ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଆଉ ସୁରକ୍ଷା ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ଅଟେ। ଆମେ ଆପଣଙ୍କ ପାଖରେ କୋଭିଡର ତୃତୀୟ ୱେଭ ଓମ୍ରିକାନ ବାବଦରେ କହିବାକୁ ଯାଉଛୁ ଯାହା କି ଜଣେ ଖୁଦ ଡକ୍ଟରଙ୍କ ମୁଖରୁ ଶୁଣିବାକୁ ମିଳିବ।
ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚ୍ଚା କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ,
ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ ଯାହା କି କୋଭିଡର ନୂତନ ଲକ୍ଷଣ ମାନଙ୍କ ବାବଦରେ ଅଟେ ଆଉ ଏହାକୁ କହିଛନ୍ତି ଡକ୍ଟର ରବି ଗଡ଼ସେ ଯିଏ କି ଜଣେ ସୁନାମଧନ୍ୟ ଡକ୍ଟର ଅଟନ୍ତି। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।
ତେବେ ତାଙ୍କ କହିବା କଥା କି ବେଶୀ ଜଲଦି ଏହି ଭୈରସର ଲକ୍ଷଣ ଆମ ମାନଙ୍କ ଶରୀରକୁ ଆସୁ ନାହିଁ। ତାହା ଆସିବାକୁ ବହୁତ ଅଧିକ ସମୟ ଲାଗୁଛି। ବିଶେଷ କରି ଯେଉଁ ଲୋକମାନେ ଦୁଇଟି ଯାକ ଡୋଜ ଟୀକା ଗ୍ରହଣ କରି ସାରିଛନ୍ତି ସେମାନଙ୍କ ପାଇଁ ଆସିବା ବହୁତ ଅଧିକ ମୁସ୍କିଲ ହେଉଛି। ତାହା ସହିତ ତାଙ୍କ କହିବା କଥା କି ଯଦି ଆମ ମାନଙ୍କ ଶରୀରକୁ ଏହି ଲକ୍ଷଣ ଆସି ବି ଯାଉଛି ତାହେଲେ ମଧ୍ୟ ଆମେ ଠିକ ହେଇଯିବୁ।
ଯଦି ତାହା ବେସି ହେଉଛି ତାହେଲେ ମଧ୍ୟ ଆମେ ଠିକ ହେଇଯିବୁ ଆଉ ଯଦି ତାହାର ଲକ୍ଷଣ ଆମ ଶରୀର ଭିତରକୁ ପ୍ରବେଶ କରୁଛି ତାହେଲେ ମଧ୍ୟ ଆମେ ଠିକ ହେଇଯିବୁ। ୯୯% ସୁଯୋଗ ଅଛି କି ଆମେ ଠିକ ହେଇଯିବୁ କାରଣ ମୃତ୍ୟୁ ଏଯାଏ ହେଇ ହି ନାହିଁ। ଭାରତରେ ଏହି ଭେରୀଆଣ୍ଟର ସଂଖ୍ୟା ୩୫୦ ରୁ ଅଧିକ ପହଂଚି ସାରିଛି। ଏହା ସହିତ ଭାରତର ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ ୮୮ଟି କେସ ସାମ୍ନାକୁ ଆସିଛି ଯାହା କି ସର୍ବାଧିକ ଅଟେ।