naba

୨୦୨୨ ବର୍ଷ ଆରମ୍ଭରୁ ଏହି ରାଶି ହେବ ଭାଗ୍ୟ ଶାଳୀ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମତଃ ଆପଣମାନଙ୍କୁ ନୂଆ ବର୍ଷ ୨୦୨୨ ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା , ଏହି ବର୍ଷ ଆପଣଙ୍କ ପାଇଁ ମଙ୍ଗଳକାରୀ ହେଉ , ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚିତ ଭାବେ ଫଳ ପ୍ରଦ ହେଉ , ତେବେ ଆଜି ଆମେ ଜାଣିବା ନୂତନ ବର୍ଷ ୨୦୨୨ କିପରି କଟିବ , ବର୍ଷ ୨୦୨୨ ରେ ଏହି ଛଅଟି ରାଶି ଉପରେ ହେବାକୁ ଯାଉଛି ଧନର ବର୍ଷା , ପ୍ରତ୍ୟେକ ଲୋକଙ୍କ ଇଛା ଥାଏ ଯେ ତା ପାଖରେ ପ୍ରଚୁର ଧନ ରହୁ ଏବଂ ଏହା ଦ୍ଵାରା ସେ ତାର ସବୁ ଜରୁରି ଇଛାକୁ ପୂରଣ କରୁ ,

କିନ୍ତୁ ସମସ୍ତଙ୍କ ଭାଗ୍ୟ ଏପରି ହୋଇଥାଏ କିଛି ଲୋକ ନିଜ ଲକି କାରଣରୁ ଧନୀ ହୋଇଯାଇଥାନ୍ତି , କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ନିତିଦିନିଆ ଖାଦ୍ୟକୁ ଖାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି , କିନ୍ତୁ ଗ୍ରହମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତିକି ଚେଷ୍ଟା କରିଥାଉ ନା କାହିଁକି ଯେତେ ବି ପରିଶ୍ରମ କରିଥାଉ ନା କାହିଁକି ଆମେ ସଫଳ ହୋଇନଥାଏ , କିନ୍ତୁ ବେଳେ ବେଳେ ଏପରି କିଛା ସମୟ ଆସିଥାଏ ଯେ ଅଳ୍ପ ପରିଶ୍ରମରେ ଦ୍ଵାରା ହିଁ ସବୁକିଛି ମିଳିଯାଇଥାଏ , ଯାହା ଆଶାଠାରୁ ଅଧିକ ଥାଏ , ତେବେ ଆସୁଥିବା ନୂଆ ବର୍ଷ ଠାରୁ ଏମାନଙ୍କର ଜୀବନରେ ଏପରି କିଛି ହେବାକୁ ଯାଉଛି ଯେଉଁଠାରେ

rasi4

ଖୁସି ହିଁ ଖୁସି ଲାଗିଵାରେ ଯାଉଛି , ଏହି ନୂଆ ବର୍ଷରେ ଅନେକ ରାଶି ଉପରେ ଖୁସି ଆସିଵା ସହ ବଦଳିବା କୁ ଯାଉଛି ଭାଗ୍ୟ , ତେବେ ଆସନ୍ତୁ ସେ ରାଶି ଗୁଡିକ ବିଷୟରେ ଜାଣିବା , ଏ ରାଶିର ଭାଗ୍ୟ ୨୦୨୨ ରେ ଅଚାନକ ଖୋଲିବାକୁ ଯାଉଛି , ଆପଣଙ୍କୁ ନୂଆ ବର୍ଷ ନୂଆ ଖୁସି ଦେଵ , ନୂଆ ନୂଆ ଅବସର ପ୍ରାପ୍ତି ହେବ , ଯେଉଁ କାରଣ ପାଇଁ ନୂଆ ମିତ୍ର ମଧ୍ୟ ସୃଷ୍ଟି ହେବ , ଆଗାମୀ ସମୟ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ , ଧନ ଜନିତ ସମସ୍ୟା ରହିବ ନାହିଁ , କୈାଣସି ପ୍ରକାରର କାର୍ଯ୍ୟ ଆପଣଙ୍କ ଅଟକିଵ ନାହିଁ , ଆପଣଙ୍କ ଦାମ୍ପତ୍ୟ ଜୀବନରେ ଯେଉଁ ସମସ୍ୟା ଥିଲା ତାହା ଦୂର ହେବ ,

rasi1

ଆପଣ ଯଦି କୈାଣସି ଯୋଜନା କରିଛନ୍ତି ତେବେ ସେଥିରେ ମଧ୍ୟ ସଫଳତା ପ୍ରାପ୍ତି ହେବ, ପ୍ରୋମସନ ହେବାର ମଧ୍ୟ ସଂକେତ ମିଳୁଛି , ରଚନାତ୍ମକ ଓ କଳାତ୍ମକରେ ମଧ୍ୟ ବୃଦ୍ଧି ହେବ , ସମାଜରେ ଆପଣଙ୍କ ର ମାନ ସମ୍ମାନ ବୃଦ୍ଧି ହେବ , ଯାହା ଦ୍ଵାରା ଆପଣ ପ୍ରସଂସା ହେବା ସହ ଅନ୍ୟମାନଙ୍କର ମାର୍ଗ ଦର୍ଶନ କରିବେ , ଦାମ୍ପତ୍ୟ ଜୀବନରେ ଜୀଵନ ସାଥିଙ୍କର ସହଯୋଗ ପାଇବେ , ଯାହା ଦ୍ଵାରା ଆପଣଙ୍କ ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ ,

ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ , ପାରିବାରିକ ଚିନ୍ତା ଦୂର ହେବ , ଗୃହରେ ଆପଣଙ୍କର ନୂଆ ଅତିଥିମାନଙ୍କ ଆଗମନ ହେବ, ପ୍ରେମ ଜୀବନରେ ମଧ୍ୟ ସଫଳତା ପାଇବେ , ଆପଣଙ୍କୁ କୈାଣସି କ୍ଷେତ୍ରରେ ଶୁଭ ସମାଚାର ମଧ୍ୟ ମିଳିପାରେ , ଯେଉଁ ରାଶି ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ବୃଷ ରାଶି , କର୍କଟ ରାଶି , ତୁଳା ରାଶି, ସିଂହ ରାଶି , ଏବଂ କୁମ୍ଭ ରାଶି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *