ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମତଃ ଆପଣମାନଙ୍କୁ ନୂଆ ବର୍ଷ ୨୦୨୨ ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା , ଏହି ବର୍ଷ ଆପଣଙ୍କ ପାଇଁ ମଙ୍ଗଳକାରୀ ହେଉ , ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚିତ ଭାବେ ଫଳ ପ୍ରଦ ହେଉ , ଆପଣଙ୍କର ସବୁ ବିପତ୍ତି ଖଣ୍ଡନ ହେଉ, ସୁଖ ଐଶ୍ଵର୍ଯ୍ୟ , ଭୈଭଵ ଆପଣ ମାନେ ପ୍ରାପ୍ତି କରନ୍ତୁ , ଆପଣମାନେ ପ୍ରତ୍ୟେକ କ୍ଷେତ୍ରରେ ନିଶ୍ଚିତ ଭାବେ ଜୟଯୁକ୍ତ ହୁଅନ୍ତୁ , ତେବେ ଆଜି ଆମେ ଜାଣିବା ନୂତନ ବର୍ଷ ୨୦୨୨ ମସିହା ଏହି ଆଠ ଗୋଟି ରାଶିଙ୍କୁ ମିଳିବ ସତ ପ୍ରେମ ଏବଂ ହେବ ପ୍ରେମ ଵିଵାହ , ପ୍ରତ୍ୟେକ ବର୍ଷ ଆମ ପାଇଁ କିଛି ଖୁସି ଖବର ନେଇ ଆସିଥାଏ , କିଏ ନିଜ କ୍ୟାରିୟରକୁ ନେଇ ଉତ୍ସାହିତ ରହିଥାଏ ତ କିଏ ଵିଵାହକୁ ନେଇ ଉତ୍ସାହିତ ରହିଥାଏ ,
ଆଜି ଆମେ ସେହି ରାଶି ବିଷୟରେ ଜଣାଇବାକୁ ଯାଉଛୁ ଯେଉଁମାନଙ୍କୁ ସତ ପ୍ରେମ ମିଳିବାକୁ ଯାଉଛି ଏହି ୨୦୨୨ ମସିହାରେ , ଏବଂ ଯେଉଁମାନେ ପ୍ରେମରେ ଅଛନ୍ତି ସେମାନଙ୍କର ହେବ ପ୍ରେମ ଵିଵାହ ,ତେବେ ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ,ପ୍ରଥମେ ହେଲା ବୃଷ ରାଶି , ବର୍ଷ ୨୦୨୨ ବୃଷ ରାଶିର ଵ୍ୟକ୍ତି ମାନଙ୍କ ପାଇଁ ବହୁତ ହିଁ ଶୁଭ ରହିଵ , ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ତେବେ ତାଙ୍କ ପରିବାର ଲୋକଙ୍କୁ ଜଣାଇବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ , କାରଣ ପ୍ରେମ ମାମଲାରେ ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ ,ଦ୍ଵିତୀୟ ହେଲା କାନ୍ୟା ରାଶି , କନ୍ୟା ରାଶିର ଵ୍ୟକ୍ତି ବିଶେଷଙ୍କ ପାଇଁ ଏହି ବର୍ଷ ବହୁତ ମଙ୍ଗଳକାରି ଅଟେ , ଏମାନଙ୍କୁ ସତ ପ୍ରେମ ମିଳିବାର ଯୋଗ ଵନୁଅଛି , ଯେଉଁମାନେ ଏ ପର୍ଯ୍ୟନ୍ତ ଏକା ଅଛନ୍ତି ସେମାନଙ୍କୁ ତାଙ୍କ ପାଟନର୍ ମିଳିବାର ବହୁତ ସମ୍ଭାବନା ରହିଛି ,
ତୃତୀୟ ହେଲା ମେଷ ରାଶି ଏହି ରାଶିମାନଙ୍କର ପାଇଁ ବର୍ଷ ଆରମ୍ଭ ଟିକେ କଷ୍ଟ ଦାୟକ ହୋଇପାରେ , ଏ ବର୍ଷ ଆପଣ ଲଭ ରେ ଥିଲେ ସେଥିପାଇଁ ଵିଵାହ ଘର ପ୍ରସ୍ତାବ ନିଶ୍ଚିତ ଭାବେ ହେବ , ଏ ବର୍ଷ ଆପଣଙ୍କର ଲଭ କ୍ଷେତ୍ରରେ ସଫଳ ରହିବେ , ରୋମାନ୍ସ ଓ ପ୍ରେମ ରେ ଏହି ଵର୍ଷଟି କଟିବ ,ଚତୁର୍ଥ ହେଲା ମିଥୁନ ରାଶି , ଏହି ବର୍ଷ ଆପଣଙ୍କର ଲଭ ଲାଇଫ ଭଲ ଓ ରୋମାନ୍ସର ସହ ଆରମ୍ଭ ହେବ , ଏହି ରାଶିର ଲୋକମାନଙ୍କ ପାଇଁ ପୁର୍ଣ୍ଣ ସତ ପ୍ରେମ ମିଳିବାର ସୂଚନା ମିଳୁଛି , ଏମାନଙ୍କୁ ଏହି ବର୍ଷ ଭଲ ପାଇବାରେ କୈାଣସି ଅଶୁଵିଧା ମଧ୍ୟ ଦେଖା ଦେବ ନାହିଁ ,
ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ପରିବାର ଲୋକଙ୍କ ସହ ସେୟାର କରିବା ପାଇଁ ଭଲ ସମୟ ରହିଅଛି , କାରଣ ପ୍ରେମ ମାମଲାରେ ଏହି ମିଥୁନ ରାଶି ପାଇଁ ଶୁଭ ରହିଛି , ବିଶେଷ କରି ଫେବୃଆରୀ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଭଲ ସମୟ ରହିଛି ,ପଞ୍ଚମ ହେଲା ସିଂହ ରାଶି , ୨୦୨୦ ଓ ୨୦୨୧ ରେ ଆପଣ ପ୍ରେମ ମାମଲାରେ ଯେଉଁ ସବୁ ସମସ୍ଯା ସୃଷ୍ଟି ହୋଇଥିଲା ତାହା ଏହି ବର୍ଷ ୨୦୨୨ ତାହା ଦେଖା ଦେବ ନାହିଁ , ବିଶେଷ କରି ସତ ପ୍ରେମ ପାଇବେ , ଯଦି ଆପଣ ଚାହୁଁଛନ୍ତି କାହାକୁ ଲଭ ପ୍ରସ୍ତାବ ରଖିବା ପାଇଁ ତେବେ ଏହା ଶୁଭ ସମୟ ଅଟେ ,
ଏହି ବର୍ଷ ଆପଣଙ୍କର ଲଭ ମେରେଜ ହୋଇପାରେ , ଆପଣଙ୍କର ଵିଵାହ ଏକ ରୋମାଣ୍ଟିକ ରହିବ ।କଷଷ୍ଠ ମକର ରାଶି , ଯଦି ଆମେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖିବା ଯେ ଏହି ବର୍ଷ ଆପଣଙ୍କର ଲଭ ଲାଇଫ ଭଲ ଓ ରୋମାନ୍ସର ସହ ଆରମ୍ଭ ହେବ , ଏହି ରାଶିର ଲୋକମାନଙ୍କ ପାଇଁ ପୁର୍ଣ୍ଣ ସତ ପ୍ରେମ ମିଳିବାର ସୂଚନା ମିଳୁଛି , ଏମାନଙ୍କୁ ଏହି ବର୍ଷ ଭଲ ପାଇବାରେ କୈାଣସି ଅଶୁଵିଧା ମଧ୍ୟ ଦେଖା ଦେବ ନାହିଁ , ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ପରିବାର ଲୋକଙ୍କ ସହ ସେୟାର କରିବା ପାଇଁ ଭଲ ସମୟ ରହିଅଛି , ତେବେ ଏହା ଥିଲା ସେହି ଛଅଟି ଭାଗ୍ୟ ଶୀଳ ରାଶି ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।