gariba

ଘର ହୋଇଯିବ ଵର୍ଵାଦ – ପର ଲୋକଙ୍କୁ ନିଜ ଘରେ ଏପରି କରିବାକୁ ଦିଅନ୍ତୁ ନାହିଁ ସେଥିପାଇଁ ସାବଧାନ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆସନ୍ତୁ ଯିଵା ଆମ ବିଷୟ ବସ୍ତୁ ଉପରକୁ , ବନ୍ଧୁଗଣ ଯାହା ବି ହେଉ ନା କାହିଁକି ଅନ୍ୟ ଲୋକର ଏହି ପାଞ୍ଚଟି କାମ ନିଜ ଘରେ ଭୁଲରେ ବି କରାଇବେ ନାହିଁ , ନଚେତ ଜୀଵନ ସାରା ଗରୀଵ ରହିବେ , ଏହି ପାଞ୍ଚଟି ଜିନିଷକୁ ଘରକୁ ଆସିବାକୁ ଦିଅନ୍ତୁ ନାହିଁ , ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ ,

ପ୍ରଥମ ହେଲା ଯାହା ବି ହେଉ ନା କାହିଁକି ଅନ୍ୟ ଘରର ଲୋକର ନଖ ନିଜ ଘରେ କାଟିବା ଉଚିତ ନୁହେଁ , ଏପରି କରିବା ଦ୍ଵାରା ରୋଗ ଆପଣଙ୍କ ଘରେ ବାସ କରିଥାଏ , ଏବଂ ଆପଣ ବର୍ଵାଦ ମଧ୍ୟ ହୋଇଯାଇପାରନ୍ତି , ଦ୍ଵିତୀୟ ହେଲା ନଜର ଲାଗିବା , ଯଦି କୈାଣସି ଵ୍ୟକ୍ତିକୁ ନଜର ଲାଗି ଯାଇଛି ତେବେ ସେହି ଵ୍ୟକ୍ତିର ନଜର ଆପଣଙ୍କ ଘରେ ଉତାରନ୍ତୁ ନାହିଁ , କାରଣ ନଜର ଉତୁରିଵା ପରେ ଯେଉଁ ନକରାତ୍ମକ ଉର୍ଜା ବାହାରିଥାଏ ସେ ଆପଣଙ୍କ ଘରେ ନିଜର ଜାଗା ଵନେଇଦେଇଥାଏ ,

houseee

ଏବଂ ଆପଣଙ୍କ ଘରକୁ ନଜର ଲାଗି ଯାଇଥାଏ , ସେଥିପାଇଁ ବନ୍ଧୁଗଣ ସତର୍କ ରୁହନ୍ତୁ , ତୃତୀୟ ହେଲା ଯଦି କୈାଣସି ବ୍ୟକ୍ତିଙ୍କର ଜୋତା ଚପଲ ଆପଣଙ୍କ ଘରେ ରହିଯାଇଛି ତେବେ ଯେତେ ଶୀଘ୍ର ସୋଇପାରିବ ତାଙ୍କୁ ସେହି ଜିନିଷ ଫେରାଇ ଦିଅନ୍ତୁ , ନଚେତ ସେଗୁଡିକୁ ବାହାର କରିଦିଅନ୍ତୁ , ଅନ୍ୟ ଲୋକଙ୍କ ଜୋତା ଚପଲ ଵସ୍ତ୍ର ଘରେ ରହିଵା ଦ୍ଵାରା ଘରକୁ ନକରାତ୍ମକ ଶକ୍ତି ଆସିଥାଏ ,

ଏପରି କ୍ଷେତ୍ରରେ ଘରର ବହୁତ କ୍ଷତି ହୋଇଥାଏ , ଘରେ ଟେନସନ ଆସିଥାଏ , ଚତୁର୍ଥ ହେଲା ପତିପତ୍ନୀ ଙ୍କ ରୁମ ଅନ୍ୟ ଲୋକଙ୍କ ସହ ସେୟାର କରିଵା ଉଚିତ୍ ନୁହେଁ , ଏପରି କରିବା ଦ୍ଵାରା ପତିପତ୍ନୀ ଙ୍କ ମଧ୍ୟରେ ବ୍ୟବଧାନ ବଢ଼ିଥାଏ , କଳହ ସୃଷ୍ଟି ହୋଇଥାଏ , ଏବଂ ନକରାତ୍ମକ ଶକ୍ତି ବାହାରିଥାଏ , ସେଥିପାଇଁ ବନ୍ଧୁଗଣ ରୁହନ୍ତୁ ସାବଧାନ , ଏହା ଥିଲା କିଛି ଜାଣିବା କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *