ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯେଉଁଥିରେ କେତେକ ଲୋକ ନିଜର ପ୍ରତିଭା ଦେଖାଉଥିବା ବେଳେ କେତେକ ଲୋକ ଅପରାଧ ମଧ୍ୟ କରିଥାନ୍ତି , ଆଜି କାଲି ଯାହା ପାଖରେ ମୋବାଇଲ ଅଛି ସେ ଦୁନିଆକୁ ନିଜ ହାତ ମୁଠାରେ ଧରି ରଖିଛି ବୋଲି ଜଣାଯାଇଛି ,
ସେହିପରି ଏକ ଛୋଟ ପିଲାର ଭିଡ଼ିଓ ଭାଇରାଲ ହୋଇଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ତେବେ ଆସନ୍ତୁ ଜାଣିବା ସେହି ଛୋଟ ପିଲାଟିଏ ଏପରି କ’ଣ କରିଛି , ଓଡ଼ିଶା ଏକ କୁନି ପିଲା ଯିଏକି ଗଙ୍ଗାଧର ମେହେରଙ୍କ ରଚିତ ଗିତକୁ ଏପରି ସ୍ଵର ଲଗାଇ ଗାଇଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ,
ସେ ଗୀତଟିଏ ହେଲା ମାତୃଭୂମି ମାତୃ ଭାଷାରେ ମମତା ଯାହା ହୃଦୟ ଜନମି ନାହିଁ ତାକୁ ଯେଵେ ଜ୍ଞାନି ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ , ରହି ନାହିଁ କେବେ ରହିବ ନାହି , ଏହି ଵଵରଙ୍ଗ ଭୂଇଁ ତଳେ ।ସର୍ବେ ଜନେ ନିଜ ଅଭିନୟ ସାରି ଵାହୁଡିଵେ ନିଜେ କାଳେ , ତେବେ ଏହା ଥିଲା ଗଙ୍ଗା ଧର ମେହେରଙ୍କ ଗୀତ ,ପ୍ରାଣୀକୁ ଆଳତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିଵା ସହୁ , ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ,
ଏହା ହେଉଛି ଭିମଭୋଇଙ୍କର ପ୍ରିୟ ଗୀତ ତେବେ ଏହି ପରି ଭାବରେ ପ୍ରାୟତଃ ଏହି ୩ ବର୍ଷର ବାଳକ ଗୀତକୁ ମନେ ରଖି ମୋବାଇଲ ସାହାଯ୍ୟରେ ଗାଇଚାଲିଛି , ଆଶ୍ଚର୍ଯ୍ୟର କଥା ହେବା ଯେ ଛୋଟ ପିଲାର ବୟସ ମାତ୍ର ୩ ବର୍ଷରୁ କମ ହେବ କିନ୍ତୁ ତା’ର ଏପରି ଭାବରେ ପ୍ରତିଟି ପଦ ମନେ ରଖି ତାକୁ ଗାଇଵା ସତରେ ଆଶ୍ଚର୍ଯ୍ୟ କର କଥା ଅଟେ , ତେବେ ଏହି ପରି ଭାବେ ସେ କେତେକ ଗୀତ
ଗୋଟିଏ ସ୍ବରରେ ଗାଁ ଚାଲିଛି ଯାହାର ଭିଡିଓ ରେକର୍ଡଂ ସାହାଯ୍ୟ ରେ ମୋବାଇଲରେ ରହିଯାଇଥିଲା ଏବଂ ତାହା ସୋସିଆଲ ମିଡିଆରେ ପରେ ଭାଇରାଲ ହୋଇଛି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।