oda

ଘର ପୋଛୁଥିଲେ ସାବଧାନ କରନ୍ତୁ ନାହିଁ ଏହି ଭୁଲ, ପୋଛିବା ସମୟର ପକାନ୍ତୁ ଏହି ଜିନିଷ ଘର ରହିବ ନିରୋଗ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ସମସ୍ତେ ଜାଣିଛେ ଯେ ଘରକୁ ସଫା ରଖିବା ଦ୍ଵାରା ସଂପନ୍ନତା ବଢ଼ିଥାଏ , ଘରେ ସକରାତ୍ମକତା ଏବଂ ଭଲ ପାଇବା ବୃଦ୍ଧି ହୋଇଥାଏ , କିନ୍ତୁ ଅସନା ରଖିଵା ଦ୍ଵାରା ଦରିଦ୍ରତା ଆସିଥାଏ , ଏଥିପାଇଁ ଆମ ବଡ଼ ମାନେ କହିଯାଇଛନ୍ତି ଯେ ଘର ଠାରୁ ଅଳିଆ ଆବର୍ଜ୍ଜନା ଦୂରରେ ରଖିବା ଉଚିତ , ଯାହା ଦ୍ଵାରା ଘର ଗରିଵ ଓ କ୍ଳେଶ ଠାରୁ ସବୁବେଳେ ଦୂରରେ ରହିବ ,

ଆମେ ସମସ୍ତେ ଆମ ଘରକୁ ସଫା ରଖିବା ପାଇଁ ପୋଛିଥାନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି ଯୈ ପୋଛିଵା ସମୟରେ ଆପଣ କ’ଣ ଭୁଲ କରିଥାନ୍ତି , ଏହାର ଵିପରୀତ ପରିଣାମ ଆପଣଙ୍କୁ ଭୋଗିବାକୁ ପଡ଼ିଥାଏ , ଆମକୁ ଲାଗିଥାଏ ଯେ ଘର ପୋଛି ଦେଲେ ଘର ସଫା ହୋଇଗଲା , କିନ୍ତୁ ଆମେ ଘର ପୋଛିଵା ବେଳେ କିଛି ବସ୍ତୁକୁ ଧ୍ୟାନ ଦେଇନଥାନ୍ତି , ଯାହାର ଅର୍ଥ ଆମେ ଘରକୁ ଗରିଵକୁ ନିମନ୍ତ୍ରଣ କରିଥାନ୍ତି , ଯେମିତି ଆମେ ଝାଡୁ ଲଗାଇବା ସମୟରେ ଧ୍ୟାନ ରଖିଥାଉ ସେହିପରି ପୋଛିଵା ସମୟରେ ମଧ୍ୟ ଧ୍ୟାନ ଦେବା ଉଚିତ , ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ପୋଛିଵା ସମୟରେ କେଉଁ କଥାକୁ ଧ୍ୟାନ ଦେବା ଉଚିତ ,

ଏବଂ ପୋଛିଲା ସମୟରେ ଏପରି କ’ଣ ଜିନିଷ ଅଛି ଯାହାକୁ ଢାଳିବା ଦ୍ଵାରା ଆପଣଙ୍କୁ ଲାଭ ପ୍ରଦ ହେବ , ତେବେ ଆସନ୍ତୁ ଜାଣିବା କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ , ପ୍ରଥମ କଥା ହେଲା କେବେ ବି ଦ୍ବିପ୍ରହର ସମୟରେ ଘର ପୋଛନ୍ତୁ ନାହିଁ , ସବୁବେଳେ ସକାଳେ ପୋଛନ୍ତୁ ଯାହା ଦ୍ଵାରା ରାତିସାରା ଥିବା ନକରାତ୍ମକ ଶକ୍ତି ଘରୁ ପଳାଇଯିଵ , ଏବଂ ଆମ ଘର ସକରାତ୍ମକ ଶକ୍ତିରେ ଭରି ରହିଵ , ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଘର ପୋଛିଵା ଅନୁଚିତ ଏହା ଦ୍ଵାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ , କିଛି ଲୋକ ଭାଙ୍ଗିଯାଇଥିବା ବାଲଟିରେ ଘର ପୋଛି ଥାନ୍ତି ଯାହା

ବହୁତ କ୍ଷତିକାରକ ଅଟେ ଏଥିରୁ ମିଳୁଥିଵା ଲାଭ ଆମକୁ ମିଳିନଥାଏ , ସେଥିପାଇଁ ଏହାକୁ ବଦଳା ପୋଛା କରନ୍ତୁ , ପୋଛିଵା ସମୟରେ ଘରର ଉତ୍ତର ଦିଗରୁ ହିଁ ଆରମ୍ଭ କରନ୍ତୁ , କାରଣ ଉତ୍ତର ଦିଗକୁ ଶୁଭ ମନାଯାଏ ଏହି ଦିଗକୁ କୁବେରଙ୍କ ଦିଗ ବୋଲି ମଧ୍ୟ କୁହାଯାଏ , ମନାଯାଏ ଯେ ଧନ , ସକରାତ୍ମକ ଶକ୍ତି , ମାଁ ଲକ୍ଷ୍ମୀଙ୍କ ପ୍ରବେଶ ଉତ୍ତର ଦିଗରୁ ହିଁ ହୋଇଥାଏ , ସେଥିପାଇଁ ଆପଣ ଉତ୍ତର ଦିଗକୁ ସବୁବେଳେ ସଫା ରଖନ୍ତୁ ,

ତେବେ ପାଣିରେ ସବୁବେଳେ ନିମ୍ବ ପତ୍ର ପକାଇ ବା ଏହି ପତ୍ରକୁ ପାଣିରେ ସିଝାଇ ଏହାର ପାଣିକୁ ଅଳ୍ପ ଅଳ୍ପ ପକାଇ ଘର ପୋଛିଵା ଦ୍ଵାରା ଘରର ସଦସ୍ୟମାନେ ନିରୋଗୀ ହୋଇଥାନ୍ତି , ନିମ୍ବ ପତ୍ର ଆପଣଙ୍କ ଘରୈ ଏପରି ଶକ୍ତି ଆଣିଥାଏ ଆପଣଙ୍କ ଘରେ ଲାଗିଥିବା , ନକରାତ୍ମକ , କ୍ଳେଶ , ଦୃଷ୍ଟି ନଜର ଏ ସବୁ ଆପଣଙ୍କ ଠାରୁ କୋଶ ଦୂରରେ ରହିବ ତେବେ ଆଜି ପାଇଁ ଏତିକି ,ଏହାର ନିଶ୍ଚିତ ପ୍ରୟୋଗ କରନ୍ତୁ ଏବଂ ଘର ପୋଛିଵା ସମୟରେ ସାବଧାନ ରୁହନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *