ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ଘରେ ସ୍ଵାମୀ ସ୍ତ୍ରୀ ଝଗଡ଼ା ହେଉଥିଲେ କରନ୍ତୁ ଏହି ଉପାୟ , ଆଜି ଆମେ ଜାଣିବା ଏକ ଏମିତି ଉପାୟ ଯାହାକୁ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଥିବା ଝଗଡ଼ା ବନ୍ଦ ହୋଇଥାଏ , ସେମାନଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ , ଆପଣ ତ ଅନେକ ସ୍ଵାମୀ ସ୍ତ୍ରୀଙ୍କୁ ଦେଖିଥିବେ ଯେଉଁମାନେ ଛୋଟ ଛୋଟ କଥାରେ ଝଗଡ଼ା କରିଥାନ୍ତି ,
ତେବେ ଆସନ୍ତୁ ପ୍ରଥମେ ଜାଣିବା ଯେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା କ’ଣ ପାଇଁ ହୋଇଥାଏ , ବନ୍ଧୁଗଣ ଯେତେବେଳେ ପୁଅ ଝିଅଙ୍କ ଵିଵାହ ହୋଇଥାଏ , ପ୍ରଥମେ ଜାତକ ଦେଖା ଯାଇଥାଏ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ପୁଅ ଝିଅଙ୍କ ମଧ୍ୟରେ ଥିବା ୧୮ ଗୁଣ ମଧ୍ୟରୁ ଯଦି କମ ଗୁଣ ମିଶୁଥିବ ତେବେ ଝଗଡ଼ା ଅଧିକ ହୋଇପାରେ , ଵିଵାହ ପୂର୍ବରୁ ଜାତକ ମିଶେଇଵା ସହ ମଙ୍ଗଳ ଦୋଷ ମଧ୍ୟ ଦେଖାଯାଏ ,
ଯଦି ପୁଅ ଝିଅ ଭିତରୁ କାହାର ବି ପତ୍ରିକା ମାଙ୍ଗଳିକ ହୋଇଥିବ ତ ଏମିତି ପରିସ୍ଥିତିରେ ବି ଝଗଡ଼ା ହେବାର ଆଶଙ୍କା ଵନି ରହିଥାଏ , ଯଦି ଆପଣ ବି ଏହି ସମସ୍ୟାର ସମାଧାନ ଖୋଜୁଛନ୍ତି ତେବେ ଏହି ଉପାୟକୁ ନିଶ୍ଚିତ କରନ୍ତୁ , ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରି ଉପାୟ ବିଷୟରେ , ଯାହାକୁ କରିବା ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ବନ୍ଦ ହୋଇଯାଏ ଓ ପ୍ରେମର ବର୍ଷା ହୋଇଥାଏ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଧା କୃଷ୍ଣଙ୍କ ଏକ ସୁନ୍ଦର ଫୋଟ ଯଦି ସ୍ଵାମୀ ସ୍ତ୍ରୀଙ୍କ ବେଡ଼ ରୁମରେ ଲଗାଯାଏ ତେବେ ଏଥିଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢ଼ିଥାଏ ,
ଆପଣ ସମସ୍ତେ ତ ଜାଣିଛନ୍ତି ରାଧା କୃଷ୍ଣଙ୍କ ପ୍ରେମ ବିଷୟରେ , ଏଥିପାଇଁ ଏହି ଫୋଟକୁ ଭଲ ଦିନ ଦେଖି ଲଗାନ୍ତୁ , ଯଦି ଫୋଟ ଲାଲ ରଙ୍ଗର ହୋଇଥାଏ ତେବେ ବହୁତ ଶୁଭ ହେବ , ଯେଉଁ କାନ୍ଥରେ ରାଧାକୃଷ୍ଣ ଫୋଟ ଲଗାଯାଏ ତାର ଆଗ କାନ୍ଥରେ ସ୍ଵାମୀ ସ୍ତ୍ରୀଙ୍କର ଫୋଟ ଲଗାଇବା ଆବଶ୍ୟକ , ଭଗଵାନ ଶ୍ରୀକୃଷ୍ଣ ଓ ରାଧାଙ୍କର ଅତୁଟ ପ୍ରେମ ବୋଲି ମନାଯାଏ ସେଥିପାଇଁ ଏହି ଫୋଟକୁ ଘରେ ଲଗାଇବା ଉଚିତ , ଯେପରି ରାଧାକୃଷ୍ଣ ମଧ୍ୟରେ ପ୍ରେମ ଥିଲା ସେହିପରି ଆପଣଙ୍କ ମଧ୍ୟରେ ପ୍ରେମ ବଢିବ ,
କିନ୍ତୁ ଏହି କଥାର ଧ୍ୟାନ ଦେବେ ରାଧାକୃଷ୍ଣର ଯେଉଁ ଫୋଟ ଲଗେଇଵେ ସେଥିରେ ଗୋଟିଏ ବି ଗୋପି ନଥିବା ଦରକାର ତା ସହିତ ଏମିତି ଜାଗାରେ ଲଗାଇବେ ଯେଉଁଠାରେ ସ୍ଵାମୀ ସ୍ତ୍ରୀଙ୍କର ନଜର ସବୁବେଳେ ପଡୁଥିଵ , ତେବେ ହିଁ ଫୋଟର ଦର୍ଶନ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢିବ ତେବେ ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା କମ କରିବାକୁ ହେଲେ ଏହି ଉପାୟ ନିଶ୍ଚୟ ଭାବେ କରନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।