duba

ଦୁବ ଘାସର ଚମତ୍କାରୀ ଗୁଣ ରୋଗରୁ ହେଉଥିବା ସମସ୍ତ ପୀଡା ଦୂର ହେବ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ଚମତ୍କାର ବୃକ୍ଷ ଲତା ଆଜି ଆମେ ଜାଣଛୁ ଯେ ବୃକ୍ଷ ହି ଆମ ଜୀବନ ତେବେ ବିଜ୍ଞାନ ଯୋଗୁଁ ହିଁ ଆମେ ଜାଣିପାରୁ ଛୁ ଯେ ଆଜି ବୃଷ ଆମ ପାଇ କେତେ ଉପକାରୀ ଅଟେ, ବୃଷ ଲତା ଆମ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ପରିମାଣକୁ ନିୟନ୍ତ୍ରଣ କରିଥାଏ , ଏହା ତାର ଚେର ମୂଳ ମାଧ୍ୟମରେ ମାଟିକୁ ଜାବୁଡ଼ି ରଖେ ଓ ଭୂତଳର ଜଳକୁ ମଧ୍ୟ ନିୟନ୍ତ୍ରଣ କରିଥାଏ , ବୃଷ ଲତା ହି ଆମକୁ ଖାଦ୍ୟ ପେୟ ଯୋଗାଇଥାଏ , ବୃଷ ଲତାକୁ ଆମେ ଅନେକ କାମରେ ଲଗାଇଥାଉ ତେବେ ଏହା ଆମ ଶରୀରରେ ହେଉଥିବା ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଦୂର କରିଥାଏ

ଏବଂ ସହ ଏହା ବିଭିନ୍ନ ପ୍ରକାରର ଆମ ଆସବା ପତ୍ର ରେ ମଧ୍ୟ ଲାଗିଥାଏ , ତେବେ କେତେକ ଚମତ୍କାରୀ ଗୁଣକୁ ଆଜି ପର୍ଯ୍ୟନ୍ତ ବିଜ୍ଞାନ ପ୍ରମାଣିତ କରିପାରିନାହିଁ , ତେବେ ପୂର୍ବରୁ ମୁନି ଋଷି ମାନେ ଏହି ବୃକ୍ଷ ଲତାକୁ ପ୍ରୟୋଗ କରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚିକିତ୍ସା ସହ ଔଷଧ ମଧ୍ୟ ତିଆରି କରୁଥିଲେ, ତେବେ ଆଜି କାଲିର ଲୋକେ ଏହି ବୃକ୍ଷ ଲତାକୁ କାଟିବାରେ ଲାଗିଛନ୍ତି , ଯାହାଫଳରେ ଆଗକୁ କିଛି ବର୍ଷ ମଧ୍ୟରେ ଅମ୍ଳଜାନର ଅଭାବ ଦେଖାଯିବ , ଯେଉଁ ଗଛର ଡାଳ ପତ୍ର , ଫୁଲ , ଫଳ , ମୂଳ ସଂଗ୍ରହ କରିବେ ତାର ଗୋଟିଏ ଦିନ ଆଗରୁ ଆପଣ ସେ ଗଛ ମୂଳରେ

fruit

କ୍ଷୀର ଦେଇ ମୁଠାଏ ଅରୁଆ ଚାଉଳ ଓ ଗୋଟା ଗୁଆ ରଖି ନିମନ୍ତ୍ରଣ କରି ଆସିବେ ,ଆଜି ଆମେ ଜାଣିବା ଦୁବ ଘାସର ଚମତ୍କାରୀ ଗୁଣ କ’ଣ କ’ଣ , ଶନି କିମ୍ଵା ରବିବାର ଦିନ ଠିକ ଦ୍ବିପ୍ରହର ସମୟରେ ଶ୍ଵେତ ଧୂପକୁ ସଂଗ୍ରହ କରି ଅଣ୍ଟାରେ ଧାରଣ କଲେ ସବୁ ସ୍ଥାନରେ ଯଶ ମିଳେ , ଶନି କିମ୍ଵା ରବିବାର ଦିନ ଅଧୁଆ ମୁହଁରେ ଶ୍ଵେତ ଦୁବ ସଂଗ୍ରହ କରି ଶୁଖାଇ ଗୁଣ୍ଡ କରିବ , ଏହି ଗୁଣ୍ଡରୁ ଅଳ୍ପ ନେଇ ପାନ ରସ ସହ ମିଶାଇ ପାଳି ଜ୍ଵର ହେଉଥିବା ବ୍ୟକ୍ତିଙ୍କୁ ଶନି କିମ୍ଵା ରବିବାର ଦିନ ଖୁଆଇଲେ ଜ୍ଵର ଭଲ ହୋଇଥାଏ , ମଙ୍ଗଳବାର ଦିନ ଶ୍ଵେତ ଦୁବ ସଂଗ୍ରହ କରି ଓଃ ଅମୃତ ପ୍ରସାଵିନି ଅମୂକ ନାମ ,

ରୋଗୀଙ୍କ ନାମ ନେବେ ଏହି ମନ୍ତ୍ରକୁ ନଅ ଥର ପଢି ନଅ ଥର ଫୁଙ୍କି ରୋଗୀଙ୍କୁ ଛାଡ଼ିଦେଲେ ସମସ୍ତ ରୋଗ ଭଲ ହୋଇଥାଏ , ପୁଷ୍ୟ ନକ୍ଷେତ୍ର ଶନି କିମ୍ଵା ରବିବାର ଦିନ ସକାଳୁ ଗୁପ୍ତ ରେ ଶ୍ଵେତ ଦୁବ ସଂଗ୍ରହ କରି ୨୧ ଖିଅ ଲାଲ ସୂତାରେ ଶିଶୁର ଗଳାରେ ପିନ୍ଧାଇଲେ ପିହୁଳା ଭଲ ହୁଏ , ସାତ ଘେରା ଦୂର ସଂଗ୍ରୂ କରି ପିଲାଙ୍କ ଵାହୁରେ ବାନ୍ଧିଲେ ଚମକିବା ଦୂର ହୁଏ , ଶନିବାର କିମ୍ଵା ରବିବାର ଦିନ ଅଧୁଆ ମୁହଁରେ

ଦୁବ ଅରୁଆ ଚାଉଳ ସହ ବାଟି ପିଠା କରି ୨୧ ଦିନ ଖାଇଲେ କୁଆରି କନ୍ୟା ଲାଜ ଛଡ଼ା ହୁଏ , ସାତ ଗେଡା ଦୁବ ଧରି ପିଲାମାନଙ୍କୁ ଦୁର୍ଗାଙ୍କ ନାମରେ ଛାଡି ଦେଲେ ପିହୁଳା ଆଦି ଭଲ ହୁଏ , ପାଳି ଜ୍ଵର ହେଉଥିବା ଲୋକଙ୍କ ନାମରେ ଦୁବ ଘାସକୁ ଶିବଙ୍କୁ ଛାଡ଼ିଦେଇ ତାଙ୍କ ମୁଣ୍ଡ ଉପରେ ବୁଲାଇ ଫିଙ୍ଗିଲେ ସେମାନଙ୍କ ପାଳି ଜ୍ଵର ଭଲ ହୁଏ , ତେବେ ଏହା ଥିଲା ଦୁବ ଘାସର ଚମତ୍କାରୀ ଗୁଣ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *