ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନରେ ଯଦି ଆପଣ ଏକ କପ୍ ଏହାକୁ ପିଇନେଵେ ଦେଖିବେ ଆପଣଙ୍କର ବହୁତ ରୁ ବହୁତ ପୁରୁଣା ଦମା , ନିଶ୍ଵାସ ଫୁଲିବା , ଅଳ୍ପ ଚାଲିବା ଦ୍ଵାରା ଥକି ଯିଵା , ବା ଆସ୍ଥମା ପରି ରୋଗ ସଂପୁର୍ଣ୍ଣ ଭଲ ହୋଇଯିବ , ଏଇ ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଯେଉଁ ଘରୋଇ ଉପଚାର ନେଇ ଆସିଛୁ ତାହା ବହୁ ଅଧିକ ଚମତ୍କାର ଅଟେ , ଆପଣ ଏହି ଉପାୟକୁ ଆପଣାଇ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ , ଏହାକୁ ବନେଇବା ବହୁତ ସହଜ ଅଟେ ଯଦି ଆପଣ ଏହାକୁ ବନେଇ ଦିଅନ୍ତି ତେବେ ଏହାକୁ ଦିନରେ ଦୁଇ ରୁ ତିନି ଥର ବ୍ୟବହାର କରିପାରିବେ ,
ତେବେ ସମୟ ବିଳମ୍ବ ନ କରି ଆସନ୍ତୁ ଜାଣିବା ଆପଣ ଏହି ଉପଚାରକୁ କିପରି ବଳେଇବେ , ଏବଂ ଏହାର ସେବନ କିପରି କରିବେ , ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସରେ ବସାନ୍ତୁ , ଏଥିରେ ଏକ ଗ୍ଲାସ୍ ପାଣି ଢାଳନ୍ତୁ , ଏହି ଉପଚାରକୁ ବନେଇବା ପାଇଁ ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକ ତାହା ହେଉଛି ଲବଙ୍ଗ , ଯାହା ଆପଣଙ୍କ ରୋଷେଇ ଘରେ ବହୁତ ସହଜରେ ମିଳିଯିବ ,
ଲବଙ୍ଗ ଆସ୍ଥମା ରୋଗୀଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ , ଏହାର ସେବନ ଦ୍ଵାରା ଶରୀର ଗରମ ରହିଥାଏ ଏବଂ ନିଶ୍ଵାସ ନେବାରେ ଅସୁବିଧା ହୋଇନଥାଏ , ଥରକ ପାଇଁ ଆମକୁ ପାଞ୍ଚଟି ଲବଙ୍ଗର ଆବଶ୍ୟକତା ପଡ଼ିବ , ଏଥିରେ ଆପଣ ଫୁଲ ଵାଲା ଲବଙ୍ଗ ହିଁ ପ୍ରୟୋଗ କରନ୍ତୁ , ପାଣି ଭଲଭାବରେ ଗରମ ହେବାକୁ ଦିଅନ୍ତୁ , ପାଣି ଟିକେ ଗରମ ହେବା ପରେ ଲବଙ୍ଗ ପକାନ୍ତୁ ଏବେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ତାହା ହେଉଛି ଗୋଲମରିଚ ,
ଯାହା ଆପଣଙ୍କୁ ଆପଣଙ୍କର ଘରେ ସହଜରେ ମିଳିଯିବ , ଏଥିପାଇଁ ଆପଣଙ୍କୁ ସାତୋଟି ଗୋଲମରିଚର ଆବଶ୍ୟକତା ପଡ଼ିବ , ଏବେ ଆପଣଙ୍କୁ ଏଥିରେ ଗୋଟିଏ ଛୋଟ ଅଦା ନେବାକୁ ପଡିବ , ଏହାକୁ କୁଟି ଏଥିରେ ପକାନ୍ତୁ , ଏହା ସହିତ ପାଞ୍ଚଟି ତୁଳସୀ ଏଥିରେ ପକାନ୍ତୁ , ଏହାକୁ ଏବେ ଧୀରେ ଧୀରେ ସିଝାନ୍ତୁ , ଏହାକୁ ସାତ ରୁ ଆଠ ମିନିଟ୍ ପର୍ଯ୍ୟନ୍ତ ନିଶ୍ଚିତ ଫୁଟାନ୍ତୁ , ଏହା ଆପଣଙ୍କ ପାଇଁ ଏକ ରାମଵାଣ ଉପଚାର ଅଟେ ,
ଏହା ଥଣ୍ଡା ହେଵା ପରେ ଏହାକୁ ଏକ ଗ୍ଲାସ୍ ରେ ଛାଙ୍କି ନିୟନ୍ତୁ , ଏହା ଥଣ୍ଡା ଦିନ ପାଇଁ ବହୁତ ଉପକାରୀ ଅଟେ , ଏହା ଥଣ୍ଡା ହେବା ପରେ ଏଥିରେ ମହୁ ଅଳ୍ପ ମିଶାନ୍ତୁ , ଦେଢ଼ ଚାମଚ ମହୁ ଆପଣ ଏଥିରେ ମିଶାନ୍ତୁ , ତାପରେ ଏହାକୁ ଭଲଭାବରେ ମିକ୍ସ କରିନିୟନ୍ତୁ , ଏବେ ଏହାକୁ ତିନି ଟାଇମ୍ ହେବା ପରି ପିଅନ୍ତୁ , ଆପଣ ପ୍ରଥମ ଥର ପିଇବା ଦ୍ବାରା ଆପଣଙ୍କୁ ଆରମ ମିଳିବାକୁ ଲାଗିବ ,ଆସ୍ଥମା ପରି ରୋଗ ପାଇଁ ଏହା ଏକ ରାମଵାଣ ଉପଚାର ଅଟେ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।