patra

ଋତୁସ୍ରାବ ସମୟରେ ଅତ୍ୟଧିକ ଵ୍ଳିଡଂ ବା ରକ୍ତସ୍ରାବ ହେଲେ କରନ୍ତୁ ଏହି ଉପଚାର ବିଳମ୍ବ ହେଲେ ହୋଇପାରେ ଗଭୀର ରୋଗ |

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାସିକ ଧର୍ମ ସମୟରେ ରକ୍ତସ୍ରାବ ହେବା ଏକ ସାଧାରଣ କଥା ଅଟେ , କିନ୍ତୁ ଋତୁ ସ୍ରାବ ସମୟରେ ବହୁତ ଅଧିକ ଵ୍ଲିଡିଂ ହେବା ଚିନ୍ତାର କାରଣ ହୋଇଥାଏ , ପ୍ରଜନନ ପ୍ରଣାଳୀ କାରଣ ବ୍ୟତୀତ ଆହୁରି ଅନେକ କାରଣ ଅଛି ଯେଉଁ କାରଣରୁ ସ୍ତ୍ରୀ ଲୋକଙ୍କ ଵ୍ଲିଡଂ ବା ରକ୍ତସ୍ରାବ ହୋଇଥାଏ , କୈାଣସି ରୋଗ ବା ଗର୍ଭାଶୟରେ ପାଇଁ ଥିବା ଡିଭାସି ଯୋଗୁଁ ମଧ୍ୟ ରକ୍ତ ସ୍ରାବ ହୋଇପାରେ , ଅସାମାନ୍ୟ ଵ୍ଳିଡଂ ବା ଋତୁସ୍ରାବ ଵ୍ଲିଡିଂକୁ କେବେ ଅଣଦେଖା କରିବା ଉଚିତ ନୁହେଁ , ଯଦି ଆପଣଙ୍କୁ ଋତୁସ୍ରାବ ଛଡ଼ା ଆଉ କେବେ ଵ୍ଳିଡଂ ହେଉଛି ତେବେ ତୁରନ୍ତ ଡ଼ାକ୍ତର ଙ୍କ ପରାମର୍ଶ ନେବା ଆବଶ୍ୟକ ,

ଏହା ଏକ ଗଭୀର ରୋଗର ସଂକେତ ଅଟେ , ହେଲେ ଡରିବାର ନାହିଁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କ ଏହି ରୋଗ ସଂପୁର୍ଣ୍ଣ ଭଲ ହୋଇଯିବ ,ଏହା ସଂପୁର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ , ଏବଂ ବଡ଼ କଥା ହେଲା କୈାଣସି ମେଡ଼ିସିନର ସେବନ କରିବା ସହ ଆପଣ ଏହାର ସେବନ କରିପାରିବେ , ତେବେ ସମୟ ବିଳମ୍ବ ନ କରି ଆସନ୍ତୁ ଜାଣିବା ଆପଣ ଏହାକୁ କିପରି ବନେଇବା ଏବଂ ଏହାକୁ କିପରି ସେଵନ କରିବେ , ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ତାହା ହେଉଛି ସିଜୁ ପତ୍ର ,

pijuli 2

ବିଜୁ ପତ୍ର ଯେଉଁଥିରେ ଆମେ କଳା କରି ଆଖିରେ ଲଗାଇଥାଉ , ଏହା ଆପଣଙ୍କୁ ବାଡି ପଛପଟେ ବହୁତ ସହଜରେ ମିଳିଯିବ , ବନ୍ଧୁଗଣ ହିଜୁ ପତ୍ର ପ୍ରକୃତିର ମନୁଷ୍ୟ ଜାଣି ପାଇଁ ବରଦା ଅଟେ , ଏହାର ଗଛକୁ ଦେବୀ ମନସା ରୂପେ ଅନେକ ଜାଗାରେ ପୂଜା କରାଯାଏ , ଆପଣ ପ୍ରଥମେ ୨୦ ରୁ ୩୦ ଟି ସିଜୁ ପତ୍ର ସଂଗ୍ରହ କରନ୍ତୁ , ଧ୍ୟାନ ରଖିବେ ଏହାକୁ ଆପଣ ସଂପୁର୍ଣ୍ଣ ପାଣିରେ ଭେଦାଇ ଧୋଇବେ ନାହିଁ , ଏହାକୁ ଆପଣ ଓଦା କପଡାରେ ଭଲ ଭାବରେ ପୋଛି ଦେବେ , ଏବେ ଆପଣ ଏହାକୁ ଗୋଛା କରି ଏକ କଦଳୀ ଗଛ ପାଟରେ ବାନ୍ଧି ଦିଅନ୍ତୁ ,

kadalii

ଏହା ପାଇଁ ଏବେ ଆପଣଙ୍କୁ ଚୁଲିର ଆବଶ୍ୟକତା ପଡ଼ିବ ନିଆଁ ଲଗାଇ ସେଥିରେ ଅଙ୍ଗାର ପ୍ରସ୍ତୁତ କରନ୍ତୁ , ଏବେ ଦେବୀ ମାନସାଙ୍କ ନାମ ନେଇ ଏହି ଗୁଛାକୁ ଚୁଲିରେ ପକାନ୍ତୁ , ଅଙ୍ଗାର ମଧ୍ୟରେ ଏହାକୁ ପକାଇଲେ ଏହା ଭଲ ଭାବରେ ଯେପରି ସିଝିଯିଵ , ଧ୍ୟାନ ରଖିବେ ଏହା ଯେପରି ନ ଜଳିବ , ଏହାକୁ କେବଳ ଆମେ ଅଳ୍ପ ସମୟ ପାଇଁ ସିଝେଇଵା କାରଣ ଏଥିରୁ ଆମେ ରସ କାଢି ବାର ଅଛି , ମଝି ମଝିରେ ଏହାକୁ ଓଲଟେଇଵା , ତିନି ରୁ ପାଞ୍ଚ ମିନିଟ୍ ରେ ଏହା ସିଝିଯିଵ , ଏବେ ଆପଣ ଏହାକୁ ଏକ ଛୋଟ ସଫା ଗାମୁଛା କୁ ଆଣି ଧୋଇ ଏଥିରୁ ପାଣି କାଢିନେଵା ତାପରେ ଏଥିରେ ଏହି ଗୁଛାକୁ ରଖି ଭଲ ଭାବରେ ଚିପୁଡ଼ି ଦେବା ,

ଆମେ ଏଥିପାଇଁ ବ୍ୟବହା କରୁଛୁ କାରଣ ଗରମରେ ଏହା ଭଲ ଭାବରେ ତେଲ ବା ପାଣି ବାହାରିଯିବ , ଯାହାକୁ ଖାଲି ହାତରେ ଚିପୁଡିଲେ ହାତ ଜଳିପାରେ , ଏହାର ରସ କାଢ଼ିବା ପରେ ଏହାକୁ ଭଲଭାଵରେ ଛାଣି ଏହା ଉଷୁମ ଥିବା ସମୟରେ ସଙ୍ଗେ ସଙ୍ଗେ ପିଇନିୟନ୍ତୁ , ଏହାକୁ ଦିନରେ ଦୁଇଥର ସେବନ କରିବା ଫଳରେ ଆପଣଙ୍କ ଵ୍ଳିଡଂ ପରି ସମସ୍ଯା ତୁରନ୍ତ ଦୂର ହେବ , ଯଦି ଆପଣଙ୍କ ଵ୍ଳିଡଂ ପରି ସମସ୍ଯା ଛାଡୁ ନାହିଁ ତେବେ ଆପଣ ଏହାକୁ ମାତ୍ର ସାତ ଦିନ ସେଵନ କରିବା ଫଳରେ ତୁରନ୍ତ ଦୂର ହେବ , ତେବେ ଏହା ଥିଲା ଉପଚାର ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *