସମୟରେ ସୋସିଆଲ ମେଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିବାର ଲାଗିଛି।ତେବେ ଆଗକୁ କଣ ଜେଲ ଯିବେ ବର୍ଷା ପ୍ରିୟଦର୍ଶିନୀ।ଆଉ ଯାହା ସବୁ ବର୍ଷା ପ୍ରିୟଦର୍ଶିନୀ ନିଜ ମନ୍ତବ୍ୟ ଦେଇଥିଲେ ତାହା କଣ ମିଛ ଥିଲା।ବର୍ତ୍ତମାନ ଯଦି ଆପଣ ଦେଖିବେ ତାହେଲେ ସୋସିଆଲ ମେଡିଆରେ ଅନେକ ଭିଡି଼ଓ ଭାଇରାଲ ହେବାରେ ଲାଗିଛି ତେବେ ବର୍ଷା ପ୍ରିୟ ଦର୍ଶିନୀ କଣ ମିଛ କହୁଥିଲେ।ତାହେଲେ ବର୍ଷା ପ୍ରିୟଦର୍ଶିନୀ କଣ ପାଇଁ ନିଜ ପରିବାର ନାମରେ ଏପରି ମିଛ ଅଭିଯୋଗ ଆଣିଛନ୍ତି।ଆଜି ଆମେ ଆପଣ ମାନଙ୍କ ଆଗରେ ଅନେକ ଗୁଡିଏ ପ୍ରମାଣ ରଖିବାକୁ ଯାଉ ଅଛୁ,ଯେଉଁ ପ୍ରମାଣ ଗୁଡିକ ସୋସିଆଲ ମେଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।ତାହେଲେ ପ୍ରକୃତରେ ଆପଣ ମାନଙ୍କୁ କଣ ଲାଗୁଛି ବର୍ଷା ଓ ଅନୁଭବଙ୍କ ଭିତରୁ କିଏ ମିଛ କହୁଛି।

ଆଉ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କ ନସୁଧୁରୀ ଆଗକୁ ଆଗକୁ ଆହୁରି ଖରାପ ହେବାରେ ଲାଗିଛି।ଆଉ ସେମାନଙ୍କ ସମ୍ପର୍କରେ ଏତେ ଅସୁବିଧା ହୋଇଥିବା ଦ୍ୱାରା ସେମାନେ ଏବେ କେବଳ କୋର୍ଟର ଅର୍ଡରକୁ ଅପେକ୍ଷା କରିଛନ୍ତି।ବର୍ତ୍ତମାନ ସମୟରେ ଦେଖିବେ ଯଦି ବର୍ଷା ପ୍ରିୟଦର୍ଶୀନି ଏବେ ଅନୁଭବଙ୍କ ଘରେ ହିଁ ରହୁଛନ୍ତି।ଏହା ସହିତ ଆପଣ ମାନେ ଜାଣି ସାରିଥିବେ କି ଅନୁଭବ ମହାନ୍ତିଙ୍କ ନାମରେ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ଓ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଥିଲେ।ଆଉ ଅନୁଭବ ମହାନ୍ତି ନିଜ ସୋସିଆଲ ମେଡିଆରେ ଜରିଆରେ ବର୍ଷାଙ୍କ ବିରୁଦ୍ଧରେ ସବୁ ପ୍ରମାଣ ରଖିଛନ୍ତି ଆଉ ବର୍ଷାଙ୍କ ବିରୁଦ୍ଧରେ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ।

anubhab

ପ୍ରଥମରୁ ଯଦି ଆପଣ ଦେଖିବେ ଅନୁଭବ ମହାନ୍ତି ଆଗରୁ ମେଡିଆ ଆଗରେ କୌଣସି ଉତ୍ତର ରଖି ନଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଅନୁଭବ ମହାନ୍ତି କିଛି ଦିନ ତଳେ ନିଜର ଅଫିସିଆଲ ୟୁଟ୍ୟୁବ ଆକାଉଣ୍ଟ ଜରିଆରେ ତାଙ୍କ ଘରର ଗଣେଶ ପୂଜାର ଭିଡ଼ିଓକୁ ସେୟାର କରିଥିଲେ ଏବଂ ସେ ଭିଡ଼ିଓରୁ ସ୍ପଷ୍ଟ ଭାବରେ ଜଣା ପଡିଥିଲା ଯେ ବର୍ଷା ପ୍ରିୟଦର୍ଶିନୀ କୌଣସି ଘରୋଇ ହିଂସାର ଶିକାର ହୋଇନଥିଲେ ଏବଂ ନିଜ ପରିବାର ସବୁ ସଦସ୍ୟଙ୍କ ଭଳି ବହୁତ ଖୁସିରେ ଅଛନ୍ତି।ଏହାପରେ ଆପଣମାନେ ଆହୁରି ଗୋଟେ କଥା ଜାଣିଥିବେ ଯେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘରେ ରହୁଥିଲେ ମଧ୍ୟ ପୋଲିସର ସୁରକ୍ଷା ମାଗିଥିଲେ।ଆଉ ବର୍ଷା ନିଜ ବୟାନରେ କହିଥିଲେକି ସେ ଅନୁଭବଙ୍କ ଘରେ ସୁରକ୍ଷିତ ନାହାନ୍ତି। ଆମ ସୂଚନାରୁ ଆମକୁ ଜଣାପଡିଛିକି ସେଦିନ ତାଙ୍କ ରୋଷେଇଆ ତାଙ୍କୁ ନେଇ ଖାଇବାକୁ ଦେଇଥିଲେ।ଆଉ ସେହି ସମୟରେ ଅନୁଭବଙ୍କ ଜଣେ ସହଯୋଗୀ ତାଙ୍କର ଏକ ଭିଡିଓ ସୁଟ କରିଥିଲେ।ଏହା ସହିତ ବର୍ଷାଙ୍କ ସହିତ ସେ ଦିନ ସେ ଠିକ ଠାକ ବ୍ୟବହାର କରିନଥିଲେ କିନ୍ତୁ ପରବର୍ତ୍ତି ସମୟରେ ଦୁଇ ଦିନ ପରେ ପୁଣି ବର୍ଷାଙ୍କ ଘରୁ ସୋସିଆଲ ମେଡିଆରୁ ପୁଣି ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି।ଆଉ ଯେଉଁ ସମୟରେ ତାଙ୍କର ଜଣେ ଏକ ସହଯୋଗୀ ଏହି ଭୋଡ଼ିଓକୁ ସୁଟ କରିଥିଲେ।ଆଉ ସେହି ଭିଡ଼ିଓରୁ ସ୍ପଷ୍ଟ ଜଣାପଡିଛିକି ବର୍ଷାଙ୍କ ସହିତ ରୋଷେଇଆ ଜଣଙ୍କ କିଛି ଖରାପ ବ୍ୟବହାର କରି ନଥିଲେ।ଆଉ ଯଦି ଦେଖିବେ ରୋଷେଇଆ ଜଣଙ୍କ ହେଉଛନ୍ତି ଅନୁଭବଙ୍କ ଘରର ପୁରୁଣା ରୋଷେଇଆ ଅଟନ୍ତି।ଆଉ ସେ ପ୍ରତ୍ୟକ ଦିନ ପରି ବର୍ଷାଙ୍କୁ ଖାଇବା ଦେବାକୁ ଯାଇଥିଲା।ଆଉ ସେ ଭିଡ଼ିଓରୁ ଏହା ଜଣାପଡିଛି ଯେ ସେ ବର୍ଷାଙ୍କ ସହିତ ସେମିତି କିଛି ବ୍ୟବହାର କରି ନାହାନ୍ତି,ଯେଉଁ କାରଣରୁ ସେ ପୋଲିସର ସହଯୋଗ ମାଗିଥିଲେ।ତାହେଲେ ସେ ପୋଲିସର ସହଯୋଗ କାହିଁକି ମାଗିଥିଲେ ?ଆଉ ଏମିତି ଅନେକ ଗୁଡିଏ ପ୍ରଶ୍ନ ଏବେ ବାହାରକୁ ଆସିଛି।

barsha

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *