ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ମାଁ ଲକ୍ଷ୍ମୀ ଘରକୁ ଆସିବାର ମିଳିଥାଏ ପାଞ୍ଚଟି ସଂକେତ , ଭଲ ସମୟ ଆସିବା ପୂର୍ବରୁ ଏହି ସବୁ ସଂକେତ ମିଳିଥାଏ ,ପ୍ରତ୍ୟେକ ଲୋକଙ୍କ ଇଛା ଥାଏ ଯେ ତା ପାଖରେ ପ୍ରଚୁର ଧନ ରହୁ ଏବଂ ଏହା ଦ୍ଵାରା ସେ ତାର ସବୁ ଜରୁରି ଇଛାକୁ ପୂରଣ କରୁ , କିନ୍ତୁ ସମସ୍ତଙ୍କ ଭାଗ୍ୟ ଏପରି ହୋଇଥାଏ କିଛି ଲୋକ ନିଜ ଲକି କାରଣରୁ ଧନୀ ହୋଇଯାଇଥାନ୍ତି , କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ନିତିଦିନିଆ ଖାଦ୍ୟକୁ ଖାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି , ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମାଁ ଲକ୍ଷ୍ମୀଙ୍କୁ ଆରାଧନା କରିଥାନ୍ତି ,
ମାଁ ଲକ୍ଷ୍ମୀଙ୍କ ଆଗମନ ହେଲେ ଧନର ବୃଦ୍ଧି ହେବା ସହ ଶୁଭ ସଂକେତ ମଧ୍ୟ ମିଳିଥାଏ , ମାଁ ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ କିଛି ସଂକେତ ମିଳିଥାଏ ଆସନ୍ତୁ ସେ ସଂକେତ ବିଷୟରେ ଜାଣିବା , ଅମାବାସ୍ୟା ଦିନ ଯଦି ଘରେ ପେଚା ଵସିଥିବାର ଦେଖନ୍ତି , ବିଲେଇ ଯଦି ଘରେ ପଶି କ୍ଷୀର ପିଏ , ରାତିରେ ମୂଷା ଦେଖନ୍ତି ତେବେ ଏହା ଘରେ ମାଁ ଲକ୍ଷ୍ମୀଙ୍କ ଆସିବାର ଶୁଭ ସଂକେତ ଦେଇଥାଏ , ଗୁରୁବାର ଦିନ ଘରର କୈାଣସି ବସ୍ତୁକୁ ବିକ୍ରି କରନ୍ତୁ ନାହିଁ , ଏହା ଦ୍ଵାରା ମାଁ ଲକ୍ଷ୍ମୀ ଘର ଛାଡି ପଳାୟନ କରନ୍ତି , ଘରେ ଯଦି ଅଭାବ ଲାଗି ରହୁଥାଏ ତେବେ ପିତ୍ତଳ ଡାଳରେ ଖୁଚୁରା ମୁଦ୍ରା ରଖି ଘରର ପଶ୍ଚିମ ଦିଗରେ ରଖି ପ୍ରଣାମ
କରନ୍ତୁ ଏହା ଦ୍ଵାରା ଧନ ଜନିତ ସମସ୍ୟା ଦୂର ହେବ , ମଙ୍ଗଳବାର ଦିନ କୈାଣସି ଲୁହା ଜିନିଷ ବା ଯାନବାହାନକୁ ବିକ୍ରି କରନ୍ତୁ ନାହିଁ , ଏବେ ଆସନ୍ତୁ ଜାଣିବା ମାଁ ଲକ୍ଷ୍ମୀଙ୍କ ଆସିବାର କେଉଁ ତିନୋଟି ସଂକେତ ମିଳିଥାଏ ,ପ୍ରଥମେ ହେଲା ଘରେ କଳି ପିମ୍ପୁଡ଼ି ଦେଖିବା , ଘରେ ଲାଲ ପିମ୍ପୁଡ଼ି ତ ଦେଖାଯାଏ ଯଦି ଘରେ କଳା ପିମ୍ପୁଡ଼ି ଦେଖାଯାଏ ତେବେ ଚିନି ଓ ଅଟା ପକେଇ ଖାଇବାକୁ ଦିଅନ୍ତୁ ଏହା ସଂକେତ ଦେଇଥାଏ ଘରେ ଧନ ବୃଦ୍ଧି ହେବା ସହ ମାଁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ,ଦ୍ଵିତୀୟ ହେଲା ଝିଟିପିଟି , ଝିଟିପିଟିକୁ ମାଁ ଲକ୍ଷ୍ମୀଙ୍କ ପ୍ରତିକ ବୋଲି ମନାଯାଏ ,
ଘରେ ଯଦି ତିନୋଟି ଝିଟିପିଟି ଏକତ୍ର ଦେଖା ଦିଅନ୍ତି ତେବେ ଏହା ମାଁ ଲକ୍ଷ୍ମୀଙ୍କ ଆସିବାର ସଂକେତ ଦେଇଥାଏ , ଗୋଟିଏ ଝିଟିପିଟି ଆଉ ଏକ ଝିଟିପିଟିର ପିଛା କରିବାର ଦେଖିଲେ ଏହା ମାଁ ଲକ୍ଷ୍ମୀଙ୍କ ଆସିବାର ସଂକେତ ଦେଇଥାଏ , ତୃତୀୟ ହେଲା ପକ୍ଷୀ , ଯଦି ଆପଣଙ୍କ ଘରେ କୈାଣସି ପକ୍ଷୀ ବସା ବାନ୍ଧେ ତେବେ ଏହା ଶୁଭ ସଂକେତ ହେବା ସହ ଘରେ ମାଁ ଲକ୍ଷ୍ମୀ ଆସିବା ସହ ଘରେ ଧନ ବୃଦ୍ଧି ମଧ୍ୟ ହୋଇଥାଏ ,ଚତୁର୍ଥ ହେଲା ଶଙ୍ଖର
ଧ୍ଵନି ଯଦି ଆପଣଙ୍କୁ ସକାଳ ସନ୍ଧ୍ୟାରେ ଶଙ୍ଖର ଧ୍ଵନି ଶୁଣାଯାଏ ତେବେ ଏହା ଶୁଭ ସଂକେତ ହୋଇଥାଏ ଏହା ସହ ମାଁ ଲକ୍ଷ୍ମୀଙ୍କ ଆଗମନ ହେବା ସହ ଆର୍ଥିକ ଉନ୍ନତି ହୋଇଥାଏ ,ପଞ୍ଚମ ହେଲା ହାତର ପାପୁଲି , ହାତର ପାପୁଲି କୁଣ୍ଡେଇ ହେଲେ ଏହା ସଂକେତ ଦେଇଥାଏ ଯେ ମାଁ ଲକ୍ଷ୍ମୀଙ୍କ ଘରକୁ ଆଗମନ ହୋଇଥାଏ , ଏହା ଦ୍ଵାରା ଆପଣଙ୍କ ସମସ୍ତ ଇଛା ମଧ୍ୟ ପୁର୍ଣ୍ଣ ହୋଇଥାଏ , ତେବେ ଏହା ଥିଲା କେତୋଟି ସଂକେତ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।