s

ଆସନ୍ତୁ ଜାଣିବା S ନାମକ ବ୍ୟକ୍ତିଙ୍କର ସ୍ଵଭାଵ ବିଷୟରେ।

ODISHA

ଏହି ଦୁନିଆରେ ରହୁଥିବା ପ୍ରତ୍ୟକ ବ୍ୟକ୍ତି କିମ୍ବା ଜୀବଜନ୍ତୁ ମାନଙ୍କର କିଛି ନା କିଛି ନାମ ରହିଥାଏ,ଆଉ ତାଙ୍କ ନାମରୁ ହିଁ ବ୍ୟକ୍ତିଙ୍କର ପ୍ରକୃତ ପରିଚୟ ମିଳିଥାଏ।ଆଜି ଆମେ ଏଠାରେ ଆପଣଙ୍କୁ କହିବାକୁ ଯାଉଛୁକି ଏସ ନାମ ଥିବା ବ୍ୟକ୍ତିମାନେ କିପରି ହୋଇଥାନ୍ତି।ଏହି ଏସ ନାମର ଆରମ୍ଭ ହୋଇଥିବା ପ୍ରତ୍ୟକ ବ୍ୟକ୍ତି ପ୍ରାୟ କୁମ୍ଭ ରାଶିର ହୋଇଥାନ୍ତି।ଆଉ ଏହି ଏସ ଅକ୍ଷରଟି ଆମ ଇଂରାଜୀ ଅକ୍ଷରର ପ୍ରାୟ ୧୯ ନମ୍ବର୍ ଲେଟର ଅଟେ।ତାହେଲେ ଏସ ନାମକ ବ୍ୟକ୍ତିଙ୍କ ସ୍ଵଭାଵ ବିଷୟରେ ଜାଣି ରଖିବା ଯେପରି ଆପଣ ମାନେ ଜାଣିଥିବେ ସିଂହ ଝାମ୍ପ ମାରିବା ପୂର୍ବରୁ ଗୋଟେ ପାଦ ପଛକୁ ଯାଇଥାଏ।ସେହିଭଳି ଯଦି ଜୀବନ ଆପଣଙ୍କୁ ପଛକୁ ଟାଣିବାକୁ ଚେଷ୍ଟା କରିଥାଏ ତାହେଲେ ଆପଣ ଅଧିକ ଶକ୍ତିଶାଳୀ ହୋଇ ଦୁଇପାଦ ଆଗକୁ ବଢି ଯାଇଥାଆନ୍ତି।ଆପଣ ଏତିକିତ ଜାଣିଥିବେ କଠିନ ପରିସ୍ଥିତିରେ ବୁଦ୍ଧିମାନ ଲୋକ ରାସ୍ତା ଖାଜି ଥାଆନ୍ତି,ଆଉ ଦୁର୍ବଳ ସ୍ଵଭାଵ ସମ୍ପର୍ଣ୍ଣ ଲୋକ ବାହାନା ଖୋଜି ଥାଆନ୍ତି।

girllll

ଏଠାରେ ଏସ ନାମକ ଲୋକ ନିଜର ରାସ୍ତା ଖୋଜିବା ବଦଳରେ ନିଜ ପାଇଁ ଏକ ନୂଆ ରାସ୍ତା ବନେଇ ନେଇ ଥାଆନ୍ତି।ଏମାନଙ୍କୁ କୌଣସି ସହାନୁଭୂତିର ଆଵଶ୍ୟକତା ପଡି ନଥାଏ।ଏସ ନାମର ଲୋକ ପ୍ରାୟ ସିଂହ ସମାନ ହୋଇଥାନ୍ତି ଯେପରି ଜଙ୍ଗଲରେ ଗର୍ଜନ କଲେ ପ୍ରତ୍ୟକ ଜୀବଜନ୍ତୁ ଲୁଚି ଯାଇ ଥାଆନ୍ତି ସେହିଭଳି ଏହି ନାମର ବ୍ୟକ୍ତି କାହା ସହିତ ଶତ୍ରୁତା ରଖିବାକୁ ପସନ୍ଦ କରନ୍ତି ନାହିଁ।ଯଦି ଏମାନଙ୍କ ସହିତ କେହି ଶତ୍ରୁତା ଆଚରଣ କରି ଥାଆନ୍ତି ତାହେଲେ ଏମାନେ ନିଜର ସିଂହ ସମାନ ପ୍ରକୃତ ରୂପ ଦେଖେଇ ଥାଆନ୍ତି।ଏହି ଏସ ନାମର ବ୍ୟକ୍ତି ନିଜର ପରିଚୟ ନିଜେ ସୃଷ୍ଟି କରିଥାନ୍ତି।ଏମାନେ ନିଜର ଛବି ଏପରି ଛାଡି ଥାଆନ୍ତି ଯେପରି କେଉଁ ସ୍ଥାନକୁ ଗଲେ ମଧ୍ୟ ନିଜର ଛାପ ଛାଡିବା ଆରମ୍ଭ କରିଦେଇ ଥାଆନ୍ତି।ପ୍ରତ୍ୟକ ଲୋକ ଦୁନିଆକୁ ଆସନ୍ତି ଓ ଚାଲି ଯାଆନ୍ତି କିନ୍ତୁ ଏସ ନାମର ଲୋକ ନିଜର ଏକ ଅଲଗା ଖ୍ୟାତି ଓ ସନ୍ନମାନ ସୃଷ୍ଟି କରି ଥାଆନ୍ତି।

ଏମାନେ ଯଶ ଓ ଖ୍ୟାତିର ଅଧିକାରୀ ହୋଇଥାଆନ୍ତି ଓ ଏପରି କିଛି କରି ଥାଆନ୍ତି ଜାହାଦ୍ୱାର ଏମାନେ ଦୁନିଆର ପ୍ରତ୍ୟକ ସ୍ଥାନରେ କେବଳ ଏମାନଙ୍କର ହିଁ ଚର୍ଚ୍ଚା ହୋଇଥାଏ।ଯେପରି ଆପଣ ଅନେକ ବଡ଼ବଡ଼ ଚଳଚ୍ଚିତ୍ର ଅଭିନେତା ମାନଙ୍କୁ ଦେଖନ୍ତୁ ଯେମିତି ସାରୁଖାନ,ସଲମାନ ଖାନ, ଶିଳ୍ପା ସେଠି ଇତ୍ୟାଦି।ବହୁତ ଲୋକ ସୋଇକି ନିଜର ସ୍ୱପ୍ନ ଦେଖନ୍ତି କିନ୍ତୁ ଏସ ନାମର ଲୋକଙ୍କୁ ନିଜର ସ୍ୱପ୍ନ ଶୋଇବାକୁ ଦିଏ ନାହିଁ।ଏମାନେ ନିରନ୍ତର ପରିଶ୍ରମ କରି ଥାଆନ୍ତି ଓ ଗୋଟେ ଦିନ ନିଜର ନାମ ଦୁନିଆରେ ବିଖ୍ୟାତ କରି ଥାଆନ୍ତି।ଯେପରି କୋଇଲା ଭିତରୁ ହୀରା ମିଳିଥାଏ ଏହି ବ୍ୟକ୍ତିମାନେ ସେହିଭଳି ହୋଇଥାଆନ୍ତି।ଏହି ବ୍ୟକ୍ତି ମାନେ ନିଜ ବଳରେ ସବୁ କିଛି ପାଇ ଥାଆନ୍ତି ଏମାନେ ଦେଖେଇ ହେବାରେ ଆଦୌ ବିଶ୍ୱାସ କରନ୍ତି ନାହିଁ।ଏମାନଙ୍କ ସ୍ଵଭାଵ ବହୁତ ଭଲ ହୋଇଥାଏ।ଆଉ ଏମାନେ ପ୍ରାୟ ବିଶ୍ୱାସ ନିୟ ରହିଥାଆନ୍ତି।

girl

ଏମାନଙ୍କ ସମ୍ପର୍କରେ ଯିଏ ଆସନ୍ତି ଏମାନେ ତାଙ୍କୁ ନିଜ ଭଳି କରି ଦେଇ ଥାଆନ୍ତି।ଏମାନେ ଦେଖିବାକୁ ବହୁତ ସୁନ୍ଦର ବୁଦ୍ଧିମାନ ଓ ଆକର୍ଷକ ହୋଇଥାଆନ୍ତି।ଏମାନଙ୍କୁ ଶ୍ରେଷ୍ଠ ଓ ସନ୍ନମାନିତ ହେବାର ଇଚ୍ଛା ବହୁତ ଅଧିକ ରହିଥାଏ।ଏମାନେ ନିଜର ସୋସିଆଲ ଲାଇଫରେ ସହଜରେ ଅନ୍ୟମାନଙ୍କ ସହିତ ମିଶି ଯାଆନ୍ତି।ଏହି ଏସ ନାମର ଲୋକ ବହୁତ ରଚନାତ୍ମକ ହୋଇଥାନ୍ତି କୌଣସି ଏକ କାର୍ଯ୍ୟକୁ ଏମାନେ ଅଲଗା ଧରଣର କରିବାକୁ ପସନ୍ଦ କରିଥାଆନ୍ତି।ଏହି ବ୍ୟକ୍ତି ମାନେ ନିଜ ଜୀବନର ନିର୍ଣ୍ଣୟ ବହୁତ ବୁଦ୍ଧିମାନର ସହିତ ନେଇ ଥାଆନ୍ତି।ଏମାନେ ନିଜର କଥା କହିବାର ଶୈଲିରେ ଅନ୍ୟ ମାନଙ୍କୁ ଆକର୍ଷିତ କରି ନେଇ ଥାଆନ୍ତି।ଏମାନେ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହି ଥାଆନ୍ତି।ଏମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି।

Leave a Reply

Your email address will not be published. Required fields are marked *