sutra

ମଙ୍ଗଳସୂତ୍ରର ଦଶଟି ଚମତ୍କାରୀ ଗୁଣ ଯାହା ଆପଣଙ୍କ ଭାଗ୍ୟ ବଦଳେଇ ଦେବ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ପିନ୍ଧନ୍ତୁ ନାହିଁ ଏହି ପ୍ରକାରର ମଙ୍ଗଳସୂତ୍ର ନଚେତ ନେଇପାରେ ଆପଣଙ୍କ ଜୀବନ ,ତେବେ ମଙ୍ଗଳସୂତ୍ର ଜଡ଼ିତ ଦଶଟି କଥା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ , ହିନ୍ଦୁ ଧର୍ମରେ ସମସ୍ତ ମହିଳାଙ୍କୁ ଜଣାଥିବା ଦରକାର ମଙ୍ଗଳସୂତ୍ରର ରହସ୍ୟ , ସମସ୍ତ ମହିଳାଙ୍କୁ ଜଣାଥିଵା ଦରକାର ମଙ୍ଗଳସୂତ୍ରର ଏହି ରହସ୍ୟ , ପୂର୍ବରୁ ଆମେର ପରମ୍ପରା ଚଳାଇ ଆସୁଛୁ ସେହି ପରମ୍ପରା ମଧ୍ୟରୁ ମଙ୍ଗଳସୂତ୍ରର ଏକ ପରମ୍ପରା ଅଟେ , ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ରକୁ ବହୁତ ମହତ୍ତ୍ଵପୂର୍ଣ୍ଣ ମନାଯାଏ ,

ବିବାହିତ ମହିଳା ପାଇଁ ମଙ୍ଗଳସୂତ୍ର ବିବାହିତା ହେବାର ସଂକେତ ଅଟେ , ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ର ବିନା ବାହାଘର ସଂପୁର୍ଣ୍ଣ ହୋଇନଥାଏ , ମଙ୍ଗଳସୂତ୍ରର ବହୁତ ମହତ୍ତ୍ଵ ରହିଛି , ଏହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଆସନ୍ତୁ ଜାଣିବା , ବିବାହିତ ମହିଳାଙ୍କୁ ଅନ୍ୟ ସ୍ତ୍ରୀର ମଙ୍ଗଳସୂତ୍ର ମାଗି ପିନ୍ଧିବା ଉଚିତ ନୁହେଁ , ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ଅନ୍ୟ ସ୍ତ୍ରୀର ମଙ୍ଗଳସୂତ୍ର ନିଜ ଗଳାରେ ଧାରଣ କଲେ , ସ୍ଵାମୀର ଆୟୁ କମ ହୋଇଥାଏ , ଏବଂ ଭଲ ପାଇବା କମିଯାଏ , ଯେଉ ପରି ବିବାହିତା ମହିଳାଙ୍କର ସିନ୍ଦୂର, ଚୁଡ଼ିର ମହତ୍ତ୍ଵ ଅଛି ତା ଠାରୁ ଅଧିକ ମହତ୍ତ୍ଵ ହୋଇଥାଏ ମଙ୍ଗଳସୂତ୍ରର ,

sindura

ଏହା ବିବାହିତା ମହିଳା ନିଜ ସ୍ଵାମୀଙ୍କ ଲମ୍ବା ଆୟୁ ପାଇଁ ଧାରଣ କରିଥାନ୍ତି , ଏବଂ ନିଜ ବିବାହିତା ଜୀବନକୁ ଖରାପ ନଜରରୁ ବଞ୍ଚେଇଵା ପାଇଁ ଧାରଣ କରିଥାନ୍ତି , ତୃତୀୟ ମଙ୍ଗଳସୂତ୍ରରେ କଳା ମୁଦି କାହିଁକି ରହିଥାଏ , ସଵୁ ପ୍ରକାରର ମଙ୍ଗଳସୂତ୍ରର ତିଆରି କଳା ମୋତି ଓ ସୁନାରେ ତିଆରି ହୋଇଥାଏ , କଳା ରଙ୍ଗ ଅନ୍ୟର ଖରାପ ନଜରରୁ ବଞ୍ଚେଇଵା ପାଇଁ ହୋଇଥାଏ , ଏହି କାରଣରୁ ମଙ୍ଗଳସୂତ୍ରରେ କଳା ମୋତିର ବ୍ୟବହାର କରାଯାଏ , ଏହା ଦ୍ଵାରା ଦାମ୍ପତ୍ୟ ଜୀବନରେ କାହାର ଖରାପ ନଜର ପଡ଼ିନଥାଏ , ଚତୁର୍ଥ ହେଲା ମଙ୍ଗଳସୂତ୍ର ଖୋଲିଵା ବର୍ଜନୀୟ ଅଟେ , ବାହାଘର ସମୟରେ ମଙ୍ଗଳସୂତ୍ର ପିନ୍ଧାଯାଏ ତାପରେ ମଙ୍ଗଳସୂତ୍ର ଖୋଲିବା ବର୍ଜନୀୟ ଅଟେ ,

ଯଦି କୈାଣସି କାରଣ ଵସତଃ ମଙ୍ଗଳସୂତ୍ର କାଢ଼ିବାକୁ ପଡ଼ିଥାଏ ତାହାହେଲେ ସେହି ସ୍ଥାନରେ କଳା ଧାଗା ନିଶ୍ଚିତ ପିନ୍ଧନ୍ତୁ , ପଞ୍ଚମ ହେଲା ତାଙ୍କ ସ୍ଵାମୀଙ୍କ ନାମର ମଙ୍ଗଳସୂତ୍ର ଧାରଣ କରିଥାଏ ତେବେ ସ୍ଵାମୀର ଆୟୁ ସେତେ ଅଧିକ ବୃଦ୍ଧି ହୋଇଥାଏ , ଏବଂ ସମ୍ଵନ୍ଧ ବହୁତ ଭଲ ରହିଥାଏ , ଷଷ୍ଠ ବଜାରରେ ବହୁତ ଆକାର ପ୍ରକାର ମଙ୍ଗଳସୂତ୍ର ମିଳିଥାଏ କିନ୍ତୁ ପାରମ୍ପରିକ ଆକାର ଏହି ମଙ୍ଗଳସୂତ୍ର ଅପେକ୍ଷା ବହୁତ କମ୍ ଗୁଣର ହୋଇଥାଏ , ଏହି ଆକାରର ମଙ୍ଗଳସୂତ୍ର ବାସ୍ତବିକ ଗୁଣ ସହ ଭରି ରହିଥାଏ , ଏହା ଭଗବାନ ଶିବଙ୍କ ପ୍ରତିକ ମନାଯାଏ , ଯାହା ଦୁଇଜଣଙ୍କ ପୁରାକ ଅଟେ , ସେଥିପାଇଁ ଏହି ପ୍ରକାରର ମଙ୍ଗଳସୂତ୍ର ଧାରଣ କରିବା ଦରକାର ,

siba

ସପ୍ତମ ହେଲା ମଙ୍ଗଳସୂତ୍ରରେ ସୁନାର ମହତ୍ତ୍ଵ , ସମସ୍ତ ପ୍ରକାରର ମଙ୍ଗଳସୂତ୍ର ରେ ସୁନା ନିଶ୍ଚିତ ଭାବେ ରଖାଯାଏ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନା ଗୁ୍ରୁ ଗ୍ରହ ପ୍ରଭାବକୁ କମ କରିଥାଏ , ବୈବାହିକ ଜୀଵନରେ ସୁଖ ସମୃଦ୍ଧି ଜିତିଥାଏ , ସୁନା ଧାରଣ କରିବା ଦ୍ଵାରା ଶରୀରରେ ସକରାତ୍ମକ ଶକ୍ତିର ସଂଚାର ଅଧିକ ହୋଇଥାଏ , ଅଷ୍ଟମ ମଙ୍ଗଳସୂତ୍ର ଛିଣ୍ଡିଯିବା , ଯେଉଁ ସ୍ତ୍ରୀର ମଙ୍ଗଳସୂତ୍ର ଛିଣ୍ଡି ତଳେ ପଡ଼ିଯାଏ ତେବେ ଏହା ଅଶୁଭ ହୋଇଥାଏ , ଏହା କୈାଣସି ଦୁର୍ଘଟଣାର ସଂକେତ ହୋଇଥାଏ , ଏବଂ ସମ୍ଵନ୍ଧରେ ଫାଟ ପଡ଼ିବାର ସମ୍ଭାବନା ରହିଥାଏ ,

ନବମ ରୋଗରୁ ବଞ୍ଚାଇଥାଏ ମଙ୍ଗଳସୂତ୍ର, ମଙ୍ଗଳସୂତ୍ରରୁ ନିର୍ଗତ ହେଉଥିବା ଶକ୍ତି ସ୍ତ୍ରୀର ଇମୁନିଟି ଶକ୍ତି ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ , ଏହା ଅନ୍ୟସଵୁ ରୋଗରୁ ମଧ୍ୟ ବଞ୍ଚାଇଥାଏ , ଦଶମ ହେଲା ମଙ୍ଗଳସୂତ୍ରର ଚମତ୍କାର , ଯେଉଁ ସ୍ତ୍ରୀ ମଙ୍ଗଳସୂତ୍ରକୁ ଚୁମ୍ବନ କରି ମଥାରେ ପିନ୍ଧିଥାଏ ତେବେ ଶୁଭ ହୋଇଥାଏ , ଏବଂ ସ୍ଵାମୀର ବ୍ୟବସାୟରେ ପ୍ରଗତି ହୋଇଥାଏ , ତା ସହ ସେମାନଙ୍କ ମଧ୍ୟରେ ସଂଚାର ହୋଇଥାଏ , ତେବେ ଏହା ଥିଲା ମଙ୍ଗଳସୂତ୍ରର ଦଶଟି ଚମତ୍କାରୀ ଗୁଣ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *