brusa

୨୦୨୨ ମସିହା ବୃଷ ରାଶିଙ୍କ ପାଇଁ ଅଚ୍ୟୁତାନନ୍ଦଙ୍କ ଗ୍ରହ ସଂହିତାରୁ ଉଦ୍ଦୃତ ପ୍ରତିକାର , ଦିନ ଓ ସମୟ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମତଃ ଆପଣମାନଙ୍କୁ ନୂଆ ବର୍ଷ ୨୦୨୨ ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା , ଏହି ବର୍ଷ ଆପଣଙ୍କ ପାଇଁ ମଙ୍ଗଳକାରୀ ହେଉ , ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚିତ ଭାବେ ଫଳ ପ୍ରଦ ହେଉ , ତେବେ ଆଜି ଆମେ ଜାଣିବା ନୂତନ ବର୍ଷ ୨୦୨୨ ମସିହା ବୃଷ ରାଶି ବିଷୟରେ , ରାଶି ଚକ୍ରରର ପରବର୍ତ୍ତୀ ରାଶି ଦ୍ଵିତୀୟ ସ୍ଥାନରେ ଅବସ୍ଥାନ କରୁଛନ୍ତି ବୃଷ ରାଶି , ବୃଷ ରାଶିର ଅଧିପତି ହେଉଛନ୍ତି ଶୁକ୍ର , ବୃଷ ରାଶିରେ ଇଷ୍ଟ ଦେଵୀ ହେଉଛନ୍ତି ମାଁ କମଳା ମହାଲକ୍ଷ୍ମୀ ,

ବୃଷ ରାଶିର ସ୍ଵଭାବ ଯେଉଁମାନେ ରାଜନୀତି କ୍ଷେତ୍ରରେ ଅଛନ୍ତି ବିଶେଷ କରି ୨୦୨୨ ରେ ଯେହେତୁ ଆପଣଙ୍କର ଶନିଙ୍କ ର ଦୁଇଟି ଭୋଗ ହୁଏ ଗୋଟିଏ ହେଉଛି ଶନି ମହାଗ୍ରହଙ୍କର ମହାଦଶା , ଗୋଟିଏ ହେଉଛି ଅନ୍ତର ଦଶା , ଏବଂ ଶନି ଦେବଙ୍କ ସାଢ଼େ ସାତି , ଆଉ ଗୋଟିଏ ହେଉଛି ଆଢେଇଆ ଏଇ ଶନି ସପ୍ତାହ ଆପଣଙ୍କ ଶେଷ ଭାଗରେ ଯାଉଛି , ଶନି ଆପଣଙ୍କ ପାଦରେ ଅବସ୍ଥାନ କରୁଛନ୍ତି , ଶନି ଦେବ ଯିବା ପୂର୍ବରୁ ଆପଣଙ୍କୁ ବହୁତ ସୁଖ ଶାନ୍ତି ପ୍ରଦାନ କରିବେ , ରାଜନିତି କ୍ଷେତ୍ରରେ ଆପଣ ସଫଳତା ପ୍ରଦାନ କରିବେ , ବିଦ୍ୟାର୍ଥୀ ମାନେ ବିଦ୍ୟା ଲାଭ କରିପାରିବେ ଗୃହୁଣୀ ମାନଙ୍କର ସମସ୍ତ କାର୍ଯ୍ୟ ସମସ୍ତ କାର୍ଯ୍ୟ ଉତ୍ତମ ଭାବରେ ହେବ ,

rasi4

ବ୍ୟବସାୟ ମାନଙ୍କର ବ୍ୟବସାୟ ଉନ୍ନତି ମଧ୍ୟ ୨୦୨୨ ରେ ଦେଖା ଦେବ , ଏବଂ ବୃଷ ରାଶିର ଵ୍ୟକ୍ତି ବିଶେଷଙ୍କ ପାଇଁ ଏ ସବୁ ଭଲ ଥିବା ସତ୍ତ୍ବେ ମଧ୍ୟ ମଝିରେ ମଝିରେ ରାହୁଲଙ୍କ ପ୍ରଭାଵରୁ କିଛିଟା ବାଧା ବିପତ୍ତି ଆସିବ , ଗୃହରେ ଅଶାନ୍ତି ମଧ୍ୟ ଲାଗି ରହିବ , ଯାନବାହାନ ଦୁର୍ଘଟଣା ଘଟି ପାରେ , ଯେହେତୁ ଦଶମ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଛନ୍ତି ସେଥିପାଇଁ ସାବଧାନ ରହିବେ , ସତର୍କତା ଅବଲମ୍ବନ କରନ୍ତୁ ଏବଂ ଅନେକ ସମସ୍ୟା ଆସିଲେ ମଧ୍ୟ ବୃଷ ରାଶିର ଵ୍ୟକ୍ତି ଏ ସବୁକୁ ବଡ଼ ସରଳ ଭାବରେ ଧର୍ଯ୍ୟ ସହକାରେ ସମାଧାନର ପନ୍ଥା ପାଇବେ ,

laxmi1

ଆପଣଙ୍କ ରାଶି ଇଷ୍ଟ ଦେଵୀ ହେଉଛନ୍ତି ମହାଲକ୍ଷ୍ମୀ , ମହାଲକ୍ଷ୍ମୀଙ୍କୁ ଚିନ୍ତନ କରନ୍ତୁ , ପ୍ରତିକାର ଦ୍ଵାରା ଆପଣ ଅଶୁଭତ୍ଵକୁ ଦୂର କରି ପାରିବେ ଓ ଶୁଭ ଫଳ ପାଇବେ , ଵାସୁଆ ଵଳଧ ଶିଵ ମନ୍ଦିରରେ ତାର ଡାହାଣ କାନରେ ଆପଣଙ୍କ ଯେଉଁ ସମସ୍ୟା ଥିବା ତାହା କହିବେ , ମହାଦେବ ମନ୍ଦିରକୁ ସାତ ଘେରା ପରିକ୍ରମା କରିବେ , ପରିକ୍ରମା କରି ଘରକୁ ଆସିବେ , ବୃଷ ରାଶିରେ ମହାଲକ୍ଷ୍ମୀଙ୍କର ବିଜୟ ମନ୍ତ୍ର ୨୧ ଥର ପାଠ କରନ୍ତୁ , ଏହି ମନ୍ତ୍ର ଦେବୀ ଭାଗବତରେ ବ୍ୟାସଦେବ ବା ଵେଦ ଵ୍ୟାସ ଯୁଧିଷ୍ଠିର ମହାରାଜାଙ୍କୁ ଏହି ମନ୍ତ୍ର ପ୍ରଦାନ କରିଥିଲେ , ଯେଉଁ ବୀଜ ମନ୍ତ୍ର ଜପ ଦ୍ଵାରା ମହାରାଜା ଯୁଧିଷ୍ଠିର କୈରଵ ସେନା

ଉପରେ ବିଜୟ ପ୍ରାପ୍ତ କରି ୩୩ ବର୍ଷ କାଳ ହସ୍ତିନା ରାଜ୍ୟରେ ରାଜତ୍ଵ କରୁଥିଲେ , ଏହି ମନ୍ତ୍ର ପାଠ କଲେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ , ଅର୍ଥ ଆଗମନ ହେବ ଆପଣଙ୍କ ପାଖରେ ମାଁ ଲକ୍ଷ୍ମୀ ରହିବେ ଯେଉଠି ମା ଲକ୍ଷ୍ମୀ ରୁହନ୍ତି ସବୁ ପରିପୂର୍ଣ୍ଣ ହୋଇଯାଏ , ରାଶି ଫଳ ସହିତ ଯେଉଁ ପ୍ରତିକାର ଦେଉଛୁ ତାହା ହେଉଛି ଅଚୁ୍ୟତାନନ୍ଦ ଙ୍କର ଗ୍ରହ ସଂହିତାର ପ୍ରତିକାର , ଯଦି ଆପଣଙ୍କ ଜୀବନରେ ବାଧା ଅଧିକ ଲାଗି ରହୁଛି ତେବେ ଏହି ମନ୍ତ୍ର ଆପଣ ଅମାବାସ୍ୟା ଦିନ ଠାରୁ ଆରମ୍ଭ କରି ଏହି ମନ୍ତ୍ର ଜପ କରନ୍ତୁ , ପୁର୍ଣିମା ପର୍ଯ୍ୟନ୍ତ ଜପ କରନ୍ତୁ ଯେଉଦିନ ପୁର୍ଣ ହେବ ସାତ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ , ଆପଣଙ୍କ ଜୀବନର ସମସ୍ତ ଦାରିଦ୍ର୍ୟ ଦୂର ହେବ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *