ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣଙ୍କୁ ବହୁତ ଦିନରୁ କାଶ ଲାଗି ରହିଛି , ଯେକୌଣସି ପ୍ରକାରେ କାଶ ହେଇଥାଉ ନା କାହିଁକି ତାହା ଭଲ ହୋଇଯିବ , କଫ ଵାଲା କାଶ ହେଉ ବା ଶୁଖିଲା କାଶ ହେଉ , କେବଳ ତିନି ଦିନ ଏହାର ସେବନ କରିଵା ଦ୍ଵାରା ତାହା ଦୂର ହୋଇଯିବ , ଏହା ପୂର୍ବରୁ ମଧ୍ୟ କାଶ ପରି ସମସ୍ଯାମାନକୁ ଠିକ କରିବା ପାଇଁ ଆମେ ଅନେକ ଉପଚାର କହିରଖିଛୁ , କିନ୍ତୁ ଆଜିର ଏହି ରେଡମଡି କାଶ ପରି ସମସ୍ଯାମାନକୁ ଦୂର କରିବା ପାଇଁ ବହୁତ ଅଧିକ ଚମତ୍କାରୀ ଅଟେ , ତେବେ ସମୟ ବିଳମ୍ବ ନ କରି ଆସନ୍ତୁ ଜାଣିବା ଆଜିର ଏହି ଉପଚାର କିପରି ବଳେଇବେ , ଏବଂ ଆପଣଙ୍କ କାଶ ପରି ସମସ୍ଯାମାନକୁ କିପରି ଦୂର କରିବେ , ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପିଜୁଳି , ପିଜୁଳି ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ ,
ଆପଣଙ୍କ ଡାଇଯେସନ ପାଇଁ ଏବଂ ଯଦି ଆପଣଙ୍କୁ ଥଣ୍ଡା କାଶ କଫ ସବୁବେଳେ ଲାଗି ରହୁଛି ତେବେ ତାହା ପାଇଁ , ମସ୍ତିଷ୍କକୁ କ୍ଷୀପ୍ର କରିବା ପାଇଁ , ଏବଂ ହାର୍ଟ ପାଇଁ ବହୁତ ଲାଭଦାୟକ ଅଟେ ପିଜୁଳି , ଯଦି ଆପଣଙ୍କୁ କାଶ ପରି ସମସ୍ଯାମାନ ଲାଗି ରହିଛି କୈାଣସି ବି ପ୍ରକାରର କାଶ ହେଉଛି ତେବେ ଆଜିର ଏହି ଉପଚାର ଥରେ ପ୍ରୟୋଗ କରି ଦେଖନ୍ତୁ , ଏଥିପାଇ ଆପଣ ପିଜୁଳିକୁ ଭଲ ଭାବରେ ଧୋଇଦିଅନ୍ତୁ , ଆପଣ ଚାହିଁଲେ ଲୁଣ ବା ଵ୍ୟକିଂ ପାଉଡର ମିଶା ପାଣିରେ ପକେଇ ରଖନ୍ତୁ , ତାପରେ ଏହାକୁ କାଢି ଦେଖନ୍ତୁ ଏଥିରୁ ସଂପୁର୍ଣ୍ଣ ମଇଳା ଛାଡିଯିଵ ,
ତାପରେ ଆପଣ ଏହି ପିଜୁଳି କୁ କାଟି ଦିଅନ୍ତୁ , ଏହାର ମଝିରୁ ଏକ ଖଣ୍ଡ କାଢି ନିୟନ୍ତୁ ଏହା ପଛରେ ଆମର ଦରକାର ହେବ , ତାପରେ ଏହାର ମଝିରେ ଥିବା ମଞ୍ଜି କାଢି ନିୟନ୍ତୁ , ଏଥିପାଇଁ ଆପଣଙ୍କୁ ଆବଶ୍ୟକ ଜୁଆଣି , ଯାହା ଆପଣଙ୍କୁ କୈାଣସି ବି ତେଜରାତି ଦୋକାନରେ ସହଜରେ ମିଳିଯିବ , ଥରକେ ପାଇଁ ବା ଅଧା ଚାମଚ ଜୁଆଣି ବହୁତ ଲାଭ ପ୍ରଦ ହେବ , ତାପରେ ଏହି ଜୁଆଣି କୁ ଆପଣ ପିଜୁଳି ମଧ୍ୟରେ ଯେଉଁ ଜାଗା କରିଥିଲେ ସେଥିରେ ପକେଇଦିଅନ୍ତୁ , ଏଥିପାଇଁ ଆପଣଙ୍କୁ ଆବଶ୍ୟକ ତାହା ହେଉଛି କଳା ଲୁଣ ଯାହାକୁ ବିଟ୍ ଲୁଣ ମଧ୍ୟ କୁହାଯାଏ ,
ଏବେ ଆପଣଙ୍କୁ ଚାମଚ ସାହାଯ୍ୟରେ ପିଜୁଳି ଭିତରେ ଭଲ ଭାବରେ ପୁରେଇଦିଅନ୍ତୁ , ଏଥିରୁ ପିଜୁଳି ରସ ଯେପରି ନ ବାହାରିବ ଏଥିପ୍ରତି ଧ୍ୟାନ ଦିଅନ୍ତୁ , ତାପରେ ଏହାକୁ ଉପର ମୁହାଁ କରି ଗ୍ୟାସ୍ ବା ଚୁଲିରେ ସେକି ଦିଅନ୍ତୁ , ଦେଖିବେ ଟାଣ ଥିବା ପିଜୁଳି ନରମ ହୋଇଯିବ , ଏହାକୁ ଗରମ ଗରମ ନ ଖାଇ ଥଣ୍ଡା ହେବା ପରେ ଖାଇବେ , ଏବେ ଆପଣ ଏହାକୁ ଛୋଟ ଛୋଟ ସଲ୍ଲାଇସରେ କାଟି ଦିଅନ୍ତୁ ,
ଯଦି ଆପଣଙ୍କୁ କାଶ ବେଶି ଦିନ ଲାଗି ରହିଛି ତେବେ ଏଥିରେ ମହୁର ପ୍ରୟୋଗ କରନ୍ତୁ , ଏବେ ଆପଣଙ୍କୁ ଏହିପରି ଭାବେ ସେବନ କରନ୍ତୁ , ଏହାକୁ ଯଦି ସକାଳେ ସେବନ କରିବେ ଦେଖିଵେ ଆପଣଙ୍କର ପୁରୁଣାରୁ ପୁରୁଣା କାଶ ଭଲ ହୋଇଯିବ , କାଶ ପାଇଁ ଏହା ଏକ ସୁନ୍ଦର ଉପଚାର ଅଟେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।