bada

ଘରେ ଧନର ଅଭାବ ଥିଲେ କରନ୍ତୁ ଏହି ଉପାୟ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମତଃ ଆପଣମାନଙ୍କୁ ନୂଆ ବର୍ଷ ୨୦୨୨ ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା , ଏହି ବର୍ଷ ଆପଣଙ୍କ ପାଇଁ ମଙ୍ଗଳକାରୀ ହେଉ , ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚିତ ଭାବେ ଫଳ ପ୍ରଦ ହେଉ , ତେବେ ଆଜି ଆମେ ଜାଣିବା ନୂତନ ବର୍ଷ ୨୦୨୨ ମସିହାରେ କରନ୍ତୁ ଏହି ଖାସ୍ ଉପାୟ ବର୍ଷ ସାରା ହେବ ଧନର ବର୍ଷା , ଏହି ଗୋଟିଏ ଛୋଟିଆ ପ୍ରୟୋଗରେ ଆପଣଙ୍କୁ ଅନେକ ଶୁଭ ଖବର ମିଳିବ କାରଣ ଏହି ନୂଆ ବର୍ଷ ଆପଣଙ୍କ ପାଇଁ ନେଇ ଆସୁଛି ଏକ ଶୁଭ ସମୟ ,

ପ୍ରତ୍ୟେକ ଲୋକଙ୍କ ଇଛା ଥାଏ ଯେ ତା ପାଖରେ ପ୍ରଚୁର ଧନ ରହୁ ଏବଂ ଏହା ଦ୍ଵାରା ସେ ତାର ସବୁ ଜରୁରି ଇଛାକୁ ପୂରଣ କରୁ , କିନ୍ତୁ ସମସ୍ତଙ୍କ ଭାଗ୍ୟ ଏପରି ହୋଇଥାଏ କିଛି ଲୋକ ନିଜ ଲକି କାରଣରୁ ଧନୀ ହୋଇଯାଇଥାନ୍ତି , କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ନିତିଦିନିଆ ଖାଦ୍ୟକୁ ଖାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି , କିନ୍ତୁ ଆଜିର ଏହି ଛୋଟିଆ ପ୍ରୟୋଗ ଚାନ୍ଦିର ପ୍ରୟୋଗ ଅଟେ , ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ପାଖରେ କେବେବି ଧନର ଅଭାବ ରହିବ ନାହିଁ , ଆପଣଙ୍କ ଜାଣିବା ପାଇଁ କହିଦେଉଛୁ ଯେ ଯେଵେଵି ଆପଣ ଟଙ୍କା ନେଉଛନ୍ତି ତେବେ ଆପଣ ପାଞ୍ଚଟି ଆଙ୍ଗୁଳି ଧରି ନିୟନ୍ତୁ , ଏହା ଦ୍ଵାରା ଆପଣଙ୍କ ଉନ୍ନତି ବଢିଚାଲିଵ , ଆପଣଙ୍କୁ ନଅଟି ନବଗ୍ରହର ସାଥ ମିଳିବ ,

rasi4

ଯେତେବେଳେ ବି ଆପଣ କାହା ପାଖରୁ ଧନ ଆଣୁଛନ୍ତି ତେବେ ସେ ପାଞ୍ଚଟି ଆଙ୍ଗୁଳି ଧରି ଦେଉ ଓ ଆପଣ ବି ଯଦି ଧନ ଆଣୁଛନ୍ତି ପାଞ୍ଚ ଆଙ୍ଗୁଳି ଲଗାଇ ମୁଠା କରି ଆଣନ୍ତୁ , ଏହା ଥିଲା ପ୍ରଥମ ଉପାୟ ଯାହା ବହୁତ ସରଳ ଅଟେ , ଦ୍ଵିତୀୟ ଉପାୟ ହେଲା ଯଦି ଆପଣ କାହାକୁ ଚାନ୍ଦିର ଟଙ୍କା ବା ପଇସା ଦେଉଛନ୍ତି ତେବେ ଆପଣ ସେମାନଙ୍କୁ ୧୧ ଟଙ୍କା ବା ୨୧ ଟଙ୍କା ଏପରି କରି ଦିୟନ୍ତୁ , କେବେବି ୧୦ ,୨୦, ୫ ଏପରି ଦିଅନ୍ତୁ ନାହିଁ ,ତୃତୀୟ ଉପାୟ ହେଲା ବେଳେ ବେଳେ ଲାଗେ ଆପଣଙ୍କର ପର୍ସ ପୁରା ଖାଲି ହୋଇଗଲା ପରି ସେଥିପାଇଁ ଆପଣ ଏକ ଟଙ୍କା ନିୟନ୍ତୁ ଏବଂ ଏହାକୁ ଏକ ଲାଲ କପଡ଼ାରେ ବାନ୍ଧି ମାଁ ଲକ୍ଷ୍ମୀଙ୍କ ପାଖରେ ରଖି ଦିଅନ୍ତୁ ,

laxmi

ଏବଂ ମନ୍ତ୍ର ଉଚ୍ଚାରଣ ପରି ପୂଜା କରି ଆପଣ ସେହି ଟଙ୍କାକୁ ପର୍ସରେ ରଖି ଦିଅନ୍ତୁ , ଏଥି ଦ୍ଵାରା ଧନ ବୃଦ୍ଧି ହେବାକୁ ଲାଗିବ ,ଚତୁର୍ଥ ହେଲି କେତେ ଥର ଏପରି ହୋଇଥାଏ ଯେ ଆପଣଙ୍କ ପର୍ସ ଖାଲି ହୋଇଯାଏ ଯାହାଫଳରେ ଆପଣ ଚିନ୍ତାରେ ପଡିଯାଇଥାନ୍ତି , ସେଥିପାଇଁ ଆପଣ ଏକ କଏନକୁ ନେଇ ସେଥିରେ ସିନ୍ଦୂର ବା ନେଲପଲିସରେ ନିଜ ନାମର ପ୍ରଥମ ଅକ୍ଷର ଲେଖି ଆପଣଙ୍କ ଛାତ ଉପରେ ଚନ୍ଦ୍ର ମାଁ କିରଣ ଆଡ଼କୁ ମୁହଁ କରି ରଖିଦିୟନ୍ତୁ , ରାତିସାରା ରହିବା ପରେ ତାକୁ ଆଣି ନିଜ ପର୍ସରେ ରଖନ୍ତୁ ଦେଖିବେ ଆପଣଙ୍କର ଧନ ବୃଦ୍ଧି ହେବାକୁ ଲାଗିବ ,

କେତେକ କ୍ଷେତ୍ରରେ ଏପରି ହୋଇଥାଏ ଯେ ଆପଣ ଧାର କରିଥିବା ପଇସା ଆପଣଙ୍କର ଚିନ୍ତା ବଢାଇ ଥାଏ ତେବେ ଏଥିପାଇଁ ଆପଣ ମୁଠାଏ ଭାଙ୍ଗି ନ ଥିବା ଚାଉଳ , ମସୁର ଡାଲି , ଗୋଟିଏ ପଇସା ନିୟନ୍ତୁ , ଏହାକୁ ଏକ ଲାଲ କପଡ଼ାରେ ବାନ୍ଧି ନିଜ ମୁଣ୍ଡ ଚାରିପଟେ ବୁଲେଇ ଏହାକୁ ନେଇ ଓସ୍ତ ଗଛ ମୂଳରେ ରଖି ଦିଅନ୍ତୁ ଏବଂ ପଛକୁ ନ ବୁଲି ଫେରିଆସନ୍ତୁ ଦେଖିବେ ଆପଣଙ୍କ ଧାର କରଜ ଋଣ ସବୁ ମୁକ୍ତ ହୋଇଯିଵ ,ଯଦି ଆପଣ ଚାହୁଁଛନ୍ତି ଯେ ମାଁ ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତୁ ତେବେ ଆପଣ ଏକ ମାଟି କଳସ ବା ଏକ ଦୀପ ନିୟନ୍ତୁ ଏବଂ ସେଥିରେ ଅଳ୍ପ ଚାଉଳ ଓ ଦୁବ ଘାସ ଓ ପଇସା ଏକ ଲାଲ କପଡ଼ାରେ ବାନ୍ଧି ରଖନ୍ତୁ ଏବଂ ଏହାକୁ ଘରର ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ , ଧନ ବୃଦ୍ଧି ହେବ ଏହା ଦ୍ଵାରା ଧନର ଅଭାବ ଦେଖାଯିବ ନାହିଁ ତେବେ ଏହା ଥିଲା କିଛି ବିଶେଷ ଉପାୟ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *