hair

ସୁସ୍ଥ ଚୁଟି ପାଇଁ କିଛି ପ୍ରଣାଳୀ, ଜାଣିରଖନ୍ତୁ |

NEWS

ଆଜି ଆମେ ଆପଣଙ୍କ ପାଖରେ ଏଭଳି ଏକ ରିମେଡି ନେଇକି ଆସିଛୁ ଯାହା କି ଆପଣଙ୍କ ଚୁଟି ଉପରର ରାମବାଣ ସାବ୍ୟସ୍ତ ହେବ। ତେବେ ଆଜି ଆମେ କହିବୁ ଆପଣଙ୍କ ଚୁଟିର କେୟାର ଆପଣ କିପରି କରିବେ ଆଉ କିଛି ପଦାର୍ଥ ଯାହା କି ଏଥିରେ ସାହାଯ୍ୟ କରିବ ତାହା ବାବଦରେ। ଆପଣ ଜାଣନ୍ତି କି ଆମ ଚେହେରାର ସୌନ୍ଦର୍ଯ୍ୟ ଉପରେ ଆମ ଚୁଟି କିଭଳି ନିର୍ଭର କରେ। ଆମ ମୁହଁର ଅଧିକାଂଶ ସୌନ୍ଦର୍ଯ୍ୟ ଆମ ଚୁଟି ଦ୍ୱାରା ହି ଜାଣି ହେଇଥାଏ। ତେବେ ସେହି ଚୁଟି ଉପରେ ଅନେକ ସମାସ୍ୟା ଆମ ମାନଙ୍କ ଭିତରେ ଥାଏ। କାହାର ଚୁଟି ଝଡ଼ିବା ଉପରେ ସମସ୍ୟା ଥାଏ ତ ଆଉ କାହାର ଚୁଟି ଧଳା ହେବା ଉପରେ ସମସ୍ୟା ଥାଏ।

ଆମେ ଆଜି ଯେଉଁ ଉପାୟ କହିବୁ ତାହା ସମ୍ପୂର୍ଣ ରୂପେ ଘରୋଇ ଅଟେ ଆଉ ଏହା ମାର୍କେଟରେ ମିଳୁଥିବା କେଉଁ କେମିକାଲ ଭଳି ନୁହଁ କି ତାହା ତତ୍କ୍ଷଣାତ ହି ଆପଣଙ୍କ ଚୁଟି କଳା କରିଦେବ ଆଉ ତାହାପରେ ଧଳା କରିଦେବ ମାତ୍ର ତାହା ଧୀରେ ଧୀରେ କଲା କରିବ ଆଉ ସେହି କଳା ସବୁଦିନ ପାଇଁ ରହିବ। ତେବେ ଏହା ଆମେ ଆଜି ଆପଣଙ୍କ ପାଖରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଚୁଟି ପାଇଁ ବରଦାନ ସାବ୍ୟସ୍ତ ହେବ।

long hair

ଆପଣ ଜାଣନ୍ତି କି କେମିକାଲ ଆମ ଚୁଟି ମାନଙ୍କ ପାଇଁ କେତେ ଅଧିକ ଭୟଙ୍କର ହେଇଥାଏ ଆଉ ତାହା ଆମ ଶରୀର ଉପରେ କେତେ କୁପ୍ରଭାଵ ପକାଏ ତେବେ ତାହା ଆଜି ଆମେ ବ୍ୟବହାର କରିବା ନାହିଁ। ଆଜି ଆମେ ଘରୋଇ ଔଷଧ ବ୍ୟବହାର କରିବା। ଆଲୋଭେରା ସବୁ ଲୋକଙ୍କର ଚୁଟି ମଏସ୍ଚରାଇଜ କରିବା ପାଇଁ ପ୍ରଥମ ପସନ୍ଦ ଅଟେ। ଏହା ଆପଣ ସକାଳେ ଅଥବା ସନ୍ଧ୍ୟାବେଳେ ନିଜ ଚୁଟି ମୂଳରେ ଆଉ ତାହା ଅଗରେ ଲଗାନ୍ତୁ ଯାହାଦ୍ୱାରା କି ତାହା ଆପଣଙ୍କ ଚୁଟିରେ ମଏଶ୍ଚରାଇଜର ଠିକ କରିବ ଆଉ ତାହାଦ୍ୱାରା ଆପଣଙ୍କ ଚୁଟି ବହୁତ ଦିନ ଯାଏ ଯବାନ ଆଉ ସୁନ୍ଦର ରହିବ।

ଯଦି ଆପଣଙ୍କ ଚାଉଳ ପସନ୍ଦ ତାହେଲେ ଏହାକୁ କେବଳ ଖାଦ୍ୟ ଯାଏ ସୀମିତ କାହିଁକି ରଖିବା। ଆମ ଭିଜା ଯାଇଥିବା ଚାଉଳର ପେଜ ଆମ ଚୁଟି ପାଇଁ ବହୁତ ଜରୁରୀ ଅଟେ। ଏହା ଭିତରେ ଥିବା ଷ୍ଟାର୍ଚ୍ଚ ଆଉ ଆମିନୋ ଏସିଡ ଆମ ଚୁଟିକୁ ଘନ କରିଥାଏ ଆଉ ତାହାର ଘନତ୍ତ୍ୱ ବହୁତ ଅଧିକ କରି ଦେଇଥାଏ। ଏହା ଭିତରେ ଥିବା ଘନତ୍ତ୍ୱ ଚୁଟିରେ ଘନତା ବହୁତ ଅଧିକ କରିଥାଏ। ଚା ମଧ୍ୟ ଆପଣଙ୍କ ଶରୀର ସହ ଆପଣଙ୍କ ଚୁଟି ଉପରେ ବହୁତ ଉନ୍ନତ ପ୍ରଭାବ ପକାଇଥାଏ। ଆପଣ ଚା ଆଣି ତାହାକୁ ଗୁଣ୍ଡ କରି ନିଜ ବାଳରେ ଲଗାଇବା ଦ୍ୱାରା ତାହା ଆପଣଙ୍କ ଚୁଟି ବହୁତ ଦିନ ଯାଏ ଭଲ ରଖିଥାଏ।

Leave a Reply

Your email address will not be published. Required fields are marked *