diga

ଭୋଜନ କରିବାର ଉଚିତ ନିୟମ ବିଷୟରେ ଜାଣନ୍ତୁ ଶ୍ରୀକୃଷ୍ଣ କ’ଣ କହିଛନ୍ତି |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗଵାନ ଶ୍ରୀକୃଷ୍ଣ ଭୋଜନ କରିବା ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ଏ ବିଷୟରେ ବହୁତ ଜ୍ଞାନ ଦେଇଛନ୍ତି , କେଉଁ ପ୍ରକାରର ଭୋଜନ ମନୁଷ୍ୟର ଜୀବନକୁ କଷ୍ଟକାର ଦେଇଥାଏ ଓ କେଉଁ ଦିଗକୁ ଭୋଜନ କଲେ ମନୁଷ୍ୟ ଆୟୁଷ କମ ହୋଇଥାଏ , ଏବଂ କେଉଁ ପ୍ରକାରର ଭୋଜନ ମନୁଷ୍ୟକୁ ସୁଖ ସମୃଦ୍ଧି ଓ ଐଶ୍ଵର୍ଯ୍ୟ ପ୍ରାପ୍ତି କରାଇଥାଏ ଏହା ସହିତ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଭୋଜନ କରିବା ସମୟରେ ଅନେକ ନିୟମ ବିଷୟରେ କୁହାଯାଇଛି , ଯାହାର ପାଳନ କରିବା ଆବଶ୍ୟକ , ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ମନୁଷ୍ୟକୁ ଉଚିତ ଦିଗରେ ମୁହଁ କରି ଭୋଜନ କରିବା ନିହାତି ଜରୁରୀ ଅଟେ , ଭୁଲ ଦିଗରେ ମୁହଁ କରି ଭୋଜନ କଲେ ମନୁଷ୍ୟ ଶରୀରରେ ଖରାପ ପ୍ରଭାବ ପଡିଥାଏ ,

ଏହା ସହିତ ଭୋଜନ କରିବା ଆଗରୁ ମନୁଷ୍ୟକୁ କିଛି ମନ୍ତ୍ର ବୋଲିବା ଆବଶ୍ୟକ , ଭୋଜନ କରିବା ସମୟରେ ସକରାତ୍ମକ ଶକ୍ତିର ପ୍ରଭାବ ଅଧିକ ହେବ , ଆଜି ଆମେ ଏହାର ମହତ୍ତ୍ଵ ପୁର୍ଣ୍ଣ ଵିଷୟରେ କଥା ହେବା , ଯଦି ଭୋଜନ କରିବା ସମୟରେ ପରିବାର ଲୋକ ଠିକ ଦିଗରେ ଧ୍ୟାନ ରଖନ୍ତି ତେବେ ଘରୁ କ୍ଳେଶ ନକରାତ୍ମକତା ଦୂର ହେବ , ଏବଂ ମାଁ ଲକ୍ଷ୍ମୀଙ୍କ କୃପାରୁ ଘରକୁ ସୁଖ ସମୃଦ୍ଧି ଆସିଥାଏ , ତା ସହିତ ପରିବାର ସଦସ୍ୟଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହେ , ଏଥିପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଥିବା ନିୟମର ପାଳନ ଆମକୁ ନିହାତି କରିବା ଆବଶ୍ୟକ , ତେବେ ଆସନ୍ତୁ ଜାଣିବା ମନୁଷ୍ୟକୁ ଭୋଜନ କରିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଆବଶ୍ୟକ ,

KRUSHNA

ଭଗବାନ କୁହନ୍ତି ଯେ ମନୁଷ୍ୟକୁ କେବେବି ଅନ୍ୟ ଵ୍ୟକ୍ତିକୁ ଭୋକିଲା ରଖି ନିଜେ ଭୋଜନ କରିବା ଉଚିତ ନୁହେଁ , ଯେପରି ସୁଦାମା ଅନ୍ୟକୁ ଭୋକିଲା ରଖି ନିଜେ ହିଁ ଖାଇ ଦେଇଥିଲେ ଏହି କାରଣରୁ ସେ ଦରିଦ୍ରତାର ସାମ୍ନା କରିଥିଲେ , ସେଥିପାଇଁ ମନୁଷ୍ୟ ବା ପଶୁ ପକ୍ଷୀକୁ ଭୋକିଲା ରଖି ନିଜେ ଭୋଜନ କରିବା ଉଚିତ ନୁହେଁ , ସମସ୍ତଙ୍କୁ ଵାଣ୍ଟି କରି ଭୋଜନ କଲେ ହିଁ ଵ୍ୟକ୍ତିକୁ ତାର ଭୋଜନ ମିଳିଥାଏ , ଏବଂ ଏଥିରେ ହିଁ ମାଁ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି , ବାସ୍ତୁ ଶାସ୍ତ୍ର ଅନୁସାରେ ଭଙ୍ଗା ରୁଜା ଵାସନରେ ଭୋଜନ କରିବା ଅଶୁଭ ମନାଯାଏ , ଏହା ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ , ଭୋଜନ ସବୁବେଳେ ସ୍ଵଛ ଥାଳିରେ କରିବା ଉଚିତ ,

ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ଏକାଦଶୀ ଦିନ କେଵେ ମଦ ମାଂସର ଭୋଜନ କରିବା ଉଚିତ ନୁହେଁ , ଏହି ଦିନ ସାକାହାର ଭୋଜନ କରିବା ଉଚିତ , ଭୋଜନକୁ ଅପବ୍ୟବହାର କରିବା ବା ଅପମାନ କରିବା ଶାସ୍ତ୍ରରେ ଅନୁଚିତ ବୋଲି କୁହାଯାଇଛି , ଏହା ଅନର୍ଥର କାରଣ ଵନିଥାଏ ଏଥିପାଇଁ ଆପଣଙ୍କୁ ଯେତିକି ଭୋଜନ ଆବଶ୍ୟକ ସେତିକି ହିଁ ଭୋଜନ ନିୟନ୍ତୁ , ଯଦି କୈାଣସି ଵ୍ୟକ୍ତି ସାଥିରେ ଭୋଜନ କରୁଛି ତେବେ ତାହାର ଭୋଜନ ସରିବା ପର୍ଯ୍ୟନ୍ତ ଉଠିବା ଉଚିତ ନୁହେଁ , ଏହା ନ କଲେ ପିତୃପୁରୁଷ ଦୁଃଖି ହୋଇଯାଆନ୍ତି , ଏବଂ ପିତୃ ଦୋଷ ଲାଗିଥାଏ , ଭୋଜନ ସରିବା ପରେ ଥାଳିରେ ହାତ ଧୋଇବା ଉଚିତ ନୁହେଁ ,

KRUSHNA

ଥାଳିରେ ହାତ ଧୋଇଲେ ଅନ୍ନର ଅପମାନ ହୋଇଥାଏ ଏହି ନିଚ ଶ୍ରେଣୀର ଲକ୍ଷଣ ହୋଇଥାଏ , ଏହାକୁ ଭୁଲରେ କରନ୍ତୁ ନାହିଁ , ଭୋଜନ କରିବା ସମୟରେ ଏହି ବିଶେଷ ମନ୍ତ୍ରର ଉଚ୍ଚାରଣ କରନ୍ତୁ , ” ଓମ୍ ସହ ନଵଵତୁ ସହ ନୋୖ ଭୁନକତୁ ସହ ଵିରୟଂ କରଵଵହେ ତେଜସ୍ଵୀ ନଵଧିତମସ୍ତୁ , ମାଁ ଵିଦ୍ଵୀସାଵହୈ , ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ !ଏହି ମନ୍ତ୍ର ଜପରେ ଦେବୀ ଦେଵତା ଖୁସି ହୋଇଯାଆନ୍ତି , ଏବଂ ଏହା ପ୍ରାର୍ଥନା କରିବା ଉଚିତ ଯେ ସବୁ ଭୋକିଲା ପ୍ରାଣୀଙ୍କୁ ଅନ୍ନର ପ୍ରାପ୍ତି ହେଉ ,ଭୋଜନ ସବୁବେଳେ ଭୂମି ଉପରେ ବା ଆସନ ଉପରେ ବସି କରିବା ଉଚିତ , ଭୋଜନ କରିବା ସମୟରେ ଅନ୍ୟର ଅପମାନ କରିବା ଉଚିତ ନୁହେଁ ଏପରି କଲେ ଵ୍ୟକ୍ତିର ଦୁର୍ଭାଗ୍ୟ ଆସିଥାଏ , ଏବଂ ଦୁହିଁଙ୍କ ମଧ୍ୟରେ କ୍ଲେଶ ମଧ୍ୟ ହୋଇଥାଏ , ଏଥିପାଇଁ ଏହା କରନ୍ତୁ ନାହିଁ ,

ମନେ ରଖନ୍ତୁ ଯେତେବେଳେ ଆପଣ ଭୋଜନ କରୁଛନ୍ତି ତେବେ ଆପଣ ପୂର୍ବ ଦିଗକୁ ମୁଖ କରି ଭୋଜନ କରିବା ଉଚିତ , ଏହା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଠିକ ରହିଥାଏ ତେବେ ଏହା ଥିଲା ଜାଣିବା କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *