joga

ମୋଟାପା କମ କରିବା ପାଇଁ ବାବା ରାମଦେବଙ୍କର କିଛି ଟିପ୍ସ – ଜାଣି ରଖନ୍ତୁ ।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଶରୀର ପାଇଁ ବହୁତ ଅଧିକ ଜରୁରୀ ଅଟେ। ଆପଣ ଜାଣନ୍ତି କି ମୋଟାପଣ ଆପଣଙ୍କ ଶରୀର ପାଇଁ କେତେ ହାନିକାରକ ସାବ୍ୟସ୍ତ ହେଇଥାଏ ଆଉ ତାହାକୁ ଯଦି କମ କରା ନଯାଏ ତାହେଲେ ତାହା ଆପଣଙ୍କ ଶରୀରରେ କି କି କୁପ୍ରଭାଵ ପକାଇ ଥାଏ। ଆଜି ଆକେ ତାହାରି ବାବଦରେ କହିବୁ ଯାହା କି ଆପଣଙ୍କ ଶରୀର ପାଇଁ ବହିଟି ଭଲ ସାବ୍ୟସ୍ତ ହେବାକୁ ଯାଉଛି। ଆଜି ଆମେ ଆଉ କାହାରି ନୁହଁ ବରଂ ଯୋଗଗୁରୁ ରାମଦେବ ବାବା ଙ୍କର କଥାବସ୍ତୁ ଆପଣଙ୍କ ପାଖରେ କହିବାକୁ ଯାଉଛୁ। ତାଙ୍କର କିଛି ଟିପ୍ସ କହିବୁ। ଆସନ୍ତୁ ଆରମ୍ଭ କରିବା।

ତେବେ ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ

exe

ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ ଆଜି ଆମେ ଯୋଗଗୁରୁ ରାମଦେବ ବାବାଙ୍କର କିଛି କଥାବସ୍ତୁ କହିବୁ ଯାହା କି ଓଜନ କମ କରିବାରେ ଆପଣଙ୍କ ପାଇଁ ରାମବାଣ ସଦୃଶ ସାବ୍ୟସ୍ତ ହେବ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

food 2
ତେବେ ପ୍ରଥମ ଟିପ ଯାହା ବାବା ରାମଦେବ ତାଙ୍କ ଯୋଗାସନରେ ଲେଖିଛନ୍ତି ତାହା ହେଉଛି କପାଳଭାତି ପ୍ରାଣାୟମ। ଏହା ସେଇ ମାନଙ୍କ ପାଇଁ କରିବା ଦରକାର ଯେଉଁମାନେ ତାଙ୍କ ଶରୀରରେ ମୋଟାପା ପାଇଁ ଚିନ୍ତିତ ଅଛନ୍ତି। ସେମାନେ ଏହାକୁ କରିବା ପାଇଁ ସିଧା ହେଇ ବସନ୍ତୁ ଯାହାଦ୍ୱାରା କି ଆପଣଙ୍କ ହାଡ ସିଧା ରହିବ ଆଉ ଆପଣ ତାହାପରେ ଜୋର ଜୋର ନିଶ୍ବାସ ନିଅନ୍ତୁ ଯାହାଦ୍ୱାରା କି ଆପଣଙ୍କ ପେଟ ଉପର ତଳ ହେବ। ଏହାପରେ ଆପଣ ଏହାକୁ ଜୋର ଜୋର ଅଭ୍ୟାସ କରନ୍ତୁ।

ଏହାପର ଟିପ ଯାହା ରାମଦେବ ଲେଖିଛନ୍ତି ତାହା ହେଉଛି ହସ୍ତ ପାଦାସନ। ଏହି ଯୋଗକ୍ରିୟା ଏପରି ଅଟେ ଯେଉଁଥିରେ କି ଆପଣ ସିଧା ବିଛଣାରେ ସୋଇଯାଅନ୍ତୁ ଆଉ ତାହାପରେ ଆପଣ ନିଜର ଦୁଇ ଗୋଡ଼ ଉଠାଇ ତାହାକୁ ଗୋଲ ଗୋଲ ବୁଳାନ୍ତୁ ଆଉ ଏହାଦ୍ୱାରା ଆପଣ ଦେଖିବେ କି ଆପଣଙ୍କ ଅଣ୍ଟା ବହୁତ ଅଧିକ ଶକ୍ତ ହୁଏ ଆଉ ମୋଟାପଣ କମିଥାଏ।

Leave a Reply

Your email address will not be published. Required fields are marked *