akhi

ଆଖି ଦେଖି ଜାଣନ୍ତୁ ସ୍ଵଭାବ ଓ ତାର ଚରିତ୍ର |

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ ଜାଣିବାର ଅନେକ ଉପାୟ ରହିଛି , କେବଳ ଜାତକରୁ କିମ୍ଵା ହାତରୁ ନୁହେଁ , ମଣିଷର ଆଖିର ରଙ୍ଗରୁ ମଧ୍ୟ ଵ୍ୟକ୍ତିର ସ୍ଵଭାବ ବିଷୟରେ ଜାଣିହେବ , ତେବେ ଚାଲନ୍ତୁ ଜାଣିବା କେଉଁ ରଙ୍ଗର ଆଖି କ’ଣ କହିଥାଏ , ପ୍ରଥମ ହେଲା କରା ରଙ୍ଗର ଆଖି , ଯେଉଁ ଲୋକର ଆଖି କଳା ରଙ୍ଗର ହୋଇଥାଏ ସେମାନେ ବହୁତ ରହସ୍ୟମୟ ହୋଇଥାନ୍ତି ,

ଆଉ ମଧ୍ୟ ସେମାନେ ଖୁଵ ଭରୋସା ଵାଦି ମଧ୍ୟ ହୋଇଥାନ୍ତି , ଖୁବ ପରିଶ୍ରମୀ, ଵିଶ୍ଵାସୀ ଓ ଦାୟିତ୍ଵଵାନ ମଧ୍ୟ ହୋଇଥାନ୍ତି , ଏମାନେ ଧର୍ଯ୍ୟହୀନ କିନ୍ତୁ ଖୁଵ ଆଶା ବାଦି , ଦ୍ଵିତୀୟ ହେଲା ଧୂସର ରଙ୍ଗର ଆଖି , ଏହି ରଙ୍ଗର ଆଖି ଥିବା ଵ୍ୟକ୍ତି ଖୁବ ଆତ୍ମବିଶ୍ବାସୀ ହୋଇଥାନ୍ତି , ଏମାନେ ପୁର୍ଣ ବିଶ୍ଵାସୀ , ଏମାନେ ଭଲ ସ୍ଵଭାବର ଓ ସ୍ନେହି , ଏମାନେ ବନ୍ଧୁଙ୍କ ସହ ମିଳାମିଶା କରିବାକୁ ପସନ୍ଦ କରିଥାନ୍ତି ,

eyeeeee

ତୃତୀୟ ହେଲା ଚିଲ ପରି ଆଖି ଏହିପରି ଆଖି ଥିବା ଵ୍ୟକ୍ତି ଶାନ୍ତ ଓ ବୁଦ୍ଧିମାନ ହୋଇଥାନ୍ତି , ନିଜ ଭିତରେ ହଜିକି ରହିବାକୁ ପସନ୍ଦ କରିଥାନ୍ତି , ଏମାନେ ସ୍ଵଭାବରେ ଖୁବ ବିନମ୍ର ଓ ପ୍ରଭାବଶାଳୀ ହୋଇଥାନ୍ତି ,ଏମାନେ ଖୁବ୍ ତର୍କ ସ୍ଵଭାବର ହୋଇଥାନ୍ତି , ଏପରି ଆଖି ଥିବା ଵ୍ୟକ୍ତି ଜୀବନରେ ପ୍ରେମ ଖୁବ ମହତ୍ତ୍ଵ ରଖିଥାଏ , ଚତୁର୍ଥ ହେଲା ସବୁଜ ରଙ୍ଗର ଆଖି ଏହି ରଙ୍ଗର ଆଖି ପ୍ରାୟ ସମସ୍ତଙ୍କ ପସନ୍ଦ ଥାଏ ,

ଏମାନେ ଖୁଵ ବୁଦ୍ଧିମାନ ହୋଇଥାନ୍ତି , ନିଜ ପରିବାରକୁ ସାଙ୍ଗରେ ନେଇ ଚାଲନ୍ତି , କିନ୍ତୁ ଏହି ଆଖିର ଵ୍ୟକ୍ତି ଖୁବ ଇର୍ଷାଳୁ ହୋଇଥାନ୍ତି , ପଞ୍ଚମ ହେଲା ନୀଳ ରଙ୍ଗର ଆଖି , ଏହି ରଙ୍ଗର ଆଖି ଥିବା ଵ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି , ଏମାନେ ବହୁତ ସ୍ମାର୍ଟ ଓ ଦୟାଳୁ ହୋଇଥାନ୍ତି , ଏମାନଙ୍କର ପରଖିବା ଗୁଣ ବହୁତ ଭଲ , ଅନ୍ୟକୁ ସାହାଯ୍ୟ କରିବାକୁ ଏମାନେ ସବୁବେଳେ ପ୍ରସ୍ତୁତ ରହିଥାନ୍ତି ,

କୈାଣସି ଵ୍ୟକ୍ତି ପ୍ରତି ଏମାନେ ଖୁବ୍ ଆକର୍ଷିତ ହୋଇଥାନ୍ତି , ଆଜି ଆମେ ଜାଣିଲେ କିପରି ଆଖି ଥିଲେ କେଉଁ ସ୍ଵଭାବର ହୋଇଥାନ୍ତି ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *