ranga

ବାଛନ୍ତୁ ଗୋଟିଏ ରଙ୍ଗ ଜାଣନ୍ତୁ ୨୦୨୨ ଆପଣଙ୍କ କିପରି ରହିବ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ଵ୍ୟକ୍ତି ସେମାନଙ୍କ ଜୀବନରେ ଘଟୁଥିଵା ଘଟଣା ମାନ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ର ଉପରେ ନିର୍ଭର କରିଥାନ୍ତି , ଏବଂ ସେମାନଙ୍କ ଜୀବନରେ ଘଟିବାକୁ ଥିବା ଘଟଣା ମାନ ପାଇ ଆଗ୍ରହି ହୋଇଥାନ୍ତି , ଆଜି ଆମେ ଆପଣଙ୍କୁ ଉପରେ ତିନୋଟି ରଙ୍ଗ ଦେବୁ ଏଥିମଧ୍ୟରୁ ଗୋଟିଏ ରଙ୍ଗ ପସନ୍ଦ କରନ୍ତୁ ଏବଂ ଜାଣନ୍ତୁ ନିଜ ଭବିଷ୍ୟତରେ ଆସିବାକୁ ଥିବା ୨୦୨୨ କିପରି ଵିତିବାକୁ ସେ ବିଷୟରେ ,

ବନ୍ଧୁଗଣ ଯଦି ଆପଣ ପ୍ରଥମ ନଜରରେ ନୀଳ ରଙ୍ଗ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ଲମ୍ବା ସମୟ ଧରି ବିଭିନ୍ନ ପ୍ରକାରର ସମସ୍ଯା ଲାଗି ରହିଛି , ଏବଂ ଆପଣ ବହୁତ ହିଁ ଗମ୍ଭୀର ଵ୍ୟକ୍ତି ଅଟନ୍ତି ଯିଏକି ଅଯଥାରେ ସମୟ ଅତିବାହିତ କରିବାକୁ ପସନ୍ଦ କରିନଥାନ୍ତି , ଏବଂ ନିଜ ଭବିଷ୍ୟତ ଓ କ୍ୟାରିୟରକୁ ନେଇ ଆପଣ ସର୍ବଦା ଆଗକୁ ଯାଇଥାନ୍ତି , ଆପଣ ଯେକୌଣସି ନିର୍ଣ୍ଣୟ ନେବାରେ ଦ୍ଵନ୍ଦାତ୍ମକ ଚିନ୍ତାରେ ରହିଥାନ୍ତି ,

rasi4

ଆପଣ ବିବାହିତା ହୋଇଥିଲେ ନିଜର ଜୀବନ ସାଥିଙ୍କ କଥା ଶୁଣନ୍ତୁ , ଆପଣ ଜୀବନରେ ନିଶ୍ଚିତ ଭାବେ ସଫଳ ହେବେ , ବନ୍ଧୁଗଣ ଯଦି ଆପଣ ପ୍ରଥମ ନଜରରେ ହଳଦୀଆ ରଙ୍ଗକୁ ବାଛିଛନ୍ତି ତେବେ ଆପଣ ବହୁତ ହିଁ ଧୌର୍ଯ୍ୟଵାନ , ବିବେକଵାନ , ଏବଂ ଜ୍ଞାନି ଵ୍ୟକ୍ତି ଅଟନ୍ତି , ଯେଉଁ କ୍ଷେତ୍ରରେ ଆପଣ ରହିଥାନ୍ତି ସର୍ବଦା ଉଚ୍ଚ ସ୍ଥାନରେ ରହିଥାନ୍ତି , ଏବଂ ପବିତ୍ର ସ୍ଵଭାବ ସଂପୁର୍ଣ୍ଣ ଵ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ,

rasi1

ଏହା ସହିତ ଆପଣ ଵହୁତ ଖର୍ଚ୍ଚୀ ସ୍ଵଭାବର ହୋଇଥାନ୍ତି , ଯାହାଫଳରେ ଆପଣଙ୍କ ଜୀବନରେ ବହୁତ ପ୍ରକାରର ସମସ୍ଯାମାନ ଆସିଥାଏ , ଏବଂ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିପାରେ , ୨୧ ବର୍ଷ ୩୭ ବର୍ଷ ଏଵଂ ୪୩ ବର୍ଷ ବୟସରେ ଆପଣ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ , ତଥା ଏହି ଅଵଧିରେ ଆପଣଙ୍କ ଜୀବନରେ ଏତେ ଧନ ଆସିବ କି ଆପଣ କେବେ ସ୍ବପ୍ନରେ ଭାବିନଥିଵେ ,

ବନ୍ଧୁଗଣ ଯଦି ଆପଣ ଲାଲ ରଙ୍ଗ ବାଛିଛନ୍ତି ତେବେ ଆପଣ ଦେଖିବାକୁ ବହୁତ ସୁନ୍ଦର , ଆକର୍ଷକ ଏବଂ ସମସ୍ତଙ୍କ ମନ ମୋହୀନେଵା ପରି ଵ୍ୟକ୍ତି ଅଟନ୍ତି , ଯିଏ ଆପଣଙ୍କ ସହ ଥରୋଟି ମିଶିଥାନ୍ତି ସେ କେବେ ଆପଣଙ୍କୁ ଭୁଲି ପାରନ୍ତି ନାହିଁ , ଆପଣ ପ୍ରାୟତଃ ଅଧିକ ଗପିବାକୁ ପସନ୍ଦ କରିଥାନ୍ତି , ଏବଂ ସର୍ବଦା କାହା ସହ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି , ଆପଣଙ୍କ ହୃଦୟ ପୁର୍ଣ୍ଣ ଭାବରେ ସଫା ହୋଇଥାଏ , କିନ୍ତୁ କେବେ କେବେ ଆପଣ ଠକାମିର ଶିକାର ହୋଇଥାନ୍ତି , ଆପଣ ଜଣେ କଳାକାର , ସଂଗିତଜ୍ଞ , ମୋଟିଭେଟର , ଶିକ୍ଷକ ଓ ଜଣେ ବ୍ୟାପାରୀ ହୋଇପାରନ୍ତି , ତେବେ ଜାଣିଲେ ଆପଣଙ୍କର ୨୦୨୨ କିପରି ରହିବ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *