ଆଜି ଆମେ ଓଲିଉଡ ଇଣ୍ଡଷ୍ଟ୍ରିର ଦୁଇ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କଥା ହେବାକୁ ଯାଉଛୁ।ଆଜ୍ଞା ସେ ଆଉ କେହି ନୁହଁ ସେ ହେଉଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନି।ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାଖାପାଖି ଏକ ବର୍ଷ ହେବ ଏକୁଟିଆ ରହୁଛନ୍ତି।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନି ଦୁଇଜଣ ଉଭୟଙ୍କର ସହମତିରେ ପ୍ରେମ ବିବାହ କରିଥିଲେ।ଆଉ କୁହାଯାଉଥିଲାକି ଓଲିଉଡର ସବୁଠାରୁ ଭଲ ଯୋଡି ହେଉଛି ଏହି ଦୁଇଟି ଯୋଡି।ଅନୁଭବ ଓ ବର୍ଷାଙ୍କ ଭିତରେ ପ୍ରଥମେ ପ୍ରଥମେ ବହୁତ ଭଲ ପାଇବା ଥିଲା।ଆଉ ଦୁଇଜଣ ମିଶି ଓଡ଼ିଆ ଇଣ୍ଡଷ୍ଟ୍ରିକୁ ବହୁତ ଭଲ ଭଲ ଓ ହିଟ ଚଳଚ୍ଚିତ୍ର ମଧ୍ୟ ଦେଇଛନ୍ତି। ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ହିରୋ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଭିତରେ ଏବେ ବିବାଦ ଚାଲିଛି।ଆଉ ଏବେ ସେ ବହୁତ ଶିଘ୍ର ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି।ଆଉ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାମରେ କେଶ କରିବାକୁ ଯାଉଛନ୍ତି।ଆଉ ଏହା ପରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ପାଇଁ କୋର୍ଟରେ ପିଟିସନ ଦାଖଲ କରି ସାରିଛନ୍ତି।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହକୁ ପ୍ରାୟ ୬ ବର୍ଷ ପୁରି ସାରି ଥିଲେ ମଧ୍ୟ ଏବେ ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି।ଏହାର ମୁଖ୍ୟ କାରଣ ହେଲା ଦୁଇ ଜଣଙ୍କ ବିବାହ ୬ ବର୍ଷ ହେଲା ପରେ ମଧ୍ୟ ଦୁଇ ଜଣଙ୍କ ଭିତରେ କେବେ ହେଲେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇନାହିଁ।
ଆଉ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷାଙ୍କ ଭିତରେ ଏକ ନୂଆ ଝିଅ ସାମ୍ନାକୁ ଆସିଥିଲା।ସେ ହେଉଛନ୍ତି ଅନୁଭବଙ୍କ କଥାକଥିତ ପ୍ରେମିକା ଓ ଦିଲ୍ଲୀ ସାମ୍ବାଦିକା ଜାଗୃତି ଶୁକ୍ଳା।ଆଉ ଏହି ଜାଗୃତି ଶୁକ୍ଳାଙ୍କୁ ନେଇ ଅନେକ ଆରୋପ ପ୍ରତି ଆରୋପ ସମସ୍ତଙ୍କ ସାମ୍ନାକୁ ଆସିଥିଲା।ସେତିକି ନୁହଁ ଅନୁଭବ ମହାନ୍ତି ଜାଗୃତିଙ୍କ ସହିତ ଦଲ୍ଲୀରେ ରହୁଥିବା ଭଳି ଅନେକ କଥା ଆମ ସାମ୍ନାକୁ ଆସିଥିଲା।ତାପରେ ପୁଣି ଜାଗୃତି ମିଶ୍ର ନିଜର ଏକ ପୋଷ୍ଟ କରିଥିବା ଫୋଟୋକୁ ଅନୁଭବ ନିଜର ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ।ଆଉ ଏହି ଫୋଟୋରେ ଜାଗୃତି କିଛି ବେସି ଖାସ ପିନ୍ଧାପିନ୍ଧି କରି ନାହାନ୍ତି ସେ କେବଳ ସାଧାରଣ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ ଆଉ ଯାହାକୁ କି ସୋସିଆଲ ମେଡିଆରେ ଅନୁଭବ ସେୟାର କରି ଧନ୍ୟବାଦ ଜଣେଇ ଥିଲେ।ଅନୁଭବ ଓ ଜାଗୃତି ଶୁକ୍ଳାଙ୍କ ସମ୍ପର୍କକୁ ନେଇ ଆଗରୁ ମଧ୍ୟ ଅନେକ ବାଦ ବିବାଦ ସୃଷ୍ଟି ହୋଇ ଅଛି। ଆଉ ଏତେ ଆରୋପ ଓ ପ୍ରତିଆରୋପ ପରେ ମଧ୍ୟ ଅନୁଭଵ ଜାଗୃତି ଶୁକ୍ଳାଙ୍କ ଫୋଟକୁ ସେୟାର କରିଥିଲେ।ଆଉ ଏହା ପରେ ଜାଗୃତି ଅନୁଭବଙ୍କୁ ଧନ୍ୟବାଦ ମଧ୍ୟ କହିଥିଲେ।ଅନୁଭବ ମହାନ୍ତି ତାଙ୍କ ଫୋଟୋରେ ପ୍ରାଇଡ଼ ଅଫ ଇଣ୍ଡିଆ ଲେଖିଥିଲେ।ଏ ଫୋଟରେ ଦେଖିବାକୁ ଗଲେ କିଛି ଖାସ ନଥିଲା କେବଳ ସେ ଏକ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ।ଅନୁଭବ ଜାଗୃତିଙ୍କ ଶାଢ଼ୀ ପିନ୍ଧା ଶୈଳୀକୁ ପ୍ରଶଂସା କରିବା ସହିତ ସେ ସୁନ୍ଦର ଦେଖା ଯାଉଛନ୍ତି ବୋଲି ଅନୁଭବ ଅନେକ ପ୍ରଶଂସା କରିଥିଲେ।ସେ ଆଗକୁ ଏହି ଭଳି ଜାରି ରଖନ୍ତୁ ଓ ତାଙ୍କ ପାଇଁ ଓଡିଶା ଗର୍ବ ଅନୁଭବ କରନ୍ତୁ ବୋଲି ତାଙ୍କ ପୋଷ୍ଟରେ ଅନେକ କମେନ୍ଟ ଆସିଅଛି।ତେବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ କେବେ ଏକାଠି ହେବେ ଜଣା ନଥିବା ସମୟରେ,ଗୋଟେ ପରେ ଗୋଟେ ଟ୍ୱିଷ୍ଟ ତାଙ୍କ ସମ୍ପର୍କ ଭିନ୍ନ ଭିନ୍ନ ନୂଆ ନୂଆ ମୋଡ଼ ଆଣିବାରେ ଲାଗିଛି।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।