ଆଜିକାଲି ସବୁଠାରୁ ବଡ ଅସୁବିଧା କଣ ହୋଇଥାଏ ଆପଣ ଜାଣିଛନ୍ତି କି? ସବୁଠାରୁ ବଡ ପ୍ରୋବ୍ଲେମ ହେଉଛି ଝିଅଟିକୁ କେଉଁ ଦିନରେ ପ୍ରପୋଜ କରିବି ଏହି ଭାବନା।ଏଠାରେ କଣ ହୁଏ ନା ଆମେ ଝିଅଟିର ପଛରେ ସବୁବେଳ ପାଇଁ ପଡିରହି ଥାଉ।ଝିଅଟି ଆମକୁ ଯାହା କହିଥାଏ ଆମେ ତାର ସବୁକଥାକୁ ମାନୁ।ଏଠାରେ ଆପଣଙ୍କୁ ନିଜକୁ କିଛି କ୍ବାଲିଟିରେ ଭରପୁର କରିବାର ଅଛି।ନିଜର କିଛି ପରସନାଲିଟି ରଖିବାର ଅଛି।ନିଜକୁ ପ୍ରମାଣ କରିବାର ଅଛି।ଆପଣ ମାନେ ଯେପରି ଅନ୍ୟ ମାନଙ୍କ ତୁଳନାରେ ସ୍ମାର୍ଟ ଦେଖାଯାଉ ଥିବେ।ଆପଣଙ୍କ ପାଖରେ ଯେପରି କିଛି ଏକ୍ସଟ୍ରା କ୍ଵଲିଟି ଥିବା।ସେମାନଙ୍କ ଠାରୁ ଆପଣ ଯେପରି ସମ୍ପୂର୍ଣ ଭାବରେ ଭିନ୍ନ ଲାଗୁଥିବେ।ଆପଣ ଏଠାରେ ନିଜର ଉପରେ ଭରସା ରଖିବାର କ୍ବାଲିଟି ରଖିବା ଦରକାର।ଝିଅ ମାନଙ୍କୁ ଏଭଳି ଲାଗିବା ଦରକାର ଯେ ସେ ଯଦି ଆପଣଙ୍କୁ କୋୖଣସି କଥା କହୁଛି ତେବେ ସେ ଜାଣିଛି ଯେ ଏକଥା କେହି ଜାଣିବେ ନାହିଁ ଆପଣଙ୍କ ଛଡା।ମାନେ ତାର ଆପଣଙ୍କର ଉପରେ ସମ୍ପୂର୍ଣ ଭାବରେ ବିଶ୍ୱାସ ଅଛି ଆପଣ ତାର କଥାକୁ କାହାରି ଆଗରେ ପ୍ରକାଶ କରିବେ ନାହିଁ।
ଏଠାରେ କଣ ହୁଏ ନା ଅନେକ ବ୍ୟକ୍ତି ମାନେ ଅଛନ୍ତି ଯେଉଁ ମାନଙ୍କୁ ସେମାନଙ୍କ ପ୍ରେମିକା ମାନେ ମନା କରିଥାନ୍ତି ଏହି କଥା କାହାରି ଆଗରେ ନକହିବା ପାଇଁ।କିନ୍ତୁ ଏହା ପରେ ବି ସେମାନେ ଯାଇ ସେହି କଥାକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଥାନ୍ତି।ଏହା ଦ୍ୱାରା ଝିଅଟିର ବିଶ୍ୱାସ ଆପଣଙ୍କ ଉପରୁ ଉଠି ଯାଇ ଥାଏ।ସେ ଆପଣଙ୍କୁ ଭରସା କରି ନଥାଏ।ଆପଣଙ୍କ ଆଗରେ କୌଣସି କଥା କହି ନଥାଏ।ଯଦି କୌଣସି ଏକ ସୁନ୍ଦର ଝିଅ ଆପଣଙ୍କୁ ବାରମ୍ବାର ଦେଖୁଛି ,ଆପଣ ଯୋଉଠିକୁ ଗଲେବି ଆପଣଙ୍କ ପଛେ ପଛେ ଯାଉଛି।ଆପଣଙ୍କର ସବୁ ହରକତକୁ ବାରମ୍ବାର ଦେଖୁଛି।ଯଦି ସେ ଏପରି କରୁଛି ତେବେ କିଛି ପୁଅ ମାନେ ଅଧିକ ମାତ୍ରାରେ ସେମାନଙ୍କ ପ୍ରତି ଏକ୍ସସାଇଟେଡ଼ ହୋଇ ସେମାନଙ୍କ ପାଖକୁ ଯାଇଥାନ୍ତି।ସେମାନଙ୍କ ପାଖକୁ ଗଲା ପରେ ଝିଅ ମାନେ ଏଭଳି ଭାବରେ ରିଆକ୍ଟ କରିଥାନ୍ତି ଯେପରି ସେମାନଙ୍କୁ ସେମାନେ ଜାଣି ନାହାନ୍ତି କି ଆଗରୁ କେବେବି ଦେଖି ନାହାନ୍ତି।
ଯଦିବା ଆପଣ ସେମାନଙ୍କର ନମ୍ବର ଆଣି କୌଣସି ପ୍ରକାରର ମେସେଜ କଲେ।ତେବେ ଆପଣଙ୍କୁ ସେମାନେ କୌଣସି ରିପ୍ଲାଇ ଦେଇ ନଥାନ୍ତି।କେବଳ ସିନ କରି ଛାଡ଼ିଦେଇ ଥାଆନ୍ତି।ଏଠାରେ ଆପଣ ବଡ ଚିନ୍ତାରେ ପଡ଼ି ଯାଇଥାନ୍ତି।ଆରେ ଇଏ ହେଉଉଛି କଣ ।ଯଦି ଝିଅଟି ଭଲପାଉ ନାହିଁ ତେବେ ଦେଖୁଛି କଣ ପାଇଁ। କଣ ପାଇଁ କଥା ହଉନି ।ବିଭିନ୍ନ ପ୍ରକାରର ଚିନ୍ତା ଆପଣଙ୍କର ମୁଣ୍ଡକୁ ଆସିଥାଏ।ତେବେ ଆପଣ ଏଠାରେ ପ୍ରଥମେ ଝିଅଟି ସହିତ ଭଲ ଭାବରେ ମିଶନ୍ତୁ।ଝିଅଟି ପାଇଁ ଟିକେ ସମୟ ଦିଅନ୍ତୁ।ଝିଅଟିର ମନ ପସନ୍ଦର କଥା କୁହନ୍ତୁ।ତାଙ୍କୁ ଯେପରି ଲାଗିବ ଆପଣ ତାଙ୍କ ପାଇଁ ପୁରା ଠିକ ଅଛନ୍ତି।ପ୍ରପୋଜ କରିବା ପୂର୍ବରୁ ଆପଣ ପ୍ରଥମେ ଝିଅଟିର ବେଷ୍ଟ ଫ୍ରେଣ୍ଡ ହୋଇ ତାର ମନକୁ ଜିତିବାକୁ ଚେଷ୍ଟା କରନ୍ତୁ।ଏହାପରେ ଯଦି ଆପଣ ଯାଇ ସେହି ଝିଅଟିକୁ ପ୍ରପୋଜ କରିବେ ସେ ଆଦୌ ମନା କରିବ ନାହିଁ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।