2021

୨୦୨୨ ନୂଆ ଵର୍ଷରେ ଏହି ରାଶି ହେବେ ଭାଗ୍ୟ ଶାଳୀ |

Uncategorized

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ନୂଆ ବର୍ଷ ୨୦୨୨ ଏହି ରାଶିମାନଙ୍କର ଭାଗ୍ୟ ବଦଳି ବାକୁ ଯାଉଛି | ଗ୍ରହମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତିକି ଚେଷ୍ଟା କରିଥାଉ ନା କାହିଁକି ଯେତେ ବି ପରିଶ୍ରମ କରିଥାଉ ନା କାହିଁକି ଆମେ ସଫଳ ହୋଇନଥାଏ | କିନ୍ତୁ ବେଳେ ବେଳେ ଏପରି କିଛା ସମୟ ଆସିଥାଏ ଯେ ଅଳ୍ପ ପରିଶ୍ରମରେ ଦ୍ଵାରା ହିଁ ସବୁକିଛି ମିଳିଯାଇଥାଏ | ଯାହା ଆଶାଠାରୁ ଅଧିକ ଥାଏ , ତେବେ ଆସୁଥିବା ନୂଆ ବର୍ଷ ଠାରୁ ଏମାନଙ୍କର ଜୀବନରେ ଏପରି କିଛି ହେବାକୁ ଯାଉଛି ଯେଉଁଠାରେ ଖୁସି ହିଁ ଖୁସି ଲାଗିଵାରେ ଯାଉଛି |

ଏହି ରାଶିମାନେ ଯାହା ଚାହିଁବେ ତାହା ପାଇବେ, ମାଁ ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ଏହି ରାଶିମାନଙ୍କ ଉପରେ ରହିବ | ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କ’ଣ କ’ଣ , ପ୍ରଥମ ରାଶି ହେଉଛି ସିଂହ ରାଶି ଏହି ରାଶିମାନଙ୍କ ପାଇଁ ନୂଆ ବର୍ଷ ବହୁତ ମଙ଼ଗଳକାରୀ ହେବ , ଏମାନଙ୍କର ଖୁସିର ସମୟ ଅତିବାହିତ କରିବେ | ଆପଣ ଯେକୌଣସି ବି ବ୍ୟାପାର କରିବେ ସେଥିରେ ବହୁତ ଲାଭବାନ ହେବେ | ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇପାରେ | ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ନିଶ୍ଚିତ ଭାବେ ସଫଳ ହେବେ | ପ୍ରେମ ଜୀବନରେ ନିଜ ପାଟନର୍ କୁ ଆପଣଙ୍କ ମନ କଥା କହିପାରିବେ |
ଦ୍ଵିତୀୟ ହେଲା ବୃଷ ରାଶି ଏମାନଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି | ଭିନ୍ନ ଭିନ୍ନ ଦିଗରୁ ଆପଣଙ୍କ ଧନ ଲାଭର ଯୋଗ ଦେଖାଯାଉଛି | ଆପଣ ଯାନବାହନ କ୍ରୟ କରିପାରିବେ | ଆପଣ ବ୍ୟବସାୟ କ୍ଷେତ୍ରରେ ଉପନିବେଶ କରିପାରିବେ | କୈାଣସି କ୍ଷେତ୍ରରେ ଧନ ଲାଭ ସହ ଆପଣଙ୍କୁ ଆର୍ଥିକ ସ୍ଥିତି ମଜବୁତ ରହିବ | ବିଦ୍ୟାର୍ଥୀ ମାନେ ପାଠ ପଢ଼ାରେ ମନ ଦେବେ | ଆପଣ କର୍ମ କ୍ଷେତ୍ରରେ ସଫଳତାର ଚର୍ମ ସିମାରେ ପହଞ୍ଚି ପାରିବେ |

ତୃତୀୟ ହେଲା ତୁଳା ରାଶି ଏହି ରାଶିର ଵ୍ୟକ୍ତି ମାନଙ୍କୁ ଧନ ଲାଭ ହେବା ସହ ନୂତନ ବ୍ୟବସାୟ ପ୍ରତିଷ୍ଠାନ କରିବେ | ସମାଜରେ ଆପଣଙ୍କର କୀର୍ତ୍ତି ସ୍ଥାପନ ହେବ | ଆପଣ ଯଦି କିଛି କର୍ମ କରିଥିଲେ ତେବେ ଆପଣଙ୍କୁ ତାଠାରୁ ଅଧିକ ଫଳ ଦେଖିବାକୁ ମିଳିବ | ଚାକିରି କ୍ଷେତ୍ରରେ ଆପଣ ପ୍ରୋମସନ ପାଇଵେ | ଘରେ କୈାଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ |

ଚତୁର୍ଥ ହେଲା କୁମ୍ଭ ରାଶି ଏହି ରାଶିର ଲୋକମାନଙ୍କ ଉପରେ ଧର୍ମ ରାଜ କୁବେର ମହାରାଜାଙ୍କ ବିଶେଷ କୃପା ଦୃଷ୍ଟି ରହିବ | ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଵା ସ‌ହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ | ଏମାନେ ଯଦି କୈାଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ ତେବେ ଏମାନଙ୍କୁ ସଫଳତା ନିଶ୍ଚୟ ମିଳିବ | ତେବେ ଏହି ରାଶି ଥିଲେ ଯେଉଁମାନଙ୍କର ଭାଗ୍ୟ ଏହି ନୂତନ ବର୍ଷ ଠାରୁ ଶୁଭ ହେବାକୁ ଯାଉଛି ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *