lembu

ଘରେ ସୁଖ ଶାନ୍ତି, ଚାକିରି, ଵିଵାହ, ସନ୍ତାନ ପ୍ରାପ୍ତି, ସବୁ ପାଇଁ କରନ୍ତୁ ଲେମ୍ବୁ ଲଙ୍କାର ଏହି ଚମତ୍କାରୀ ଗୁଣ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ଲେମ୍ବୁ ଲଙ୍କାର ଚମତ୍କାରି ତାନ୍ତ୍ରିକ ଗୁଣ , ଲେମ୍ବୁ ରସ ଅମ୍ଳ ଓ ଲଙ୍କା ହେଉଛି ତିଖ , ଲେମ୍ବୁ ଲଙ୍କାର ସହ ମିଶ୍ରଣ ଏକ ପ୍ରକାର କ୍ଷମତାଶାଳୀ ତାନ୍ତ୍ରିକ ଗୁଣ ସୃଷ୍ଟି କରେ , ଵହୁ ଵ୍ୟକ୍ତି ଲେମ୍ବୁ ଲଙ୍କା ପ୍ରୟୋଗ କରି କୃତକାର୍ଯ୍ୟ ହେଉଥିବାରୁ ପ୍ରୟୋଗ କୋୖଶଳ କହିବୁ , ସହ ରାଶି ନିର୍ଦିଷ୍ଟ ବାରରେ ଚନ୍ଦ୍ର ଗ୍ରହଣ ଥିବା ସମୟରେ ଵିଶ୍ଵାସ ସହ ପବିତ୍ର କରି ସୂତା ଲୁଗା

ପିନ୍ଧି ଶୁଭ ମୁହୁର୍ତ୍ତରେ ପୂର୍ବ ଦିଗକୁ ମୁଖ କରି ସୂତା ଆସନରେ ବସି କାର୍ଯ୍ୟ ଆରମ୍ଭ କରିବେ , ଗୋଟିଏ ସୂତାରେ ଗୋଟିଏ ଲେମ୍ବୁ ଏବଂ ସାତୋଟି କଞ୍ଚା ଲଙ୍କା ଛୁଞ୍ଚି ସାହାଯ୍ୟରେ ଗୁନ୍ଥିଲେ ଗୋଟିଏ ମାଳ ହେବ , ପ୍ରତ୍ୟେକ ଚାରୋଟି କଞ୍ଚା ଲଙ୍କା ମଝିରେ ଲେମ୍ବୁ , ଉପରେ ତିନୋଟି କଞ୍ଚା ଲଙ୍କା ରହିବ , ଯେଉଁ କାର୍ଯ୍ୟ ପାଇଁ ଯେତିକି ମାନର ପ୍ରୟୋଜନ ସେତିକି ମାଳ ଗୁନ୍ଥିଵ ,

rasi4

ମାଳ ପ୍ରସ୍ତୁତ ହୋଇଗଲେ ସମସ୍ତ ଲଙ୍କା ଲେମ୍ବୁ ଉପରେ କୁକୁମ ଏବଂ ସିନ୍ଦୂର ଲଗାଇଵ , ଏହା ପରେ ଉକ୍ତ ମାଳ ଗୁଡିକୁ ଝରକା କିମ୍ଵା ଦ୍ଵାର ଉପରେ କଣ୍ଟା ମାରି ଝୁଲାଇ ଦେଵ , ଯେପରି ମାଳରେ ଵାଜି ପବନ ଘର ଭିତରକୁ ଆସିଵ , ତେବେ ଆପଣ ରାଶି ଅନୁସାରେ କେଉଁଦିନ କରିବେ , ମେଷ ରାଶି ବିଛା ରାଶି ଵ୍ୟକ୍ତି ମଙ୍ଗଳ ବାର ଦିନ ଏହି କାର୍ଯ୍ୟ କରିପାରିବେ , ବୃଷ ଏବଂ ତୁଳା ରାଶି ଵ୍ୟକ୍ତି ଶୁକ୍ରବାର ଦିନ କରିପାରିବେ ,

rasi1

ମିଥୁନ ଏବଂ କନ୍ୟା ରାଶି ବୁଧବାର ଦିନ କରିପାରିବେ , କର୍କଟ ରାଶି ସୋମବାର ଦିନ , ସିଂହ ରାଶି ରବିବାର ଓ ଧନୁ ଓ ମୀନ ରାଶି ଗୁରୁବାର , ମକର ଏବଂ କୁମ୍ଭ ରାଶି ଶନିବାର , ବିଭିନ୍ନ କାର୍ଯ୍ୟ ପାଇଁ ମାଳର ସଂଖ୍ୟା ଏବଂ ଦିଵସ , କୁଟୁମ୍ବର ଶାନ୍ତି ପାଇଁ ଆଠ ମାଳା ୨୧ ଦିନ କରିବେ , ସନ୍ତାନ ସୁଖ ପାଇ ଛଅ ମାଳା ୧୮ ଦିନ କରିବେ , ବ୍ୟବସାୟ ଏବଂ ଚାକିରିରେ ଉନ୍ନତି ପାଇଁ ଚାରି ମାଳା ୯୦ ଦିନ କରିବେ ,

ସଂକଟ ସମୟରେ ଦୁଇ ମାଳା ୨୪ ଦିନ କରିବେ , ଧନ ଲାଭ ପାଇଁ ଦଶ ମାଳା ୩୨ ଦିନ କରିବେ , ଵିଵାହ ବିଳମ୍ବ ପାଇଁ ଵାର ମାଳା ୧୬ ଦିନ କରିବେ , ରୋଗ ନିବାରଣ ପାଇଁ ସାତ ମାଳା ୨୧ ଦିନ କରିବେ , ସୁଖ ଶାନ୍ତି ସମୃଦ୍ଧି ପାଇଁ ଛଅ ମାଳା ୧୨ ଦିନ କରିବେ , ଦିବସ ପୁର୍ଣ୍ଣ ହେଲେ ମାଳ କାଢି ନେଇ ନଦୀ କିମ୍ବା ପୋଖରିରେ ବିସର୍ଜନ କରିବେ , ଅଯଥା ପ୍ରୟୋଗ କରିବେ ନାହିଁ ତେବେ ଜାଣିଲେ ଲେମ୍ବୁ ଓ ଲଙ୍କା ର ଚମତ୍କାରୀ ଗୁଣ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *