swami

ନଖରୁ ଜାଣନ୍ତୁ ମହିଳାମାନଙ୍କର ସ୍ଵଭାବ ଓ ଚରିତ୍ର ବିଷୟରେ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ମହିଳାମାନଙ୍କର ଏପରି ନଖ ପୁରା ପରିବାରର ବର୍ଵାଦି ର କାରଣ ହୋଇଥାଏ , ଭଗଵାନ କୁହନ୍ତି ଯେ ଏପରି ନଖ କେବେ କୈାଣସି ମହିଳାର ନ ହେଉ କାରଣ ଏହା ଦ୍ଵାରା ଘରର ବିନାଶ ହୋଇଯାଇଥାଏ , ତେବେ ଆଜି ଆମେ ସମୁଦ୍ର ଶାସ୍ତ୍ର ଅନୁସାରେ ଆଧାରିତ ସ୍ତ୍ରୀମାନଙ୍କର ଏପରି ନଖ ରହିଲେ କ’ଣ ହୋଇଥାଏ ସେ ବିଷୟରେ ଜଣାଇବୁ ,

ନଖ କେବଳ ହାତର ସୁନ୍ଦରତା ଵଢାଇନଥାଏ , ଏହା ମହିଳାମାନଙ୍କର ବ୍ୟକ୍ତିତ୍ଵ ମଧ୍ୟ ଦର୍ଶାଇ ଥାଏ , ସମୁଦ୍ର ଶାସ୍ତ୍ର ଭାରତୀୟ ଜ୍ୟୋତିଷ ଶାସ୍ତ୍ରର ଏକ ପ୍ରମୁଖ ଅଙ୍ଗ ଅଟେ , ଏବଂ ଏହାର ଆଧାରରେ ଵ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ଜଣାଯାଏ , କିନ୍ତୁ ଏହା ପ୍ରତି ଧ୍ୟାନ ଦେବେ ଯେଉଁ ବି ମହିଳାମାନଙ୍କର ନଖ ଏପରି ହୋଇଥାଏ ସେମାନଙ୍କର ପୁରା ପରିବାରର ବର୍ଵାଦ ହୋଇଯାଇଥାଏ ,

naill

ଏପରି ନଖ ବହୁତ ଅଶୁଭ ହୋଇଥାଏ , ତେବେ ଚାଲନ୍ତୁ ଜାଣିବା ସେହି ନଖ ବିଷୟରେ , ନଖର ଅଚାନକ ଵଢିଯିଵା ମନ ବିଜ୍ଞାନ ଅନୁସାରେ ଯେତେବେଳେ କୈାଣସି ମହିଳାଙ୍କର ନଖ ଅଚାନକ ବହୁତ ଜଲଦି ବଢିଯାଏ ଏବଂ ବହୁତ ବଡ଼ ହୋଇଥାଏ ତେବେ ଏହା ଶୁଭ ଲକ୍ଷଣ ହୋଇନଥାଏ , ବାରମ୍ବାର କାଟିବା ସତ୍ତ୍ଵେ ନଖର ଜଲ୍ଲଦି ବଢ଼ିଯିଵା ପରିବାରରେ ନକରାତ୍ମକ କାରଣ ହୋଇପାରେ , ଅନ୍ୟ ଏକ ରିସର୍ଚ୍ଚ ଅନୁସାରେ ନଖର ଜଲ୍ଲଦି ଵଢିଯିଵା ଏହା ଏକ ସଂକେତ ଦେଇଥାଏ କି ସେହି ଵ୍ୟକ୍ତି ଉପରେ କୈାଣସି ଖରାପ ଶକ୍ତିର ପ୍ରଭାବ ସବୁବେଳେ ପଡୁଛି ,

କୈାଣସି ଭୁତ ପ୍ରେତ ଆତ୍ମା ଅସ୍ଥାୟୀ ରୂପେ ଶରୀରରେ ରହିଛି , ଏହି କାରଣରୁ ମଧ୍ୟ ବହୁତ ଜଲ୍ଲଦି ନଖ ବଢିଯାଇଥାଏ , ଏପରି କ୍ଷେତ୍ରରେ ଆପଣଙ୍କୁ ଈଶ୍ୱରଙ୍କ ଆରାଧନା କରିବା ଉଚିତ , ଅଚାନକ ନଖ କଳା ପଡ଼ିଯିବା , ଯେଉଁ ମହିଳାମାନଙ୍କର ନଖ ଅଚାନକ କଳା ପଡିଯାଉଛି ତେବେ ଏହା ସଂକେତ ଦେଇଥାଏ ଯେ ଆପଣଙ୍କ ଉପରେ କିଏ କଳା ଯାଦୁ କରୁଛି ,

nailll

ଏପରି କ୍ଷେତ୍ରରେ ଆପଣଙ୍କ ପରିବାର ମଧ୍ୟ ଵର୍ଵାଦ ହୋଇପାରେ , କୈାଣସି ଦୁଷ୍ଟ ଶକ୍ତି ଆପଣଙ୍କ ଉପରେ ପ୍ରଭାବ ପକାଉଛି , ସ୍ତ୍ରୀ ଲୋକଙ୍କର ନଖ ଯେତେବେଳେ କଳା ପଡିଯାଇଥାଏ ତେବେ ଏହାକୁ ବହୁତ ଅଶୁଭ ବୋଲି ମନାଯାଏ , ଏଥିପାଇଁ ଆପଣଙ୍କୁ ସାବଧାନ ହେବା ଉଚିତ, ତୃତୀୟ ହେଲା ନଖ ଲାଲ ବା ଗୋଲାପି ରଙ୍ଗ ହୋଇଯିବା , ଯଦି ଆପଣଙ୍କ ନଖ ଲାଲ ବା ଗୋଲାପିଷହୋଇଥାଏ ସେ ବହୁତ ସୁନ୍ଦର ଓ ଆକର୍ଷଣୀୟ ,

ଧନବାନ ହେବା ସହ ଭାଗ୍ୟ ଶାଳୀ ମଧ୍ୟ ହୋଇଥାନ୍ତି , ଏପରି ମହିଳା ନିଜ ଶାଶୁ ଶଶୁରଙ୍କ ସେବା ଅଧିକ କରିଥାନ୍ତି , ଏବଂ ଏପରି ମହିଳାମାନଙ୍କର ଜୀଵନ ବହୁତ ସୁଖମୟ ହୋଇଥାଏ ଏହା ଦ୍ଵାରା ସ୍ଵାମୀ ଉପରେ ସକରାତ୍ମକ ପ୍ରଭାବ ପଡେ , ଗୋଲାପି ନଖକୁ ବହୁତ ଶୁଭ ହୋଇଥାଏ ତେବେ ଏହା ଥିଲା ନଖ ବିଷୟରେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *