atara

ରାଶି ଅନୁସାରେ ଲଗାନ୍ତୁ ଅତର ଚମକିଵ ଭାଗ୍ୟ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ରାଶି ଅନୁସାରେ ଆପଣଙ୍କୁ କେଉଁ ପ୍ରକାରର ଅତର ବା ଗନ୍ଧ ଆପଣଙ୍କ ପାଇଁ ଅନୁକୂଳ ହୋଇଥାଏ , ଵ୍ୟକ୍ତିର ଜନ୍ମ ରାଶି ଅନୁସାରେ ରାଶିର ନିର୍ଦିଷ୍ଟ ଗନ୍ଧ ବା ବାସ୍ନା ସେମାନଙ୍କ ପାଇଁ ଅନୁକୂଳ ହୁଏ , ଏହି ଗନ୍ଧର ଦ୍ରବ୍ୟ , ଅତର , ଧୂପ , କାଠି ଇତ୍ୟାଦି ବ୍ୟବହାର କଲେ ଆପଣଙ୍କୁ ଶୁଫଳ ମିଳେ ,

ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ଅତର ବା କେଉଁ ଗନ୍ଧ ଆପଣଙ୍କ ପାଇଁ ଉପକାରୀ ଅଟେ , ମେଷ ରାଶି ପାଇଁ ଲେମ୍ବୁ ବାସ୍ନା ଭଲ , ବୃଷ ରାଶି ପାଇଁ ଗୋଲାପ ଏବଂ କଈ ବାସ୍ନା ଭଲ , ମିଥୁନ ରାଶି ପାଇଁ ଗୋଲାପ ଅତର ପାଇଁ ଶୁଭ ହୋଇଥାଏ , କର୍କଟ ରାଶି ପାଇଁ ଗୋଲାପ ଓ ପଦ୍ମ ଅତର ଶୁଭ ହୋଇଥାଏ , ସିଂହ ରାଶି ପାଇଁ ଚନ୍ଦନ ଗନ୍ଧ ଅତ୍ୟନ୍ତ ଶୁଭ ଅଟେ , କନ୍ୟା ରାଶି ପାଇଁ ଚମେଲି ,

rasi4

ଗୋଲାପ ଗନ୍ଧ ଅତ୍ୟନ୍ତ ଶୁଭ ଅଟେ , ତୁଳା ରାଶି ପାଇଁ କଈ ଏବଂ ଚନ୍ଦନ ବାସ୍ନା ତାଙ୍କ ପାଇଁ ଶୁଭ ପ୍ରଦ ଅଟେ , ବିଛା ରାଶି ପାଇଁ ଚମ୍ପା ଓ କୁକୁଡ ଗନ୍ଧ ତାଙ୍କ ପାଇଁ ଅନୁକୂଳ , ଧନୁ ରାଶି ପାଇଁ ଚନ୍ଦନ ଓ କସ୍ତୁରୀ ବାସ୍ନା ଅତ୍ୟନ୍ତ ଶୁଭ ପ୍ରଦ ଅଟେ , ମକର ରାଶି ଲୋକଙ୍କ ପାଇଁ ଭ୍ୟନିଲା ଏବଂ କସ୍ତୁରୀ ଗନ୍ଧ ଅତ୍ୟନ୍ତ ଶୁଭ ହୋଇଥାଏ , କୁମ୍ଭ ରାଶି ପାଇଁ ଲେମ୍ବୁ ଏବଂ ଚନ୍ଦନ ବାସ୍ନା ଅତ୍ୟନ୍ତ ଶୁଭ କାରୀ ହୋଇଥାଏ ,

ମୀନ ରାଶି ପାଇଁ ଝୁଣା ରାଶି ଅତ୍ୟନ୍ତ ଶୁଭ କାରୀ ହୋଇଥାଏ , ତେବେ ଜାଣିଲେ କେଉଁ ରାଶି ପାଇଁ କେଉଁ ଗନ୍ଧ ଲାଭ କାରୀ ହୋଇଥାଏ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *