ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ କଥାବସ୍ତୁ କହିବାକୁ ଯାହା କି ଆପଣଙ୍କ ରକ୍ତ ସହ ଯୋଡ଼ା ଅଟେ ଆଉ ଏହା ଆପଣଙ୍କ ରକ୍ତ ଗ୍ରୁପ ଅଥବା ବ୍ଲଡ଼ ଗ୍ରୁପ ବାବଦରେ ଅଟେ ଯାହାକୁ କି ଜାଣିବା ପରେ ଆପଣ ନିଜର କ୍ୟାଟେଗୋରୀ ବାବଦରେ ଜାଣିପାରିବେ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।
ଆପଣଙ୍କ ସହ କେବେ ଏପରି ହେଇଛି କି ଆପଣ କାହାରି ସାହାଯ୍ୟ କରିବାକୁ ଚାହୁଁଥିବେ ମାତ୍ର ତାଙ୍କ ସାହାଯ୍ୟ କରିପାରିଲେ ନାହିଁ କାରଣ ଆପଣଙ୍କୁ ଆପଣଙ୍କ ବ୍ଲଡ଼ ଗ୍ରୁପ ହି ଜଣା ନଥିଲା। କଣ ଆପଣଙ୍କୁ ଜଣା ଅଛି କି ଆପଣଙ୍କ ବ୍ଲଡ଼ ଗ୍ରୁପ କଣ ଅଟେ ଅଥବା କଣ ଆପଣ ଜାଣନ୍ତି କି ଆପଣ ଯଦି ଅସୁବିଧାରେ ପଡିବେ ତାହେଲେ ଆପଣଙ୍କ ସାହାଯ୍ୟ କରିବା ପାଇଁ କିଏ ଆସିବେ ଆଉ ତାଙ୍କ ବ୍ଲଡ଼ ଗ୍ରୁପ କଣ ହେବା ଦରକାର? ଏହି ସବୁ କଥା ଆପଣଙ୍କ ପାଖରେ ରହିବା ନିହାତି ଦରକାର।
ଲୋକମାନେ ନିଜ ବାବଦରେ ଏହିସବୁ ମହତ୍ତ୍ୱପୂର୍ଣ ଖବର ରଖିବାକୁ ଭୁଲି ଯାଇଥାନ୍ତି ଯାହା କି ତାଙ୍କୁ ଭବିଷ୍ୟତରେ ବହୁତ ହଇରାଣ କରିଥାଏ। ମାତ୍ର ଏହା ଠିକ ହେଇ ନଥାଏ। ଆଜି ଆମେ ଆପଣଙ୍କ ପାଖରେ ଏହି ବ୍ଲଡ଼ ଗ୍ରୁପ ବାବଦରେ ହି ଏକ ବଡ଼ ଖବର କହିବାକୁ ଯାଉଛି ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ଅଟେ ଆଉ ଆପଣ ଏହା ବାବଦରେ ଜାଣିବା ପାଇଁ ଆମ ମାନଙ୍କ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।
ମନୁଷ୍ୟ ଶରୀରରେ ପ୍ରାୟ ୪-୬ ଲିଟର ଯାଏ ବ୍ଲଡ଼ ରହିଥାଏ ଆଉ ଏହିସବୁ ବ୍ଲଡ଼ ମିଶି ମଣିଷର ସବୁ ଚାଲି ଚଲଣକୁ ନିୟନ୍ତ୍ରଣ କରିଥାଏ। ତେବେ ବ୍ଲଡ଼ ଗ୍ରୁପ ଚାରି ପ୍ରକାରର ହେଇଥାଏ ଯାହା କି ଏ,ବି,ଏବି ଆଉ ଓ ହେଇଥାଏ ଆଉ ଏହି ସବୁରେ ପୁଣି ପୋଜିଟିଭ ଆଉ ନେଗେଟିଭ ମିଶି ପ୍ରାୟ ୮ପ୍ରକାରର ବ୍ଲଡ଼ ଗ୍ରୁପ ହେଇଥାଏ। ବ୍ଲଡ଼ ଗ୍ରୁପ କେବଳ ମନୁଷ୍ୟ ଶରୀରର ଲାଲ ରକ୍ତ କୋଶିକା ଦ୍ୱାରା ହି ନିର୍ଦ୍ଧାରିତ ହେଇଥାଏ ଆଉ ତାହାକୁ ଆପଣଙ୍କୁ ଆଠ ପ୍ରକାରେ ମିଳିଥାଏ।
ତେବେ ଲାଲ ରକ୍ତ କୋଶିକା ମାନଙ୍କର କାର୍ଯ୍ୟ ଏହା ଥାଏ କି ସେମାନେ ଶରୀରର ପ୍ରତ୍ୟେକ ଭାଗକୁ ଅମ୍ଳଜାନ ପହଞ୍ଚାଇବା କାର୍ଯ୍ୟ କରିଥାନ୍ତି ଆଉ ତାହାଦ୍ୱାରା ହି ମନୁଷ୍ୟର ବ୍ଲଡ଼ ଗ୍ରୁପ ନିର୍ଦ୍ଧାରଣ ହେଇଥାଏ। ତେବେ ଧଳା ରକ୍ତ କୋଶିକା ମାନଙ୍କର କାର୍ଯ୍ୟ ଏହା କି ସେମାନେ ଶରୀରର ସବୁ ଋପେୟରିଂ କାର୍ଯ୍ୟ କରିଥାନ୍ତି। ଏ ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଏ ବ୍ଲଡ଼ ଗ୍ରୁପ ଠାରୁ ବ୍ଲଡ଼ ନେଇପାରେ ଆଉ ଏବି ଠାରୁ ମଧ୍ୟ। ବି କ୍ଷେତ୍ରରେ ମଧ୍ୟ ତାହା ହେଇଥାଏ। ଏବି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି କେବଳ ଏବିକୁ ହି ବ୍ଲଡ଼ ଦେଇପାରେ ଆଉ ସଭିଙ୍କ ଠାରୁ ନେଇପାରେ ଆଉ ଓ ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି କେବଳ ଓ ଠାରୁ ନେଇପାରେ ଆଉ ସଭିଙ୍କୁ ଦେଇପାରେ।