bipin

CDS ବିପିନ ରାବତଙ୍କ Helicopter ବିଷୟରେ ଥିବା କିଛି ରହସ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିକୁ ଆଠ ଦିନ ତଳର ଘଟଣା ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଯେ ତାମିଲନାଡୁ କୁନୁର ଠାରେ ଏକ ହେଲିକପ୍ଟର ଗଛ ସହ ବାଡ଼େଇ ହୋଇ କ୍ରସ ହୋଇଯାଇଥିଲା | ଏହି ଘଟଣା ସାରା ଦେଶରେ ଦୁଃଖର ଛାୟା ପକାଇଦେଇଛି | ଆଜି ଦେଶ ଏକ ଦେଶଭକ୍ତକୁ ହଜାଇ ଦେଇଛି | ଆପଣଙ୍କୁ କହି ରଖୁଛୁ ଯେ ସେଇ ହେଲିକପ୍ଟର ଦୁର୍ଘଟଣାରେ CDS ବିପିନ ରାବତଙ୍କ ସମେତ ଆହୁରି ୧୪ ଜଣ ସୈନ୍ୟଙ୍କର ଦୁର୍ଘଟଣା ଘଟିଥିଲି ଯାହିଫଳରେ ସେ ଦୁର୍ଘଟଣାରେ କୈାଣସି ଵ୍ୟକ୍ତି ଜୀବିତ ରହିଲେ ନାହିଁ |

ତେବେ ଏହା କୁଯାଉଛି ଯେ ପାଇଁ ଖରାପ ଯୋଗୁ ଏହି ଦୁର୍ଘଟଣା ଘଟିଛି | କ’ଣ ଆପଣ କ୍ରସ ହୋଇଯାଇଥିଵା ହେଲିକପ୍ଟର ବିଷୟରେ କିଛି ଖାସ କଥା ଜାଣିଛନ୍ତି କି | ଆସନ୍ତୁ ଆଜି ଆମେ ଆପଣଙ୍କୁ Mi 17V5 Helicopter ବିଷୟରେ କହିବୁ ତା ସହ ଦେଶ ଭକ୍ତ ଵିପିନ ରାବତଙ୍କୁ ନେଇ କିଛି କଥା କହିଵୁ | ତେବେ ଆସନ୍ତୁ ଜାଣିବା ଏ ସଵୁ ବିଷୟରେ |

ପ୍ରଥମେ ଆପଣଙ୍କ କହି ରଖୁଛୁ ଯେ ଵାପିନ ରାଵତ ଯେଉଁ ବିମାନରେ ଯାତ୍ରା କରୁଥିଲେ ସେତେବେଳେ ନରେନ୍ଦ୍ର ମୋଦି ମଧ୍ୟ ସଵାରି କରିସାରିଛନ୍ତି | ଏହି ହେଲିକପ୍ଟର ପ୍ରାୟତଃ ଵିଵିଆଇପି ଉଡେଇଵା ପାଇ ହୋଇଥାଏ | ଏହି କିଛି ଦିନ ତଳେ ନରେନ୍ଦ୍ର ମୋଦୀ ଏହି ବିମାନ ସାହାଯ୍ୟରେ ଲଦାଖ ଠାରୁ କେଦାରନାଥ ପର୍ଯ୍ୟନ୍ତ କରିଥିଲେ | ଏହି ହେଲିକପ୍ଟରକୁ ବହୁତ ସୁରକ୍ଷିତ ବୋଲି ମନାଯାଇଛି | କେବଳ ଏତିକି ନୁହେଁ ଏହି ହେଲିକପ୍ଟରରେ ଅନେକ ଅଧିକାରୀ ମାନେ ଯାତାୟାତ କରିସାରିଛନ୍ତି | ଆଜି ଆପଣଙ୍କୁ କହି ରଖୁଛୁ ଯେ ଏହି Mi 17V5 Helicopterର ନିର୍ମାଣ ଭାରତ ନୁହେଁ ବରଂ ରୁଷ କରିଥାଏ | ଏହି ହେଲିକପ୍ଟରରେ ଅନେକ ପ୍ରକାରର ନୂଆ ନୂଆ ପ୍ରଣାଳୀ ବ୍ୟବହାର କରାଯାଇଛି | ଏହାକୁ ପ୍ରାୟତଃ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ବ୍ୟବହାର କରାଯାଏ ଯେପରିକି ସୈନ୍ୟ ମାନଙ୍କର ଟ୍ରନ୍ସପୋଟ ପାଇ |

ଏହାକୁ ଅନେକ ସମୟରେ ପେଟ୍ରୋଲିୟମ | ତଥା ଅନେକ ଯୁଦ୍ଧ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ |ଆପଣଙ୍କୁ ଆହୁରି ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା କହିଦେଛୁ ଯେ ଏହି Mi 17V5 Helicopter ରେ ୨୦ ରୁ ଅଧିକ ଲୋକ ବସି ପାରିବେ | ଏହି ହେଲିକପ୍ଟର ର ଵେଗ ୨୫୦ କିମି ପ୍ରତି ଘଣ୍ଟା ହିସାବରେ ଅଟେ , ଏହା ୬୦୦୦ ମିଟର ଉପରକୁ ଉଡିଵାରେ ସକ୍ଷମ ଅଟେ |

କେବଳ ଏତିକି ନୁହେଁ ଏହାର ବ୍ୟବହାର ପର୍ବତ ଜାଗାରେ ମଧ୍ୟ କରିପରିଵା , ଏଥିରେ ଇନ୍ଧନ ବ୍ୟବହାର ପରେ ୫୮୦ କିଲୋମିଟର ଯାଏ ଯାଇପାରେ , ତେବେ ଯେକୌଣସି ପରିସ୍ଥିତିରେ ଏହା ଚଲାଇଵାରେ ସକ୍ଷମ ଅଟେ , ତେବେ ଏହା ଥିଲା Mi 17V5 Helicopter ବିଷୟରେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *