tanka

ରାସ୍ତାର ଯାଉ ଯାଉ ମିଳିଛି କି ଟଙ୍କା ଜାଣନ୍ତୁ ଏହାର ଅର୍ଥ କ’ଣ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ରାସ୍ତାରେ ପଇସା ମିଳିବାର ଅର୍ଥ କ’ଣ ହୋଇଥାଏ , କ’ଣ ଆପଣଙ୍କ ସହ ଏମିତି ହୋଇଛି , ଏହାର କ’ଣ ରହସ୍ୟ ଅଛି ତେବେ ଆସନ୍ତୁ ଜାଣିବା ,ଯଦି ଆପଣଙ୍କୁ ରାସ୍ତା କଡ଼ରେ ପଇସା ମିଳିବ ତେବେ ଏହା ଆପଣଙ୍କ ପାଇ ଶୁଭ ନା ଖରାପ ଆସନ୍ତୁ ଜାଣିବା , ଚା‌ହେ ଆପଣଙ୍କ ପାଖରେ ଯେତେ ଵି ଧନ ରହୁ ବା ଆପଣ ଯେତେ ବି ଧନ ହେଉ ନା କାହିଁକି , କିନ୍ତୁ ଏବେ ବିନା ପରିଶ୍ରମରେ ଟଙ୍କା ମିଳିବା ତାର ଖୁସି ମଧ୍ୟ ଅଲଗା ହୋଇଥାଏ ,

ଏଇଟା ବହୁତ ଖୁସି ଅଟେ ଯାହା ସମସ୍ତଙ୍କ ସହ ସେୟାର କରିଥାଉ , କିନ୍ତୁ ଆପଣ ଜାଣିଛନ୍ତି ରାସ୍ତାରେ ମିଳୁଥିବା ଟଙ୍କା ଆପଣ ପାଇଁ ଗୁଡ଼ ରହସ୍ୟ ରଖିଥାଏ , ଏହି ଅର୍ଥ ଆଧ୍ୟାତ୍ମିକ ସହିତ ଯୋଡିଛି , ଟଙ୍କା ପଇସାର ଅର୍ଥ ହେଲା ଶକ୍ତି ଓ ମୂଲ୍ୟ , ଏହାର ସଂଵନ୍ଧ ଇତିହାସ ସହିତ ଅଛି , କାରଣ ଏହା ଗୋଟିଏ ହାତରୁ ଅନ୍ୟ ହାତକୁ ଯାଇଥାଏ , ଟଙ୍କାର ସମ୍ଵନ୍ଧ ଶକ୍ତି ସହ ହୋଇଥାଏ ଯାହା ପାଖରେ ଯେତେ ଟଙ୍କା ଅଛି ତାର ସେତେ ଶକ୍ତି ରହିଥାଏ ,

money

ଧନ ଏପରି ଏକ ଜିନିଷ ଅଟେ ଯାହାର କୈାଣସି ପରିଵାର ଦରକାର ନାହିଁ , ଚୀନି ଶାସ୍ତ୍ର ଅନୁସାରେ ଏହାକୁ କେବଳ ଟଙ୍କା ନୁହେଁ ଏହାକୁ ଭଲ ଭାଗ୍ୟ ମଧ୍ୟ କୁହାଯାଇଛି , ଯାହାକୁ ରାସ୍ତାରେ ଟଙ୍କା ମିଳିଥାଏ ତାକୁ ବହୁତ ଲକି ବୋଲି ମନାଯାଏ , କିନ୍ତୁ ଟଙ୍କା ମିଳିବାର ଆଧ୍ୟାତ୍ମିକ ଅର୍ଥ କ’ଣ , ସାମାନ୍ୟ ଅର୍ଥରେ କହିବାକୁ ଗଲେ ଟଙ୍କା ମିଳିବାର ଅର୍ଥ ଆପଣ ଜଣେ ମୂଲ୍ୟବାନ ଲୋକ ଅଟନ୍ତି , ଆପଣଙ୍କୁ ଟଙ୍କା ମିଳିବାର ଅର୍ଥ ଆପଣ ଜଣେ ଖାସ୍ ଅଟନ୍ତି , କେତେ ଲୋକଙ୍କୁ କଏନ ମିଳିଥାଏ ଯାହାର ଅର୍ଥ ଆପଣଙ୍କୁ ଅଦୃଶ୍ୟ ଶକ୍ତି କିଛି ସଂକେତ ଦେବା ପାଇଁ ଚାହୁଁଚି ,

କଏନ ମିଳିଵାର ବହୁତ ଭଲ ଅଟେ , ଏହା ନୋଟ ଅପେକ୍ଷା ବହୁତ ଦିନ ପର୍ଯ୍ୟନ୍ତ ରହିଥାନ୍ତି , ଯେଵେଵି ଆପଣଙ୍କୁ ଟଙ୍କା ମିଳୁଛି ଏହି ବିଶେଷ କାରଵାରର ଧ୍ୟାନ ରଖନ୍ତୁ , ପ୍ରଥମେ ହେଲା ରାସ୍ତାରେ ଟଙ୍କା ମିଳୁଥିବା ସମୟରେ କଣ ଭାବୁଥିଲେ ତାହା ନିଶ୍ଚିତ ଭାବେ ପୁର୍ଣ୍ଣ ହେଵ ,ଯଦି ଆପଣଙ୍କୁ ଗୋଟିଏ ଟଙ୍କା ବା ଯେଉଁ କଏନ ବା ନୋଟ ଉପରେ ୧ ଲେଖା ଥିବ ତେବେ ଏହା ଶୁଭ ହୋଇଥାଏ ,

ଏହା କୈାଣସି ସଫଳ ଦିଗ ଆଡ଼କୁ ସଂକେତ ଦେଉଛି , ଏହାର ଅର୍ଥ ହେଲା ଆପଣ ସଫଳ ହେବାକୁ ଆଗକୁ ବଢୁଛନ୍ତି , କିମ୍ଵା ଆପଣ କୈାଣସି ବି ଉପଲବ୍ଧି ହାସଲ କରି ପାରନ୍ତି , ଦଶ ଟଙ୍କାରୁ ଅଧିକ ଟଙ୍କା ମିଳିବା ଆପଣଙ୍କୁ ସତର୍କ ରହିବାର ଇସାରା କରଇଥାଏ , ଅର୍ଥାତ୍ ଆପଣଙ୍କୁ ଆଗକୁ ବଢିବା ଦରକାର , ଆପଣ ନିଜ ଜୀବନରେ ଯାହା ବି ପାଇବାକୁ ଚାହୁଁଛନ୍ତି ତାହା ପାଇଯିଵେ , ତେବେ ଆପଣଙ୍କୁ ନିଜ ଜୀବନ ଉପରେ ଫୋକ୍ସ କରିବା ଦରକାର ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *