dhanu

ଭଗଵାନ ଶିବ ଦେଇଥିବା ପ୍ରତିକାର ନିଶ୍ଚିତ କରନ୍ତୁ – ଧନୁ ରାଶିର ଲୋକମାନେ ସୁଫଳ ପାଇବେ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମତଃ ଆପଣମାନଙ୍କୁ ନୂଆ ବର୍ଷ ୨୦୨୨ ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା , ଏହି ବର୍ଷ ଆପଣଙ୍କ ପାଇଁ ମଙ୍ଗଳକାରୀ ହେଉ , ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚିତ ଭାବେ ଫଳ ପ୍ରଦ ହେଉ , ତେବେ ଆଜି ଆମେ ଜାଣିବା ନୂତନ ବର୍ଷ ୨୦୨୨ ମସିହା ଧନୁ ରାଶି ବିଷୟରେ ,

ପ୍ରଥମେ ଆମେ ଜାଣିବା ତାଙ୍କର ସ୍ଵଭାବ କିପରି ହୋଇଥାଏ , ଧନୁ ରାଶିର ଵ୍ୟକ୍ତି ବିଶେଷ ମାନେ ଆପଣ ହେଉଛନ୍ତି ଦୟାଳୁ ପର ଉପକାରୀ , ଆପଣ ହେଉଛନ୍ତି ଦାନୀ ଆପଣଙ୍କ ପାଖକୁ କେହି ଵ୍ୟକ୍ତି ସାହାଯ୍ୟ ପାଇଁ ଆସିଲେ ଆପଣ କାହାକୁ ଫେରସ୍ତ କରନ୍ତି ନାହିଁ , ଆପଣଙ୍କ ସ୍ଵଭାବ ହେଉଛି ଉଦାର ଚେତନା , ଆପଣ ଶାସ୍ତ୍ର ପ୍ରିୟ କଳା ପ୍ରିୟ , ଧାର୍ମିକ , ସତ ସଙ୍ଗୀ ଵିଚାର ବନ୍ତ , ଆପଣଙ୍କର ପଦ ପଦବୀରେ ଲାଭ ହେବ ୨୦୨୨ ରେ ,

rasi4
ଧନୁ ରାଶିର ଵ୍ୟକ୍ତି ବିଶେଷ ମାନେ ୨୦୨୨ ରେ ଆପଣଙ୍କ ସ୍ଵାସ୍ଥ୍ୟ ଜନିତ ସମସ୍ୟା କିଛି ଦେଖା ଦେଇପାରେ , ପରିବାରରେ ଅଶାନ୍ତି ଆସିପାରେ , ଶତ୍ରୁ ବିରୋଧ ହେବ , ପଦ ଉନ୍ନତି ଚାହୁଁଥିବା ଵ୍ୟକ୍ତି ମାନଙ୍କର ଅବରୋଧ ହେବ ,ଧନୁ ରାଶି ୨୦୨୨ ମସିହାରେ ଆପଣଙ୍କର କିଛି କଷ୍ଟକର ପରିସ୍ଥିତି ଲାଗି ରହିପାରେ , ସ୍ଵାମୀ ସ୍ତ୍ରୀ ଭିତରେ କିଛି ଝଗଡ଼ା ଝାଣ୍ଟି ଲାଗି ରହିପାରେ , ଆପଣଙ୍କର ମନାନ୍ତର ମତାନ୍ତର ହେଵ , ବନ୍ଧୁମାନଙ୍କ ସହ ବିରୋଧ ହେବ ,

dhanu

ଆପଣଙ୍କୁ ଅପମାନିତ ହେବାକୁ ପଡିପାରେ , ଆପଣଙ୍କ ପାଇଁ ଗୋଟିଏ ପ୍ରତିକାର ହେଉଛି ଯାହା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗ୍ରହ ସଂହିତାର ପ୍ରତିକାର , ତେବେ ଭଗଵାନ ଶିବ କହିଛନ୍ତି ବୋଲି ଶିଷ୍ୟ କହିଛନ୍ତି , ଆପଣ ରବି ପୋଷ୍ୟ ଦିନ ଦୋକାନକୁ ଯାଆନ୍ତୁ ରୂପାର କାଣି ଆଙ୍ଗୁଠି ବଡ଼ ଗଣେଶ ପ୍ରତିମା ପ୍ରସ୍ତୁତ କରନ୍ତୁ , କଞ୍ଚା କ୍ଷୀରରେ ସେ ଗଣେଶ ପ୍ରତିମାକୁ ସ୍ନାନ କରନ୍ତୁ ଏବଂ ଗଣେଶଙ୍କୁ ଲାଲ ଵସ୍ତ୍ର ଉପରେ ରଖନ୍ତୁ ,

ରାଶି ତେଲରେ ଦୀପ ଜାଳନ୍ତୁ ଓ ଲଡୁ ଜଳାନ୍ତୁ , ଏବଂ ଗଣେଶଙ୍କୁ ରଖିଥାନ୍ତୁ , ଯେତେବେଳେ ଆପଣ କୈାଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ଆପଣ ଆପଣଙ୍କର ପକେଟ ରେ ରଖନ୍ତୁ , ଏବଂ ଓଃ ଗଣ ଗଣପତାୟଃ ନମ୍ଃ ଉଚ୍ଚାରଣ କରନ୍ତୁ ଏହି ଗଣେଶ ଆପଣଙ୍କର ସିଦ୍ଧି ଗଣେଶ ହୋଇଯିବେ , ଆପଣ ଯେଉଁଠିକି ବି ଯାଆନ୍ତୁ ନା କାହିଁକି ଆପଣ ସାଥିରେ ନେଇ ଯାଆନ୍ତୁ ଲାଲ କପଡାରେ ରଖନ୍ତୁ ଯେପରି କେହି ନ ଦେଖିପାରନ୍ତି , ନିଶ୍ଚିତ ଭାବେ ଶୁଭ ଫଳ ପ୍ରାପ୍ତି ହେବ , ଅଶୁଭତ୍ଵ ଦୂର ହେବ , ସକରାତ୍ମକ ଶକ୍ତି ଜାଗ୍ରତ ହେଵ ତେବେ ଏହି ଗ୍ରହ ସଂହିତାର ପ୍ରତିକାର ନିଶ୍ଚିତ ଭାବେ କରନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *